ସୁନ୍ଦରୀ ହିରୋଇନ Namrata ଦେଙ୍କୁ ପୋଲିସ କଲା ଗିରଫ,ରାତିରେ ଖେଳ କରିକି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ…

ୟୁଟ୍ୟୁବରେ ନିଜର ସୁନ୍ଦରତା ଓ ଷ୍ଟାଇଲ ଦେଖାଇ ଲୋକଙ୍କୁ ଇଂଫ୍ଲୁଏନ୍ସ କରୁଥିବା ୟୁଟ୍ୟୁବର ନମ୍ରତା ଦେ ରାତାରାତି ଫେମସ ହୋଇଯାଇଥିଲେ ଓ ୟୁଟ୍ୟୁବରେ ତାଙ୍କର ୮ ଲକ୍ଷରୁ ଅଧିକ ମଧ୍ୟ ସବସକ୍ରାଇବର ରହିଛନ୍ତି। କିନ୍ତୁ ଏବେ ନମ୍ରତା ଓ ତାଙ୍କ ସ୍ବାମୀ ବିରାଟଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗଟି ହେଲା ସ୍ୱାମୀ ଓ ସ୍ତ୍ରୀ ଜଣେ

ବିଜନେସମ୍ୟାନଙ୍କୁ ଚୂନ ଲଗାଇଛନ୍ତି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ମାମଲା।ୟୁଟ୍ୟୁବରେ ନମ୍ରତାଙ୍କ ୮ ଲକ୍ଷ ପବ୍ଲିକ ଥିବାର ଦେଖି ଜଣେ ବିଜନେସମ୍ୟାନ ଦିନେଶ ନିଜର ବିଜନେସକୁ ପ୍ରମୋଟ କରିବାପାଇଁ ନମ୍ରତାଙ୍କୁ ୨ ଲକ୍ଷ ଟଙ୍କା ଭରସାର ସହିତ ଦେଇଥିଲେ କାରଣ ସେ ଜଣେ ଫେମସ ୟୁଟ୍ୟୁବର ଥିଲେ।

ଏହାପରେ ନମ୍ରତା ଓ ଦିନେଶ ପରସ୍ପରକୁ ସାକ୍ଷାତ କଲେ ଓ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ନମ୍ରତା ଓ ତାଙ୍କ ସ୍ବାମୀ ବିରାଟ ଏକଦା ଦିନେଶଙ୍କୁ ଏକ ହୋଟେଲ ପାର୍ଟିରେ ଡ଼କାଇଥିଲେ ଓ ସେଠାରେ ନମ୍ରତା ଦିନେଶଙ୍କୁ କହିଥିଲେ କି, ଆଇ ଲଭ ୟୁ ଆଉ ତୁମକୁ ବିବାହ କରିବାକୁ ଚାହେଁ ଓ ପାର୍ଟି ଶେଷ

ହେବାପରେ ନମ୍ରତା ତାଙ୍କ ସ୍ବାମୀ ବିରାଟ ଓ ଦିନେଶ ଗୋଟିଏ ରୁମରେ ରାତି କଟାଇଥିଲେ।ସେଦିନ ରାତିରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଦିନେଶଙ୍କୁ 80 ଲକ୍ଷ ଟଙ୍କାର ଚୂନ ଲଗାଇଥିଲେ ଓ ଦିନେଶଙ୍କ ମୋବାଇଲରୁ ତାଙ୍କ ପାର୍ଟିର ସବୁ ଫୋଟୋକୁ ଡିଲେଟ କରି ରିସେଟ ମାରିଦେଇଥିଲେ। ଏହାପରେ ଦିନେଶ ଉଭୟ

ସ୍ୱାମୀ ଓ ସ୍ତ୍ରୀ ଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବାପରେ ସମ୍ପୂର୍ଣ୍ଣ କଳା କାରନାମା ସାମ୍ନାକୁ ଆସିଥିଲା।

Leave a Reply

Your email address will not be published. Required fields are marked *