ସୁର Bhai ଅର୍ଚନା ପାଇଁ ପ୍ରଥମଥର ମୁଁହ ଖୋଲିଲେ,କହିଲେ ପୁରୀ ରେ ଅଠରନଳା ଆଉ ଅର୍ଚନା ର…

ସୁର ରାଉତ ବୟାନ ଦେଇଛନ୍ତି।ତାଙ୍କର ସେହି ବୟାନରେ ସେ କହିଲେ କି କିଏ କଉଠି କଣ କରୁଥିବ କିଏ କହିବ?ମୁଁ ପରା କହିଲି ଅଠର ନଳା ଆଉ ସେଠି ଏତେ ନଳା କିଏ କଉଠି ବୁଡ଼ିକି ବାହାରିଛି ମୁଁ କେମିତି କହିବି।କେତେ ଲିଙ୍କ ତାର ଅଛି କି ସେଣ୍ଟର ତାର ମୁଁ ଜାଣି ପାରୁ ନାହିଁ।ଏବେ ଯାହା ଦେଖିଲିଣି କେତେ ନଳା ତା ଭିତରେ ସୀମା ନାହିଁ।

କେତେ ନେତା ଫସିଛନ୍ତି କେତେ ଆଇ ଏ ଏସ ଆଉ କେତେ ଆଇ ପି ଏସ ଫସିଛନ୍ତି ତା ଭିତରେ ତା ନହେଲେ ସେ ୪ ବର୍ଷ ଭିତରେ ସେ ଯେତେ ସମ୍ପତି କରିଛି ଟାଟା ବିର୍ଲା ବି କରି ପାରିବେ ନାହିଁ,ଆଦାନୀ ଅମ୍ବାନୀ ମଧ୍ୟ କରି ପାରିବେ ନାହିଁ।ସେ ଯାହା ହଉ ତାକୁ ମାନିବାକୁ ପଡ଼ିବ ଏତେ ଲୋକ ତ ନେତୃତ୍ୱ କୁ

ଗ୍ରହଣ କରୁଛନ୍ତି ମୁଁ ତାକୁ ଧନ୍ୟବାଦ ଦଉଛି।ଏବଂ କଡା କଡ଼ି,ସରକାର କେସ କରିଛନ୍ତି ଧନ୍ୟବାଦ,କଡା କଡ଼ି ଭାବରେ ଯାଞ୍ଚ କରାଯାଉ।କଉ ଦଳର ନେତା ଅଛନ୍ତି କିଏ କେତେ ବାଟ ଯାଇଛନ୍ତି ଆଉ କଉ ଆଇ ଏ ଏସ,ଆଇ ପି ଏସ ଇଞ୍ଜିିୟର, ଶିଳ୍ପପତି ଆଉ ଡାକ୍ତର ସବୁ ଅଛନ୍ତି ତାଙ୍କ ମାନଙ୍କୁ ସବୁ ନେତା ହଉ ସବୁ ନେତାକୁ ବାହା

କରାଯାଉ।କିନ୍ତୁ ଯେମିତି ମୁଁ ଜଣେ ନେତା ଆଉ ମୋର ପ୍ରତି ଦିନ ୧୦୦୦,୧୫୦୦ ଫୋଟ ଉଠୁଛି ତା ବୋଲି ଯଦି ମୋ ଫୋଟ ନେଇକି କିଏ ସେଠି ଯୋଡ଼ି ଦେବ ତାହେଲେ କଣ ମୁଁ ଯିବି କି?ମୁଁ ପରିସ୍ରା କରିବାକୁ ବି ମଧ୍ୟ ଯାଏ ନା ସେପଟେ।ବାଚସ୍ପତି ଠାରୁ ନେଇକି ଆଉ କେତେ ନେତା ଯାଇଛନ୍ତି ଆଉ ସିଏ କଣ ସିଏ ତ

ଦିଲ୍ଲୀ ରେ ରହିଛି ତାର ଘର ପ୍ରତିଷ୍ଠା ପାଇଁ ସେ ଏଠିକି ଆସିଛି।ୟେ କେତେବେଳେ ହେଇ ଯିବ ଲୋ ବାପା,ୟେ କେତେବେଳେ ଓଡ଼ିଶାର ହେଇଯିବ ତାର ଜଉ ଶକ୍ତି।ମୁଁ  ସହ ବହୁତ ଭଲ ଭାବରେ ଯୋଡ଼ି ହେଇଛି ସ ସେମିତି ଲୋକ ନୁହଁ ଆମର ଭାଉଜ ମଧ୍ୟ ବହୁତ ଭଲ।ଭାଉଜ ଆଉ  ଙ୍କ ଯୋଡ଼ି ଅପାର ଯୋଡ଼ି।ତେଣୁ ସେ କାହାକୁ ଅନେଇବାରେ ମଧ୍ୟ ମୁଁ କାହାକୁ ଦେଖିନି।

Leave a Reply

Your email address will not be published. Required fields are marked *