ପୁଣି ଆଜି ଏବେ ଏବେ କମିଲା ସୁନା Rates,ଭୁବନେଶ୍ୱରରେ ଦାମ ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ…

ରାଜ୍ୟରେ ଆଜି ପୁଣି ଥରେ ସୁନା ଦର କମିଥିବାର ଦେଖିବାକୁ ମିଳିଛି।ଉଭୟ ୨୨ ଓ ୨୪ କ୍ୟାରେଟ ଶୁଦ୍ଧ ସୁନାର ଦର କ୍ରମ ସହ କମିବାରେ ଲାଗିଛି।ତ ବର୍ତ୍ତମାନ ବଜାରରେ ସୁନା ଓ ରୂପା ରେଟ କଣ ରହିଛି ଏବଂ ଯଦି ଆପଣ କିଣିବାକୁ ଚାହୁଁଛନ୍ତି ତେବେ କେତେ ଟଙ୍କା ଦେଇ ଆପଣ ଆପଣଙ୍କ ନିକଟସ୍ଥ ବଜାରରୁ ସମ୍ପୂର୍ଣ୍ଣ ଖବର ଏହି ଆର୍ଟିକିଲ ମାଧ୍ୟମରେ ଜାଣିବା।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ହଜାର ୩୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୫୦ ହଜାର ୫ ଶହ ୫୦ ଟଙ୍କା ରହିଛି।ସେଇଭଳି ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ଆଜି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି।

ମୁମ୍ୱାଇର ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ହଜାର ୪୦୦ ଓ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୫୦ ହଜାର ୬ ଶହ ୨୦ ଟଙ୍କା ରହିଥିବା ରେକର୍ଡ ରହିଥିବା ବେଳେ ନୂଆ ଦିଲ୍ଲୀରେ ଏହି ଦର ଯଥା କ୍ରମେ ୪୬ ହଜାର ୫ ସହ ୫୦ ଟଙ୍କା ଓ ୫୦ ହଜାର ୭ ଶହ ୭୦ ଟଙ୍କା ରହିଛି।

ସେଇଭଳି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ମଧ୍ୟ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୭ ହଜାର ୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୫୨ ହଜାର ୨ ଶହ ୮୫ ଟଙ୍କା।ଆହୁରି ମଧ୍ୟ ପୂର୍ବ ଭାରତର ପ୍ରମୁଖ ସହର କୋଲକତାରେ ଆଜି ଯଥା କ୍ରମେ ୪୬ ହଜାର ୪ ସହ ଟଙ୍କା ଓ ୫୦ ହଜାର ୬ ଶହ ୨୦ ଟଙ୍କା ରହିଛି।

ଯଦି ଆମେ ଓଡ଼ିଶା କଥା କହିବା ତାହେଲେ ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ହଜାର ୬ ଶହ ୫୦ ଟଙ୍କା ଓ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପ୍ରତି ୫୦ ହଜାର ୮ ଶହ ୯୦ ଟଙ୍କା ରହିଛି।ଆଜି ରୂପା କିଲୋଗ୍ରାମ ପ୍ରତି ୫୨ ହଜାର ୮ ସହ ଟଙ୍କା ଥିବା ନେଇ ରେକର୍ଡ ରହିଛି

Leave a Reply

Your email address will not be published. Required fields are marked *