ଜାଣନ୍ତୁ ହୋଟେଲ୍ ରୁମ୍ ରେ ଚାଦର କଣ ପାଇଁ ଧଳା ହୋଇଥାଏ, ଏହା ହେଲା ଖାସ୍ କାରଣ – ଯାହା ଆପଣ କେବେ ଭାବି ନଥିବେ ମଧ୍ୟ

Uncategorized

ହୋଟେଲ୍ ରୁମ୍ ହେଉ କିମ୍ବା ଧର୍ମଶାଳା ଆପଣ ଦେଖିଥିବେ କି ବେଡ୍ ଉପରେ ଚାଦର ଧଳାରଙ୍ଗର ବିଛା ହୋଇଥାଏ , କିନ୍ତୁ କଣ ଆପଣ କେବେ ଭାବିଛନ୍ତି କି ଧଳା ଚାଦର କଣପାଇଁ ଯେବେକି ଧଳା ରଙ୍ଗର ଚାଦର ଅଧିକା ମଇଳା ଦେଖାଯାଏ , ଯଦି ଆପଣଙ୍କୁ ଜଣାନାହିଁ ତେବେ ଚିନ୍ତିତ ହୁଅନ୍ତୁ ନାହିଁ ,କାରଣ ଆଜି ଆମେ ଆପଣଙ୍କୁ ଏହାର ପଛରେ କାରଣ ବିଷୟରେ କହିବାକୁ ଯାଉଛୁ । ବନ୍ଧୁମାନେ ଯେବେ ପାର୍ଟି କରିଥାନ୍ତି ତେବେ ଖାସ୍ କରି ବାହାରେ ଯାଇକରି ଏହି ପ୍ଲାନ୍ ହୋଇଗଲେ ତେବେ ଦୁଇରାତି ହୋଟେଲ୍ ରେ ରହିବେ,  ତେବେ ସିଙ୍ଗଲ୍ ପୁଅଙ୍କୁ ଲାଗେ କି ତାଙ୍କୁ ଚାଦର ନିଜଦ୍ୱାରା ଧୋଇବାକୁ ପଡୀବ ନାହିଁ ,ଯେତେ ଇଚ୍ଛା ମଇଳା କରିଦିଅ , ଜୋତା ପିନ୍ଧିକରି ଶୋଇଯାଅ ଏହି ପରି, କିନ୍ତୁ ଲୋକଙ୍କ ଦିମାଗ ଲଗାଇଲେ ନାହିଁ କି ସେ ଧଳା ଚାଦର କଣ ପାଇଁ ବିଛାଇଥାନ୍ତି ,

ସବୁ ହୋଟେଲ୍ ରେ ଗ୍ରାହକଙ୍କ ସଫାଇ ଡିମାଣ୍ତ ରହିଥାଏ,  ସେ ଏହା ମାନନ୍ତି କି ମଇଳା ହେବା ତାଙ୍କର ହକ୍ ଅଟେ, ଧଳା ଚାଦର ସବୁ ରୁମ୍ ରେ ବିଛାଇବାର କାରଣ ଏହା କି ସେ ରୁମ୍ ସଫା ରହୁ, ଓ ତାହାକୁ ଦେଖିକରି ଲାଗେ କି ରୁମ୍ ବହୁତ ସଫା ଅଛି, ଓ ଗ୍ରାହକ ଜଲଦି ବୁକିଙ୍ଗ୍ କରିଦେବ । ଧଳା ଚାଦରର ଏକ ଖାସିୟତ୍ ଅଛି କି ଏଥିରେ କିଛି ବି ପଡିଲା ତେବେ ଏହାର ଦାଗ ଆସିଯିବ , ଗ୍ରାହକର ଖାଇବା ପିଇବା ଉପରେ ବହୁତ ଧ୍ୟାନ ରଖିବାକୁ ପଡେ , ସେ ସଫାଇ ପ୍ରତି ବେଶୀ ଗୁରୁତ୍ୱ ଦିଅନ୍ତି , ଦାଗ ଯେମିତି ଲୁଚାଇ ନଯାଇପାରିବ । ଧଳା କପଡାରେ ସହଜରେ ବ୍ଲିଚ୍ ହୋଈଯାଏ , ବ୍ଲିଚ୍ ରେ ଚାଦର ଚମକିଉଠେ, ଏହିଥିରେ ବ୍ଲିଚ୍ କମ୍ ବ୍ୟବହାର ହୋଇଥାଏ । ଧଳା ରଙ୍ଗ ଶାନ୍ତ ରଖିଥାଏ , ଧଳା ରଙ୍ଗର ଚାଦର ହୋଟେଲ୍ ରୁମରେ ଏଥିପାଇଁ ବିଛାଯାଏ କାରଣ ଗ୍ରାହକ ରିଲାକ୍ସ କରିପାରିବେ , ବାକି ସମୟ ନିଜ ଘରେ ମିଳିଥାଏ , ଚାଦର ସେମିତି ଯେଉଁ ରଙ୍ଗର ହେଉ ।

୧୯୯୦ ଦଶକ ପୁର୍ବରୁ ହୋଟେଲ୍ ରେ ରଙ୍ଗୀନ ଚାଦର ବ୍ୟବହାର୍ କରଯାଉଥିଲା,  ତାଙ୍କର ଦେଖାଶୁଣା କରିବା ସହଜ ହେଉଥିଲା,  କାରଣ ଏଥିରେ ଦାଗ ଲୁଚିଯାଉଥିଲେ,  ଯାହାପରେ ବେଷ୍ଟିନ୍ ର ହୋଟେଲ୍ ଡିଜାଇନର୍ ଏକ ରିସର୍ଚ୍ଚ କଲେ ,ଯେଉଁଥିରେ କୁହାଗଲା କି ଗ୍ରାହକଙ୍କ ପାଇଁ ଲକଜୁରୀ ବେଡ୍ ମତଲବ କଣ ହୋଇଥାଏ , ଯାହାପରେ ଗେଷ୍ଟଙ୍କ ହାଇଜିନିକ୍ ପାଇଁ ଧ୍ୟାନ ରଖି ବେଡସିଟ୍ କୁ ଧଳା ରଙ୍ଗ କରିବା ଟ୍ରେଣ୍ତ ସେବେଠାରୁ ପ୍ରଚଳିତ୍ ହୋଇଗଲା ।

Leave a Reply

Your email address will not be published. Required fields are marked *