ପିଏମ କିଷାନ ଯୋଜନାର ଆସିଲା ନୂଆ ଘୋଷଣା,ଏବେ ମିଳିବ 4000,ଜାଣି ନିଅନ୍ତୁ କିପରି ନିଜେ ଆକାଉଣ୍ଟ ଚେକ କରିବେ

ପିଏମ କିଷାନ ସମ୍ମାନନିଧି ଯୋଜନାର ହିତାଧିକାରୀଙ୍କ ପାଇଁ ବଡ଼ ଅପଡେଟ ଅଛି।ତେବେ ଟଙ୍କା ମିଳିବା ପୂର୍ବରୁ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ ଆସିଛି।ପିଏମ କିଷାନ ସମ୍ମାନନିଧି ଯୋଜନାର ଟଙ୍କା ଆପଣ ମାନଙ୍କୁ ଖୁବ ଶୀଘ୍ର ମିଳିବାକୁ ଯାଉଛି।ତେବେ ସରକାର ତା ପୂର୍ବରୁ ଏକ ନିୟମ ବଦଳାଇ ଦେଇଛନ୍ତି। ତେବେ ଏହି ନିୟମ ସମ୍ପର୍କରେ ଆପଣ ଜ୍ଞାତ ରହିବା ଜରୁରୀ ଅଟେ।

ନହେଲେ ଏହାକୁ ପାଇବା ଅସମ୍ଭବ ହୋଇ ପଡିବ।ପିଏମ କିଷାନ ସମ୍ମାନନିଧି ଯୋଜନା ତରଫରୁ ଏକ ବଡ଼ ଖବର ଆସିଛି। କେନ୍ଦ୍ର ସରକାରଙ୍କ ତରଫରୁ ଦେଶର କୋଟି କୋଟି କୃଷକଙ୍କ ଆକାଉଣ୍ଟ ଖାତାକୁ ଟଙ୍କା ଟ୍ରାନ୍ସଫର ହେବାକୁ ଯାଉଛି।ସରକାର ଖୁବ ଶୀଘ୍ର କୃଷକଙ୍କ ଖାତାକୁ ୧୨ତମ କିସ୍ତିର ଟଙ୍କା ଟ୍ରାନ୍ସଫର କରିବାକୁ

ଯାଉଛନ୍ତି।ସରକାର ଅଗଷ୍ଟ ମାସରୁ ନଭେମ୍ବର ମାସ ମଧ୍ୟରେ ଏହି କିସ୍ତିର ଟଙ୍କା ଟ୍ରାନ୍ସଫର କରିବେ। ଗତ ବର୍ଷ ଅଗଷ୍ଟ ମାସ ବେଳକୁ ଏହି ଟଙ୍କା ଟ୍ରାନ୍ସଫର ହୋଇଥିଲା।ତେବେ ମିଡିଆ ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ସମବାୟ ଅର୍ଥାତ ସେପ୍ଟେମ୍ବର ୫ ତାରିଖରେ ଏକ ଘୋଷଣା କରି କହିଛନ୍ତି ଯେ

ସମସ୍ତଙ୍କ ଆକାଉଣ୍ଟକୁ ୨,୦୦୦ ଟଙ୍କା ଟ୍ରାନ୍ସଫର କରିବେ। ଆପଣ ଏହା ପୂର୍ବରୁ ତାଲିକାରେ ନିଜ ନାଁ ଚେକ କରି ନିଅନ୍ତୁ ଯାହାଦ୍ୱାରା ଆପଣଙ୍କ ଖାତାକୁ ୧୨ତମ କିସ୍ତିର ଟଙ୍କା ଟ୍ରାନ୍ସଫର ହୋଇ ଯିବ।ତେବେ ଚେକ କରିବାକୁ ପିଏମ କିଷାନ ଯୋଜନାର ଅଫିସିଆଲ ୱେବସାଇଟ ଖୋଲନ୍ତୁ।ଏହାପରେ

ଆପଣ ଡାହାଣ ପାର୍ଶ୍ଵରେ ଫାର୍ମର ଲଗ ଇନ କ୍ଲିକ କରି ବେନିଫିସିଆରୀ ଷ୍ଟାଟସ ସାଇଟ ଖୋଲନ୍ତୁ। ଏହା ପରେ ଆପଣଙ୍କ ଆଗରେ ଏକ ନୂଆ ପେଜ ଖୋଲିବ। ଏହାପରେ ଆପଣ ନିଜ ଆଧାର ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ମଧ୍ୟରୁ କୌଣସି ଗୋଟିଏକୁ କ୍ଲିକ କରି ଦିଅନ୍ତୁ। ଏହାପରେ ଆପଣ ନିଜ ଷ୍ଟାଟସ ସମ୍ବନ୍ଧରେ ଜାଣି ପାରିବ।

Leave a Reply

Your email address will not be published. Required fields are marked *