ନାଳ ଭିତରେ ପ୍ରେମ କରିବା ବେଳେ ଧରାପଡ଼ିଲେ ଢମଣା ଗୋଖର,କ୍ୟାମେରା captured ହେଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ…

ଭଦ୍ରକର ଏକ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ରାସ୍ତା କଡ଼ରେ ଥିବା ନାଳ ପାଖରେ ଯାହା ଦେଖିବାକୁ ମିଳିଲା ଲୋକେ ଏଥିରେ ଆଶ୍ଚର୍ଯ୍ୟ ହୋଇଗଲେ ଓ ଲୋକଙ୍କ ଗହଳି ମଧ୍ୟ ଏଠାରେ ଦେଖିବାକୁ ମିଳିଥିଲା। ଆସନ୍ତୁ ଜାଣିବା ଲୋକେ କାହିଁକି ଏଠାରେ ଗହଳି କରିଥିଲେ ଓ ବାସ୍ତବରେ ଏଠାରେ ସେମାନେ ଏମିତି କଣ ଦେଖିଲେ।

ନାଳ ପାଖରେ ଏକ ଅରମା ସ୍ଥାନରେ ଦୁଇଟି ବୋଡା ସାପଙ୍କୁ ଦେଖିବାକୁ ମିଳିଲା। ସାପ ଦୁଇଟିଙ୍କୁ ଏମିତି ସେମିତି ନୁହେଁ ବରଂ ସମ୍ଵନ୍ଧ ବନାଉଥିବା ସମୟରେ ଦେଖିବାକୁ ମିଳିଥିଲା। ଏହି ଖବର ପାଇଲାପରେ ସ୍ଥାନୀୟ ଆଖପାଖରୁ ଲୋକଙ୍କ ଭିଡ଼ ଜମିଥିଲା ଓ ସେମାନେ ଏହା ଦେଖିବାକୁ ଧାଇଁ ଆସିଲେ।

ଏମିତି ଅଦ୍ଭୁତ ଦୃଶ୍ୟ ଆଗରୁ ଲୋକମାନେ ହୁଏତ କେବେ ଦେଖିନଥିବେ ସେଥିପାଇଁ ଏଠାରେ ଲୋକମାନେ ବହୁତ ସଂଖ୍ୟାରେ ରୁଣ୍ଡ1 ହୋଇ ତମାସା ଦେଖିଲେ।ଭିଡ଼ ଭିତରୁ ଜଣେ ଉଚିତ ନାଗରିକ ଏହାର ଖବର ସ୍ନେକ ହେଲ୍ପଲାଇନକୁ ଦେଇଥିଲେ ଓ ଖବର ପାଇ ଡ଼ିପାର୍ଟମେଣ୍ଟର ଲୋକେ ତୁରନ୍ତ ଆସି

ଘଟଣା ସ୍ଥଳରେ ପହଞ୍ଚିଗଲେ। ସେମାନେ ସାପ ଥିବା ସ୍ଥାନକୁ ଗଲେ ଓ ସାପକୁ ଉଦ୍ଧାର କରିବା ପରିବର୍ତ୍ତେ ସାପକୁ ତାଙ୍କ ସ୍ଥାନରେ ଛାଡ଼ିଦେଲେ। ଏହାର କାରଣ ଦେଇ ସେ କହିଥିଲେ କି, ଏମାନଙ୍କ ମିଳନ ବହୁତ ବର୍ଷରେ ଧରେ ହୋଇଥାଏ ତେଣୁ ସେଥିପାଇଁ ତାଙ୍କୁ ସେମାନଙ୍କ ଜାଗାରେ ରହିବାକୁ ଦିଅ

ଓ ତାଙ୍କୁ କୌଣସି କେହି ଆଘାତ କରିବା ଉଚିତ ନୁହେଁ। ଏହାକହି ସ୍ନେକ କ୍ୟାଚର ସାପ ମାନଙ୍କୁ ସେମାନଙ୍କ ସ୍ଥାନରେ ଛାଡ଼ିଦେଇ ପଳାଇଲେ।

https://www.youtube.com/watch?v=g5rvz9I0JOw

Leave a Reply

Your email address will not be published. Required fields are marked *