Stage ରୁ ଗଳିପଡୁଥିଲେ କନ୍ୟା, ଏପରି ଭାବେ ଜୀବନ ବଞ୍ଚାଇଦେଲେ ବର,ସମସ୍ତେ ଦେଖିବା ପରେ କହିଲେ…ଦେଖନ୍ତୁ Video

ତେବେ ଏହି ଦୁନିଆରେ ଏପରି ଅନେକ ଘଟଣା ଘଟିଥାଏ ଯାହା ସମ୍ପର୍କରେ ଜାଣିବା ପରେ ଆପଣ ନିଶ୍ଚୟ ଭାବରେ ଆଶ୍ଚର୍ଯ୍ୟ ହେବେ।ତେବେ ଆମେ ବର୍ତ୍ତମାନ ସେହିପରି ଏକ ବିବାହ ସମ୍ପର୍କରେ ଆଲୋଚନା କରିବା ଯାହା ସମ୍ପର୍କରେ ଜାଣିବା ପରେ ଆପଣ ନିଶ୍ଚୟ ଭାବରେ ଆଶ୍ଚର୍ଯ୍ୟ ପ୍ରକାଶ କରିବେ ଏହା ସହିତ ଏପରି କିପରି ହୋଇ ପାରିଲା ଏହା ଜାଣି ମଧ୍ୟ ଆପଣ ନିଶ୍ଚୟ ଭାବରେ ଆଶ୍ଚର୍ଯ୍ୟ ହେବେ।ତେବେ ବିବାହ ସମସ୍ତଙ୍କର ହୋଇଥାଏ।ଏହା ସହିତ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅନେକ ଲୋକ ବର୍ତ୍ତମାନ ବିଭିନ୍ନ ପ୍ରକାରର ଉପାୟ ଅନୁସରଣ କରୁ ଥିବାର ଦେଖା ଯାଉଚି।

ଆମେ ସେହି ପରି ଏକ ବିବାହ ସମ୍ପର୍କରେ ଆଲୋଚନା କରିବା ଯେଉଁ ସ୍ଥାନରେ ବିବାହ ସମୟରେ ଏକ କନ୍ୟା ତଳକୁ ଖସି ପଡ଼ିଥିଲେ ତେବେ ବିବାହ ସମୟରେ ଏକ ଷ୍ଟେଜ ଉପରକୁ ଯାଇ ସେଠାରେ ବର ଓ କନ୍ୟା ପରସ୍ପରକୁ ବରଣ ମାଳା ପିନ୍ଧାଇବା ପାଇଁ ବ୍ୟବସ୍ଥା ହୋଇଥିଲା।ଏହା ସହିତ ସେମାନେ ପରସ୍ପରକୁ ବରଣ ମାଳା ପିନ୍ଧେଇବା ପରେ ସେମାନେ ଷ୍ଟେଜ ଉପରୁ ତଳକୁ ଓହ୍ଲାଇ ଥିଲେ।

ଏହା ସହିତ ସେମାନେ ସେଠାରୁ ତଳକୁ ଓହ୍ଲାଇବା ସମୟରେ ସେଠାରେ କିଛି ଅଘଟଣ ଘଟି ଯାଇଥିଲା।ତେବେ ପ୍ରଥମେ ବର ସମ୍ପୂର୍ଣ୍ଣ ଭାବରେ ତଳକୁ ଓହ୍ଲାଇ ଆସି ଥିଲେ।ଏହା ପରେ କନ୍ୟା ତଳକୁ ଓହ୍ଲାଇବା ପାଇଁ କଡ଼କୁ ଆସି ଥିଲେ।ତେବେ ସେହି ସମୟରେ କନ୍ୟାଙ୍କ ଓଜନ ଭାର ଏକ ପଟକୁ ଆସିବା ଫଳରେ ଷ୍ଟେଜ ଓଲଟି ଯାଇଥିଲା।

ଏହା ସହିତ କନ୍ୟା ମଧ୍ୟ ସେହି ସମୟରେ ତଳକୁ ପଡ଼ି ଯିବା ପରି ହୋଇ ଯାଇଥିଲା।ଏହା ସହିତ ଏପରି ହେବାର ଦେଖି ସେହି କନ୍ୟା ଜଣଙ୍କୁ ତାଙ୍କର ବର ଧରି ପକାଇ ଥିଲେ।ଏହା ସହିତ କନ୍ୟା ଆଉ ତଳକୁ ପଡ଼ି ନଥିଲେ।ତେବେ ସେହିପରି ଭାବରେ ସେହି ବ୍ୟକ୍ତି ଜଣଙ୍କ ନିଜର କନ୍ୟାଙ୍କୁ ତଳୁ ପଡ଼ିବାରୁ ରକ୍ଷା କରି ଦେଇଥିଲେ।

ତେବେ ଏହାକୁ ଦେଖିବା ପରେ ତାଙ୍କର କନ୍ୟା ମଧ୍ୟ ତାଙ୍କୁ ଚାହିଁ ହସି ଥିଲେ।ଏହା ସହିତ ସେମାନେ ପରସ୍ପରକୁ ସେଠାରେ ଦେଖି ହସି ଥିଲେ।ତେବେ ସେମାନେ ପରସ୍ପରକୁ ଦେଖି ହସିବା ପରେ ସେଠାରେ ଥିବା ଅନେକ ଲୋକ ଏହାର ଅନେକ ମଜା ଉଠାଇ ଥିଲେ।ଏହା ସହିତ ସେଠାରେ ଅନେକ ଲୋକ ଏହାକୁ ଅନେକ ଭାବରେ ଉପଭୋଗ କରିଥିଲେ।

ତେବେ ଜଣେ କନ୍ୟା ନିଜର ପତିଙ୍କ ଠାରୁ ଏହା ଆଶା କରିଥାଏ କି ସେ ସବୁ ସମୟରେ ତାଙ୍କର ରକ୍ଷା କରିବେ।ତେବେ ସେହି ବ୍ୟକ୍ତି ଜଣଙ୍କ ବିବାହର ପ୍ରଥମ ଦିନରୁ ଏହା ପ୍ରମାଣ କରି ଦେଇଥିଲେ।ତେବେ ବିବାହ କରିବା ସମୟରେ ସେହି ବ୍ୟକ୍ତି ଜଣକ ନିଜର ପତ୍ନୀଙ୍କୁ ରକ୍ଷା କରି ତାଙ୍କର ଭରସା ଜିତି ଥିଲେ ଏହା ସହିତ ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଭାଇରାଲ ହୋଇ ଯାଇଛି।ଏହା ସହିତ ଅନେକ ଲୋକ ମଧ୍ୟ ଏହାକୁ ଅନେକ ଭାବରେ ପସନ୍ଦ କରିଛନ୍ତି।

Leave a Reply

Your email address will not be published. Required fields are marked *