ପୁଣି କମିଲା ସୁନା Gold ଦାମ,ନୂଆ ଦାମ ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇଦେବେ…

ବର୍ତ୍ତମାନର ବଡ଼ ଖବର।ପୁଣି ସୁନା ଓ ରୂପାର ଦରକୁ ନେଇ ଆସିଲା ଖୁସିର ଖାବର।ପୁଣି ସୁନା ରୂପା ଦରରେ ହେଲା ବଡ଼ ପରିବର୍ତ୍ତନ।ଜାଣନ୍ତୁ ସୁନା ରୂପା ଦରର ତାଜା ଅପଡେଟ।ପ୍ରତ୍ୟେକ ଦିନ ସୁନା ଓ ରୁପା ଦରରେ ପରିବର୍ତ୍ତନ ହୋଇଥାଏ।ଆଜି ରାଜଧାନୀ ଭୁବନେଶ୍ୱରରେ ସୁନା ଦରରେ ବିଶେଷ ପରିବର୍ତ୍ତନ ଦେଖା ଯାଇଛି ତେବେ ଭୁବନେଶ୍ଵରରେ ସୁନା ଦର ୨୨ କ୍ୟାରେଟ ସୁନାର

ମୂଲ୍ୟ ୪୬ ହଜାର ଛଅ ସହ ପଚାଶ ଟଙ୍କା ରହିଥିବା ବେଳେ ସେହିପରି ଭାବରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦ ହଜାର ଆଠ ସହ ନବେ ଟଙ୍କା ରହିଛି।ସେହିପରି ଭାରତୀୟ ସୁନା ବଜାରରେ ୨୨ କ୍ୟରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬ ହଜାର ତିନି ସହ ଦଶ ହୋଇଛି।

ସେହିପରି ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦ ହଜାର ପାଞ୍ଚ ସହ ପଚାଶ ଟଙ୍କା ରହିଛି।ଏହା ବ୍ୟତୀତ ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନା ଦରରେ କିଛିଟା ପରିବର୍ତ୍ତନ ଆସି ଅଛି।ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ୪୬ ହଜାର ଚାରିଶହ ଟଙ୍କା ଓ ପଚାଶ

ହଜାର ଛଅ ସହ କୋଡ଼ିଏ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆ ଦିଲ୍ଲୀରେ ଏହି ଦର ଯଥା କ୍ରମେ ୪୬ ହଜାର ପାଞ୍ଚ ସହ ପଚାଶ ଟଙ୍କା ଓ ୫୦ ହଜାର ସାତ ସହ ସତୁରୀ ଟଙ୍କା ରହିଛି।ତେବେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ୪୭,୯୨୭

ଟଙ୍କା ଓ ୫୨,୨୮୫ ଟଙ୍କା ରହିଛି।ତେବେ ସେହିପରି ଭାବରେ ପୂର୍ବ ଭାରତର ପ୍ରମୁଖ ସହର କଲିକତାରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ଯଥା କ୍ରମେ ୪୬,୪୦୦ ଓ ୫୦,୬୨୦ ଟଙ୍କା ରହିଛି।ଆଜି ରୂପା ମୁଲ୍ୟ ମଧ୍ୟ ବଢିଛି।ଆଜି ରୂପା କିଲୋଗ୍ରାମ ପ୍ରତି ୫୨,୮୦୦ ଟଙ୍କା ରହିଥିବା ନେଇ ରେକର୍ଡ ରହିଛି।ତେବେ ଏହା ଥିଲା ସୁନା ଓ ରୂପା ଦରର ଅପଡେଟ।

Leave a Reply

Your email address will not be published. Required fields are marked *