କୋର୍ଟ ସାମ୍ନାରେ Swami ଙ୍କୁ ଗଡାଇ ତଡାଇ ପିଟିଲେ Stree,କହିଲେ ମନ ଇଚ୍ଛା ବାହା ହବ ମନ ଇଚ୍ଛା ଛାଡିବା ମୁଁ କଣ ହରେକ ମାଲ

ସାଙ୍ଗମାନେ ଆଜି ମୁଁ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛି ଯେଉଁଥିରେ କୋର୍ଟ ସାମ୍ନାରେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଗୋଡ଼ାଇ ଗୋଡ଼ାଇ ମାରୁଥିବାର ଖବର ସାମ୍ନାକୁ ଆସିଛି।ଯେତେବେଳେ ଜଣେ ସାମ୍ବାଦିକ ଆସି ସେହି ସ୍ତ୍ରୀ ଜଣଙ୍କୁ ଏହାର କାରଣ ବିଷୟରେ ପଚାରିଥିଲେ ସେ କହିଥିଲେ ଯେ ତାଙ୍କର ଆଜି କୋର୍ଟରେ ଛାଡ଼ପତ୍ର ପାଇଁ ଡେଟ ଥିଲା ଓ ଏହି ଛାଡ଼ପତ୍ର କେସ ତାଙ୍କ ସ୍ଵାମୀ କରିଥିଲେ ଓ ଏହାର ଡେଟ ଆଜି ରହିଥିଲା କୋର୍ଟରେ।

ସେ କହିଲେ କିସେଠାରେ ଉପସ୍ଥିତ ଥିବା ମାଜିଷ୍ଟ୍ରେଟ ସାର ବୁଝାଉଥାନ୍ତି ଯେ କଣ ପାଇଁ ଛାଡ଼ ପତ୍ର ପାଇଁ କେସ ହୋଇଛି।ତୁମେ ତ ଏକ ସୁନ୍ଦର ସ୍ତ୍ରୀ ପାଇଛ ଛୁଆ ମଧ୍ୟ ତୁମର ଅଛି ଓ କଣ ପାଇଁ ତୁମେ ତାଙ୍କୁ ଛାଡ଼ପତ୍ର ଦେବ।ଏଥିରେ ତାଙ୍କ ସ୍ୱାମୀ କୋର୍ଟରେ କହିଛନ୍ତି କି ତାଙ୍କ ଜୀବନ ପ୍ରତି ବିପଦ ଅଛି ମୋ ସ୍ତ୍ରୀ ମତେ ମାରି ଦେବ।ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ କୋର୍ଟରେ ବୁଝାଉଥାନ୍ତି।ସେ କହୁଥିଲେ ଏକ ଦୁଇ ବର୍ଷର ପିଲାକୁ ବାପାର ପରିଚୟ କୋଉଠୁ ଆଣିକି ଦେବେ।ଏପରି କହି ସ୍ତ୍ରୀ ତାଙ୍କୁ ବୁଝାଉଥିଲେ।

ଏହାପରେ ସାର ୨୯ ତାରିଖର ଡେଟ ପକାଇଲେ ଓ କହିଥିଲେ ତୁମେ ୨୯ ତାରିଖ ଆସ ମୁ ତୁମକୁ ଭଲରେ ବୁଝାଇଦେବି।କଣ ପାଇଁ ତୁମେ ଛାଡପତ୍ର ଦେବ।ଏପରି ସାର ବୁଝାଇ ତାଙ୍କୁ ସେଠାରୁ ଛାଡ଼ିଲେ।ସେ କୋର୍ଟରୁ ବାହାରି ଆସୁ ଆସୁ ଗେଟ ପାଖରେ ତାଙ୍କ ସ୍ବାମୀ ତାଙ୍କୁ ଅନେକ ଗାଳି ଗୁଳଜ କରିଥିଲେ।ସ୍ତ୍ରୀ କହୁଥିଲେ ମୁଁ କଣ ହରଏକ ମାଲ ଜିନିଷ ଯେ ମତେ ବାହା ହୋଇଯିବ ଆଜି ଛୁଆ କରିଦେବ ଓ କାଲି ଛାଡପତ୍ର ଦେଇଦବ।ଏପରି କହି ସେ ଆସୁଥିଲେ ଓ ସ୍ୱାମୀ ତାଙ୍କୁ ପିଟି ପିଟି ଆଣୁଥିଲେ।ସେଠାରେ ତାଙ୍କ ଗ୍ରାମର ଅଙ୍ଗନବାଡି ଦିଦି ଆଶା ଦିଦି ଆଦି ଉପସ୍ଥିତ ଥିଲେ।ସେମାନେ ଆସି ଛଡା ଛଡି କରୁଥାନ୍ତି।

ତାଙ୍କ ସ୍ୱାମୀ ସରକାରୀ ଚାକିରୀ କରନ୍ତି ୪ ବର୍ଷ ହେଲା ନିର୍ଯ୍ୟାତନା ଦେଇ ଆସୁଛନ୍ତି ତାଙ୍କ ସ୍ତ୍ରୀକୁ ଓ ଛୁଆକୁ ବି ଚାହୁଁନାହାନ୍ତି।ସେ ବର୍ତ୍ତମାନ ତାଙ୍କ ଶଶୁର ଘରେ ଅଛନ୍ତି।ସେ ଚାହୁଁଛନ୍ତି କି ତାଙ୍କ ସ୍ଵାମୀ ତାଙ୍କୁ ଖର୍ଚ୍ଚ ଦିଅନ୍ତୁ ଓ ଛୁଆର ବି ଦାୟିତ୍ୱ ନିଅନ୍ତୁ।ସେ ଏତିକି ଚାହୁଁଛନ୍ତି।ଥାନାରେ ସେ କେସ ବି କରିନାହାନ୍ତି ଖାଲି ଯାହା ଆପସ ବୁଝାମଣା ପାଇଁ ଟାଉନ ଥାନାକୁ ସାର ଡକାଇଥିଲେ।ସେଥିରେ ସ୍ଵାମୀ ମଧ୍ୟ ହଁ କହିଥିଲେ।କିନ୍ତୁ ଘରକୁ ଗଲା ପରେ ପୁଣି ସେଇଭଳି କଲେ।ସେ ଏହିପରି ୪ ବର୍ଷ କଷ୍ଟ ସହି ଆସୁଥିଲେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *