ଟଙ୍କା Magibaku କାହାର ସାହସ ନାହିଁ,କାରଣ ସେ ସବୁବେଳେ ପଇସା ଦେଇକି ମତେ ଏତେଦିନ…

ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କ ବିଷୟରେ ଆଉ ଗୋଟେ କଥା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଇପାରେ।ଅର୍ଚ୍ଚନା ଆଉ ଜଗବନ୍ଧୁ ଏତେ ଏତେ ଟଙ୍କା କମେଇବା ପଛରେ ବହୁତ କାହାଣୀ ରହିଛି କେବଳ ବଡ଼ ବଡିଆ ମାନଙ୍କ ସହ ଶାରୀରିକ ସଂପର୍କ ରଖିବା ଏହା ଗୋଟିଏ କାରଣ ନଥିଲା।ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି କି ଅର୍ଚ୍ଚନା ଆଉ ସ୍ବାମୀ ଜଗବନ୍ଧୁ କିଭଳି ଅଧିକ ରୁ ଅଧିକ ଟଙ୍କା

କମେଇବେ ସେଥିପାଇଁ ଭୁବନେଶ୍ୱର ରେ ସେ ବନେଇଥିଲେ ଅନେକ ଯୋଜନା।କୁଆଡେ ସୁଧ ଦେଉଥିଲେ ଲୋକ ମାନଙ୍କୁ ଆଉ ଟଙ୍କାକୁ ଦି ଗୁଣ କରୁଥିଲେ ଆଉ ପାଖରେ ଥିବା ଟଙ୍କା କୁ ସୁଧରେ ଦେଇ ଲୋକଙ୍କ ଠାରୁ ଦି ଗୁଣ ପଇସା ନଉଥିଲେ।ଏମିତି କି ଅଧିକ ସୁଦ୍ଧ ନେବା ସହ ଟଙ୍କା କୁ ବଢାଇ ଚାଲିଥିଲେ।

ଏମିତି ଲୋକଙ୍କୁ ଟଙ୍କା ଦେବା ବେଆଇନ ଅଟେ ତଥାପି ଅର୍ଚ୍ଚନା ଙ୍କୁ କିଏ କଣ କରି ପାରିବ?ଯିଏ ତାଙ୍କ ମୁହଁ ଦେଖିବେ ବା ୫ ଟି ଫୋଟ ଦେଖି ଦେବ ତାଙ୍କର ମୁହଁ ବନ୍ଦ ହେଇଯାଉଥିଲା।ଏତେ ବଡ଼ ବଡ଼ ନେତା ମନ୍ତ୍ରୀଙ୍କ ସହ ତାଙ୍କର ସଂପର୍କ ଦେଖିଲେ ବା ତାଙ୍କର ଏହି ଫୋଟ ଦେଖିଲେ କାହାର ବା ସାହାସ

ହେବ କଣ କହିବାକୁ ନା କିଏ କିଛି ଅଭିଯୋଗ କରି ପାରିବ?ପୁଣି ଆଉ ଗୋଟେ କଥା ଟଙ୍କା ତ ଲୋକ ମାନଙ୍କୁ ମାର୍କେଟ ରେ ସୁଧରେ ଦେଉଥିଲେ ହେଲେ ଟଙ୍କା ଆଦାୟ କରିବାର ତରିକା ବହୁତ ଅଲଗା ଥିଲା।ଧମକ ଏମିତି ଦେଉଥିଲେ ଲୋକ ମାନଙ୍କୁ ଯେ ଲୋକମାନେ ପ୍ରାୟ ଡ଼ରିଯାଉଥିଲେ।

ଯାହା ବି ପରିସ୍ଥିତି ହଉ ନେଇଥିବା ଟଙ୍କା କୁ ଲୋକେ ସଠିକ ସମୟରେ ଫେରାଇ ଦେଉଥିଲେ।ଦର୍ଶକ ବନ୍ଧୁ ଏଠି ଆଉ ଗୋଟେ କଥା ମଧ୍ୟ ଅଛି,ଦେଖନ୍ତୁ ଏହି ଠକର ଟଙ୍କା କମେଇବାର ପ୍ରଣାଳୀ।ଯାହା ତ ବଡ଼ ବଡ଼ ଲୋକଙ୍କୁ ଘରକୁ ଡାକି ବେଡ଼ ରୁମ କୁ ନେଇ ତାଙ୍କ ସହ ଶାରୀରିକ ସଂପର୍କ ରଖି ତାଙ୍କୁ ଫଶାଇ ପଇସା ରୋଜଗାର କରୁଥିଲେ

କରୁଥିଲେ କିନ୍ତୁ ତାପରେ ମଧ୍ୟ ସେ ଏମିତି କିଛି ଲୋକଙ୍କୁ ଫସାଉଥିଲେ ଯେଉଁମାନେ ପରବର୍ତ୍ତୀ ସମୟରେ ମୁହଁ ଖୋଲିବାକୁ ଡରୁଥିଲେ।ଯେଉଁମାନେ ମାର୍କେଟ ରେ ପଇସା ଲଗାନ୍ତୁ ସେମାନଙ୍କୁ ଫଶାଇ ସେମାନଙ୍କ ଠାରୁ ଟଙ୍କା ଋଣ ରେ ଆଣନ୍ତି ଆଉ ବଡ ଆକାରରେ ଆଣନ୍ତି ଆଉ ସେମାନଙ୍କୁ ଟଙ୍କା ଫେରାନ୍ତି ନାହିଁ।

Leave a Reply

Your email address will not be published. Required fields are marked *