Sunitaa ବାପା କହିଲେ ଦିଅର ଚାହୁଁଥିଲା ସମ୍ପର୍କ ରଖିବାକୁ,କିନ୍ତୁ ମୋ ଝିଅ ମନା କରିଥିଲା କାରଣ…

ବାପା:ଦିଅର ସହିତ ପ୍ରେମ ଭାବ କଲା ଦି ଥର ତିନି ଥର ମୋ ଝିଅକୁ ପ୍ରେମ କରିବାକୁ ଚେଷ୍ଟା କଲା,ବର୍ତ୍ତମାନ ଆଉ ଥରେ ସେ ଆଙ୍ଗୁଠି ଚିପିକି ମାରିଛି। ତଣ୍ଟି ଚିପି ମାରିଛନ୍ତି।ତଣ୍ଟି ଚିପି ବେକ ଧରିକି ମାରିଛନ୍ତି।ଖବର ପାଇଲୁ କଣ ନା ସେ ଦିନ ଯାକ,୮ ଦିନ ପୂର୍ବରୁ କହିଛି ବୋହୁଲ ମୋ ପାଇଁ ବିରି,ଚାଉଳ ଆମ୍ବିଲ ଗଣ୍ଡିଏ ଯାହା ଅଛି ଦିଆ ନିଆ କରିବୁ।

ନା କଣ ହେଇଛି,ଝିଅ ୪ ମାସ ହେଲା ଖାଇ ହଉନି ଝିଅ ୪ ମାସ ହେବ ଣ୍ଟ ହେଇଛି।ତା ପରେ ମୁଁ ଏକଥା ଶୁଣିଲି ଆଉ ଖୁସି ଟିକେ ହେଲି,ଏଇ ଭିତରେ ଆମେ କଥା ହେବା ଦି ଦିନ ହେଇନି ବୁଢ଼ା ଗଲା ଘରକୁ,ତା ଶଶୁର ଆଇଲା,ଆଇଲା ଯେ ଝିଅ ୪ ଦିନ ରହିନି ତା ପୁଅ ତାକୁ ବାଡ଼େଇକି ତଡ଼ି ଦେଲା

ହଁ ଝିଅର ଦିଅର।ସେ ବାଡ଼େଇଲା ତାକୁ,କଣ କଥାବାର୍ତ୍ତା ହୋଇଥିବେ ଗଣ୍ଡୋଗଳ କରିଥିବେ।ତାପରେ ବୁଢ଼ା ପଳେଇଲା।ଏମାନେ ୨୦ ତାରିଖ ରାତି ସନ୍ଧ୍ୟା ୭:୩୦,୬ ଟା ଭିତରେ ଏମାନେ କଣ ହେଲେ କଣ ନାହିଁ ଏମାନେ ମୋ ସ୍ତ୍ରୀ କୁ କଲ କରିଥିଲେ।ମୋ ସ୍ତ୍ରୀ କୁ କହିଲା ବୋଉ ନା ତୁ କଣ କରିବୁ

ନା ମୁଁ ପିଠା କରିଛି ତୁ ରୁଟି କରିବୁ। ନା ୪ ଖଣ୍ଡ ରୁଟି କରିବି ଆଉ।ଏତିକି କହି ଝିଅ କଲ କାଟିଦେଲା।ଆଉ ୫,୧୦ ମିନିଟ ପରେ ଜ୍ବାଇଁ କଲ କରିଲା ଆଉ କହିଲା ବୋଉଲୋ ଟିଟି ମରିଗଲା।ହେଇରେ ପୁଅ କଣ ହେଲା,ଟିଟି ମରିଗଲା,କେମିତି କଣ ହେଲା?ନା ମୁଁ ଆଉ ଦେଖିନି କିଏ ଧଡା ଦେଇ ଦେଇଛି

ସେ ମରି ଯାଇଛି।ସେପଟେ କେମିତି ଯିବି, ନା ମୁଁ ଗଳିକି ଯାଇକି ଫିଟେଇଲି।ଭିତରେ ମରିଲା କେମିତି,ନା ମୁଁ ଆଉ ଦେଖିନି କିଏ କଣ କରିଛି,ଜ୍ବାଇଁ କହିଲା।ଯାଇଥିଲା କଣ ଖାଇବ ଝିଅ ବୋଲି ତା ପାଇଁ ଆଣିବା ପାଇଁ।ଆଉ ଏମିତି ଭଲ ଲାଗୁନି ସେଥିପାଇଁ ସେ ବାହାରକୁ ଯାଇଥିଲା କଣ ଆଣିବା ପାଇଁ।

ସେ ନାଇଁ ନାଇଁ କରୁଥିଲା ଅମାନିଆ ହେଇକି ଆଣିଲା, ଆଣିଲା ପରେ ଦେଖିଲା ଝିଅ ମରିକି ପଡ଼ିଛି।ଦିଅର ସହିତ ପ୍ରେମ ଭାବ କଲା,ଦି ଥର ତିନି ଥର ମୋ ଝିଅକୁ ଜବରଦସ୍ତି କରିକି ଧରିଲା ରେପ କରିବାକୁ ଆଉ ବର୍ତ୍ତମାନ ଆଉ ଥରେ ସେମିତି ଜବରଦସ୍ତି କରିକି ମାରିଛି ତାକୁ।

Leave a Reply

Your email address will not be published. Required fields are marked *