ପବିତ୍ର ବାହୁଡ଼ା (BAHUDA) ଯାତ୍ରା ପରେ ଏହି ସବୁ ରାଶିର ଲୋକଙ୍କ ଭାଗ୍ୟ ବଦଳିବ…

ମାତା ଲକ୍ଷ୍ମୀଙ୍କୁ ପୂଜା କର ସବୁ ଦୁଃଖ ହେବ ଦୂର। ସର୍ବଦା ଗୋମାତାଙ୍କ ସେବା କର। ଆପଣମାନେ କୌଣସି ବି ବଡ କାର୍ଯ୍ୟ କରିବାକୁ ଯାଉଥିଲେ ସେଥିରେ ସଫଳ ହେବେ।ଆପଣଙ୍କୁ ମାନସିକ ଶାନ୍ତିର ଅନୁଭବ ହେବ।ବେପାର ବାଣିଜ୍ୟ କ୍ଷେତ୍ରରେ ବହୁତ ଭଲ ହେବ।ବେରୋଜଗାର ଲୋକଙ୍କ ପାଇଁ ଭଲ ରୋଜଗାର କରିବାର ସୁଯୋଗ ମିଳିବ।ଭଗବାନଙ୍କୁ ସ୍ୱଚ୍ଛ ମନରେ ପ୍ରାର୍ଥନା କର ସବୁ ଦୁଃଖ ହେବ ଦୂର।

କନ୍ୟା ରାଶି: ମାଆ ଲକ୍ଷ୍ମୀଙ୍କୁ ପ୍ରାର୍ଥନା କର। ସର୍ବଦା ଘର ସଠିକ ସମୟରେ ଓଳାଅ। ଗୋମାତାଙ୍କ ସେବା କର ସବୁ ଦୁଃଖ ହେବ ଦୂର। ମାଆଙ୍କ କୃପା ହେଲେ ଆପଣଙ୍କର ଯାହା ଭଲ କାମରେ ଇଛା ହେବ ଆପଣ ତାହା କରିପାରିବେ।କେବଳ ଆପଣ ଧର୍ଯ୍ୟ ରଖନ୍ତୁ।କାରଣ ଆପଣଙ୍କର ବସିବା ଜାଗାରେ ପରିବର୍ତ୍ତନ ହୋଇପାରେ।ଜୀବନ ସଂଯୋଗରେ ସଫଳତା ଏବଂ ସିଦ୍ଧି ଆପଣ ପ୍ରାପ୍ତ କରିବେ।ବିଶେଷ ରୂପେ ଆପଣଙ୍କର ବିପରୀତ ଲୋକ ଆପଣଙ୍କ ଜୀବନରେ ଛାଇ ରହିବେ।ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଆପଣଙ୍କର ଭଲ ରହିବ।

ତୁଳା ରାଶି: ମା’ଙ୍କୁ ପ୍ରାର୍ଥନା କର ସବୁ ଦୁଃଖ ହେବ ଦୂର।ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ସବୁଠାରୁ ଅଧିକ ଲାଗି ରହିବ।ଶାରୀରିକ ଏବଂ ମାନସିକ ଶାନ୍ତି ମିଳିବ ଯାହାଫଳରେ ଆପଣଙ୍କ ମନ ପ୍ରସନ୍ନ ରହିବ। ମାଆଙ୍କୁ ପୂଜା କର ସବୁ ଖୁସି ଆପଣ ପାଇବେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମ ଜପ, ମା ସୁଭଦ୍ରାଙ୍କ ନାମ ଜପ, ମହାପ୍ରଭୁ ବଳଭଦ୍ରଙ୍କ ନାମ ଜପ।

ସିଂହ ରାଶି: ମା ଲକ୍ଷ୍ମୀଙ୍କୁ ପ୍ରାର୍ଥନା କର ଜୀବନର ସବୁ ଦୁଃଖ ହେବ ଦୂର।ମାତା ଲକ୍ଷ୍ମୀଙ୍କର କୃପା ଅସୀମ ରୂପରେ ଲାଗି ରହିିବ। ଯାହାଫଳରେ ଧନ ଦୌଲତ ବଢିବ।ବିଦ୍ୟାର୍ଥୀ ମାନଙ୍କର ପାଠରେ ମନ ଲାଗିରହିବ।ଆପଣଙ୍କ ଜୀବନରୁ ପାରିବାରିକ କଳହ ଏବଂ କଷ୍ଟ ସବୁ ଦୂର ହେବ।

ମେଷ ରାଶି:କେବଳ ଭଗବାନଙ୍କୁ ଡାକ ସବୁ ଦୁଃଖ କଷ୍ଟ ହେବ ଦୂର। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମାତା ସୁଭଦ୍ରା, ମହାପ୍ରଭୁ ବଳଭଦ୍ରଙ୍କୁ , ପ୍ରଭୁ ସୁଦର୍ଶନଙ୍କୁ ପ୍ରାର୍ଥନା କର ତାଙ୍କ ନାମ ଜପ ଦୁଃଖ କଷ୍ଟରୁ ମିଳିବ ମୁକ୍ତି ଏବଂ ପାଇବେ ସୁଖଶାନ୍ତି।ପ୍ରତ୍ୟେକ ଦିନରେ ହେବାକୁ ଥିବା ବ୍ୟବଧାନ ଏବେ ଦୂର ହେବ।

କାର୍ଯ୍ୟ ସ୍ଥଳରେ ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତ ହେବ।ଏହା ସହିତ ଆପଣ କାର୍ଯ୍ୟ କ୍ଷେତରେ ସଫଳତା ହେବେ।ବ୍ୟାପାର କ୍ଷେତ୍ରରେ ବହୁତ ଭଲ ଏବଂ ଆପଣ ନିର୍ଣ୍ଣୟ ନେବାରେ ସଫଳ ହେବେ।ଏବଂ ଆପଣ ଭାବିଚିନ୍ତି ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ଲାଭ କରିବେ।ଆପଣଙ୍କର ବାକି ରହିଥିବା ସବୁ କାମ ପୂର୍ଣ୍ଣ ହେବ।

କର୍କଟ ରାଶି: ଭଗବାନଙ୍କୁ ପ୍ରାର୍ଥନା କର। ମହାଦେବଙ୍କୁ ପୂଜା କର,ତାଙ୍କ ଆରଧନା କର ,ପ୍ରଭୁଙ୍କ ନାମ ଜପ ସବୁ ଦୁଃଖ କଷ୍ଟ ହେବ ଦୂର। ଆପଣଙ୍କ ଆଗାମୀ ଦିନ ସୁଖମୟ ହେବ। ସନ୍ତାନ ସୁଖ ପ୍ରାପ୍ତ ହେବେ।

କୁମ୍ଭ ରାଶି: ଭଗବାନଙ୍କୁ ଡାକନ୍ତୁ ତାଙ୍କୁ ପ୍ରାର୍ଥନା କରନ୍ତୁ ସବୁ ଦିନ ସ୍ୱଚ୍ଛ ମନରେ ସବୁ ଦୁଃଖ ହେବ ଦୂର। ଆପଣ ଧନ ସଞ୍ଚୟ କରିବାରେ ସଫଳ ହୋଇପାରନ୍ତି।ଆପଣଙ୍କର ଧନ ଦୌଲତରେ ଲାଭ ଦେଖିବାକୁ ମିଳିବ।ଆପଣଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଯୋଜନା ସବୁ ସଫଳତା ହେବାକୁ ଯାଉଛି।ଜୀବନ ଖୁସି ପୂର୍ଣ୍ଣ ହେବ।ପୁରୁଣା ଶାରୀରିକ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ।ବିଦ୍ୟାର୍ଥୀ ମାନଙ୍କର ପାଠ ପଢ଼ାରେ ମନ ଲାଗିପାରେ।ବିଦେଶରୁ ଖୁସି ଖବର ମିଳିବାର ଆପଣଙ୍କୁ ସମ୍ଭାବନା ରହୁଚି।

Leave a Reply

Your email address will not be published. Required fields are marked *