ସାଙ୍ଘାତିକ ରୋଗରୁ ବଞ୍ଚାଇବ ପିଆଜର ଏକ ଖଣ୍ତ, କରନ୍ତୁ ଏହି ଉପାୟ

ପିଆଜରେ ବହୁତ ଗୁଣ ମହଜୁଦ୍ ହୋଇଥାଏ , ଯାହାକି ଆପଣଙ୍କୁ ବହୁତ ରୋଗରୁ ଦୁର କରିଥାଏ , ମାନେ ପିଆଜ ଏହି କଥାକୁ ଅପେକ୍ଷା କରିପାରନ୍ତି ନାହିଁ କି ଆପଣ ରୋଗାଗ୍ରସ୍ତ ହୋଇଛନ୍ତି , ତେବେ ଆପଣଙ୍କ କାମରେ ଆସୁ, ହଁ ଆଜ୍ଞା ପିଆଜ ଆପଣଙ୍କୁ ରୋଗରୁ ବଞ୍ଚାଇବାରେ କାମ କରିଥାଏ,  ଯଦି ଆପଣ ପିଆଜ ଖାଆନ୍ତି ନାହିଁ , ତେବେ କିଛି କଥା ନୁହେଁ , ଖାଲି ଆମ ଦ୍ୱାରା କୁହାଯାଉଥିବା ଜାଗାରେ ଯଦି ରଖିବେ ତେବେ ଭରପୁର୍ ଫାଇଦା ହେବ , ଏଥିରେ ଆପଣ ସୁସ୍ଥ୍ୟ ହୋଇପାରିବେ ।ଆପଣ ବହୁତଥର ଶୁଣିଥିବେ କି ଖରା ଦିନରେ ପିଆଜକୁ ବହୁତ ଖାଇବା ଉଚିତ୍ , ଏହାକୁ ଖାଇଲେ ଆପଣଙ୍କୁ ଗରମ ଲାଗିବ ନାହିଁ , ଏମିତିରେ ଆପଣ ଭାବନ୍ତୁ ଗୋଟେ ପିଆଜ ଖାଇଲେ ଗରମ ହୁଏ ନାହିଂ ତେବେ ଯଦି ଏକ ଛୋଟ ଉପାୟ କରାଯାଏ ତେବେ ଆପଣ କେତେ ଫାଇଦା ପାଇପାରିବେ , ଡାକ୍ତର ବି ପିଆଜ ଖାଇବାକୁ ଉପଦେଶ ଦିଅନ୍ତି । ତେବେ ଆମେ କହୁଛୁ ଆପଣଙ୍କୁ କଣ କରିବାକୁ ହେବ ।

କହିଦେବୁ କି ରାତିରେ ଶୋଇବା ପୁର୍ବରୁ ଆପଣଙ୍କ ସକ୍ସରେ ଏକ ପିଆଜ ଖଣ୍ତ ରଖିବାକୁ ହେବ , ଏହା ଆପଣଙ୍କୁ ଫାଈଦା ଦେବ , କିଛି ଲୋକ ଏହାକୁ ବେକାର ଭାବନ୍ତି , କହିଦେବୁ କି ପିଆଜ ବାତାବରଣକୁ ଶୁଦ୍ଧ କରିବାରେ ସାହାଯ୍ୟ କରିଥାଏ, ତେବେ ଆସନ୍ତୁ ଜାଣିବା ଏହାର ଫାଈଦା କଣ କଣ ଆଉ ଅଛି ।

୧) ପିଆଜରେ ଫସ୍କୋରିକ୍ ଏସିଡ୍ ହୋଇଥାଏ, ଯାହା ଆପଣଙ୍କ ରକ୍ତକୁ ସଫା ରଖେ,  ପିଆଜ ଆପଣ ରକ୍ତକୁ ପୁରା ଶୁଦ୍ଧ ଓ ସଫା ରଖେ,  ଏମିତିରେ ଆପଣ ସକ୍ସରେ ପିଆଜ ରଖିଲେ ଆପଣଙ୍କ ରକ୍ତ ସଫା ରହିବ ।

୨) ପିଆଜର ଏକ ଛୋଟ ଖଣ୍ତ ପାଦରୁ ଦୁର୍ଗନ୍ଧ ଦୁର କରେ,  ଏହା ସହ କେମିକାଲ୍ ଓ ଟକ୍ସିନସ୍ ଦୁର କରିଥାଏ, ଏହା ଆପଣଙ୍କ ପାଦରୁ କିଟାଣୁ ବଞ୍ଚାଇବାରେ ଦୁର କରେ , ତାହା ସହ ପାଦ ସଫା ରଖିଥାଏ ।

୩) ରାତି ସାରା ଯଦି ରୁମରେ ରହିବ ତେବେ ଆପଣଙ୍କୁ ଏଥିରେ ଭଲ ନିଦ ଆସିବ , କାରଣ ଏଥିରେ ମହଜୁଦ୍ ଗୁଣ ବାୟୁକୁ ଶୁଦ୍ଧ କରିଥାଏ, ଯାହାର କାରଣରୁ ଆପଣଙ୍କୁ କେଉଁ ରୋଗ ହେବ ନାହିଁ , ମୁଣ୍ତ ବିନ୍ଦା ବି ହେବ ନାହିଁ ।

୪) ଏହା ହୃଦରୋଗରୁ ବି ରକ୍ଷା କରିଥାଏ , ଏମିତିରେ ଆପଣଙ୍କୁ ସବୁଦିନ ରାତିରେ ସକ୍ସରେ ଏକ ପିଆଜର ଖଣ୍ତ ରଖିବା ଉଚିତ୍ , ଯାହାଦ୍ୱାରା ନାନାପ୍ରକାରର ରୋଗରୁ ନିଜେ ରକ୍ଷା କରିପାରିବେ

Leave a Reply

Your email address will not be published. Required fields are marked *