ଯେବେ ବର୍ଷା ରାତିରେ ଭଗବାନ Shiva ଆକାଶରୁ ଦର୍ଶନ ଦେଲେ,ଲୋକମାନେ ଦେଖିକି ହେଇଗଲେ ଆଶ୍ଚର୍ଯ୍ୟ

ସାଙ୍ଗମାନେ ମହାକାଳ କୁହନ୍ତି ଉଦାସ ହୁଅନାହିଁ ମୁଁ ତୁମ ସହିତ ଅଛି ଓ ତୁମ ବିଶ୍ୱାସରେ ଅଛି।ସାଙ୍ଗମାନେ ଯେତେବେଳେ ଧର୍ମ ସହିତ ଜଡିତ ଏହି ପ୍ରଶ୍ନ ପଚାରାଯାଇଥାଏ ଯେ କଣ ଆପଣ ଭଗବାନଙ୍କୁ ଦେଖିଛନ୍ତି?ଏହାର ଲୋକ ଡରି ଜବାବ ଦେଇଥାନ୍ତି ହଁ ଆମେ ଭଗବାନଙ୍କୁ ଦେଖିଛୁ।ପ୍ରାୟତଃ ସାମ୍ନା ଵାଲା ହସି ହସି ଚାଲିଯାଇଥାଏ।କିନ୍ତୁ ଏହି ଘଟଣା ଜାଣିବା ପରେ ଆପଣ କହିବେ ହଁ ମୁ ସତରେ ଭଗବାନ ଶିବଙ୍କୁ ଦେଖିଚି।କିପରି କଳିଯୁଗରେ ଭଗବାନ ଶିବ ନିଜର ଅସ୍ତିତ୍ୱ ଦେଖାଇଥିଲେ।କିପରି ସବୁ ନାସ୍ତିକଙ୍କୁ ଭଗବାନ ଶିବ ଆସ୍ତିକ ବନାଇଦେଲେ।

ଏହାକୁ ପଢିବା ପରେ ଯିଏ ବି ଭଗବାନଙ୍କୁ ମାନେ ନାହିଁ ସେ ମଧ୍ୟ ଭଗବାନଙ୍କ ଆଗରେ ନତମସ୍ତକ ହୋଇଯିବ।ଏଥିରେ ଆପଣ ଜାଣିବେ ଯେ ସାକ୍ଷାତ ମହାଦେବ ଶିବ କିପରି କଳିଯୁଗରେ ଦର୍ଶନ ଦେଇ ନିଜ ଭକ୍ତଙ୍କୁ ଆଶ୍ଚର୍ଯ୍ୟ ହେବାରେ ମଜବୁର କରିଦେଇଥିଲେ।ଏହି ଘଟଣା ଭୋପାଳର ଅଟେ।ଭୋପାଳର ସେହି ରାତିର ଘଟଣା ଯେତେବେଳେ ପାଗ ବହୁତ ଭଲ ଥିଲା।

ଆକାଶ ଖୁସିରେ ନାଚୁଥିଲା ଶୀତଳ ପବନ ବହୁଥିଲା ଓ ସମଗ୍ର ଆକାଶ ବିଭିନ୍ନ ରଙ୍ଗରେ ରଙ୍ଗେଇ ଯାଇଥିଲା।ସେହି ସମୟରେ ଏକ କାର ଚାଳକ ନିଜର ମୋବାଇଲ କାଢ଼ିଲେ ଓ ଆକାଶ ଆଡ଼କୁ କରିଦେଲେ ବୋଧେ ଏହା ତାଙ୍କ ଭାଗ୍ୟରେ ଲେଖାଥିଲାଯେ ସେ ଆଜି ସାକ୍ଷାତ ଭଗବାନ ଶିବଙ୍କ ଦର୍ଶନ କରିବେ।ସେତେବେଳେ ପାଗ ଅନ୍ଧାର ହୋଇଯାଇଥିଲା ଓ ସେହି ସମୟରେ ବିଜୁଳି ବହୁତ ଜୋରରେ ମାରିଲା।

ସାଙ୍ଗମାନେ ସେହି ବିଜୁଳିରେ ଦେଖା ଯାଇଥିଲା ଭଗବାନ ଶିବଙ୍କ ଆକୃତି ଯାହା ସବୁ ବ୍ୟକ୍ତିଙ୍କୁ ଏହା ବିଶ୍ୱାସ କରିବାରେ ମଜବୁର କରିଦେଇଥିଲେ ଯେ ଭଗବାନ ଅଛନ୍ତି।ଏହା ଖାଲି କାହାଣୀରେ ନାହିଁ ଏହା ବାସ୍ତବ ଅଟେ।ଯାହାକୁ ଆମେ ଭଗବାନଙ୍କ ନାମ ଦେଇଛେ।ଯେତେବେଳେ ସେହି କାର ଚାଳକ ଏହି ଭିଡିଓ କରୁଥିଲେ ବୋଧେ ତାଙ୍କୁ ଜଣା ନଥିଲା ଆଜି ତାଙ୍କର ଭାଗ୍ୟ ଖୋଲିଯିବ।ଚାରିପଟେ ଅନ୍ଧକାର ନଜର ଆସୁଥିଲା

ତେବେ ଅଚାନକ ଆକାଶରୁ ବିଜୁଳି ମାଡ ହେଉଥିଲା ତ ସେହି ବିଜୁଳିରେ ଦେଖାଗଲା ଭଗବାନ ଶିବଙ୍କ ଆକୃତି।ଏହାକୁ ଆପଣ କୌଣସି ସଂଯୋଗ ଭାବିପାରନ୍ତି କିମ୍ବା ଭଗବାନଙ୍କ ଚମତ୍କାର।କିନ୍ତୁ ମହାଦେବଙ୍କ ଭକ୍ତ ଏହାକୁ ଚମତ୍କାର ଭାବିଥାନ୍ତି।ବୈଜ୍ଞାନିକ ଦୃଷ୍ଟି କୋଣରୁ ଏହା ସମ୍ଭବ ନୁହେଁ ବିଜୁଳି କିପରି ଭଗବାନଙ୍କ ଆକୃତି କରିପାରିବ।ଆପଣ ପିଲାବେଳେ ଦେଖିଥିବେ ଯେ ଯେତେବେଳେ ବିଜୁଳି ମାରିଥାଏ ସେତେବେଳେ ସେ ବଙ୍କାଢଙ୍କା ଆକୃତି କରିଥାଏ।କିନ୍ତୁ ଏହା କିପରି ସମ୍ଭବ ବିଜୁଳି ସାକ୍ଷାତ ଭଗବାନ ଶିଵଙ୍କ ଆକୃତି କରିଦେବ ସେହି ବିଜୁଳିରେ ସଫା ଭାବରେ ଭଗବାନ ନିଜର ଜଟ ବିସ୍ତାର କରି ବସିଥିବା ଆକାରରେ ଦେଖାଯାଉଥିଲେ।

Leave a Reply

Your email address will not be published. Required fields are marked *