ସ୍କୁଲ୍ ବସ୍ ର ରଙ୍ଗ ହଳଦିଆ କଣପାଇଁ ହୋଇଥାଏ ? ଜାଣନ୍ତୁ ଏହାର ଅସଲ କାରଣ – କାହିଁକି ସବୁ ସ୍କୁଲ ବସ ହଳଦିଆ ହେଇଥାଏ

କଣ ଆପଣ କେବେ ଧ୍ୟାନ ଦେଇଛନ୍ତି କି ସ୍କୁଲ୍ ବସର ରଙ୍ଗ କଣପାଇଁ ହଳଦିଆ ରଙ୍ଗର ହୋଇଥାଏ , କଣ ଏହାର ପଛରେ ବୈଜ୍ଞାନିକ କାରଣ ଲୁଚି ରହିଛି, ଆସନ୍ତୁ ଏହି ଲେଖ ମାଧ୍ୟମରେ ଅଧ୍ୟୟନ କରିବା , ଆପଣ ଧ୍ୟାନ ଦେଇଥିବେ କି ସବୁ ସ୍କୁଲର ବସରେ ନିଜ ସ୍କୁଲର ନାଁ ହୋଇଥାଏ,  ଓ ଏହି ବସ୍ ହଳଦିଆ ରଙ୍ଗର ହୋଇଥାଏ , ରଙ୍ଗର ଅଲଗା ମହତ୍ତ୍ୱ୍ ଅଛି, ଯଦି ଆମେ ଦେଖିବା ଟ୍ରାଫିକ୍ ଲାଇଟ୍ ରେ ଅଲଗା ଅଲଗା ରଙ୍ଗର ଲାଇଟ୍ ଲଗାଯାଏ , ଯାହାର ସାହାଯ୍ୟରେ ଟ୍ରାଫିକ୍ କୁ ନିୟନ୍ତ୍ରଣ କରାଯାଇଥାଏ , ଠିକ୍ ସେହିପରି ସ୍କୁଲ ବସରେ ଏକ ରଙ୍ଗ ଦିଆଯାଏ , ଓ ସେ ହେଲା ହଳଦିଆ ।

ଏହା ସବୁ ଜାଣିଛେ କି ଧଳା ଲାଇଟ୍ ବିଭିନ୍ନ ଘଟକ ମଧ୍ୟରେ ଲାଲ୍ ରଙ୍ଗ ଅଧିକାଂଶ୍ ତରଙ୍ଗ ଧୈର୍ଯ୍ୟ (ୱେଭ୍ ଲେନ୍ଥ ୬୫୦ ଏନ୍ ଏମ୍) ହୋଇଥାଏ, ଓ ଏଥିପାଇଁ ସହଜରେ ବ୍ୟାପିନଥାଏ, ଓ ଦୁରରୁ ସ୍ପଷ୍ଟ ଦେଖାଯାଏ , ଲାଲ୍ ରଙ୍ଗ୍ ସାଧାରଣତଃ ସାବଧାନୀ ସହ ଯୋଡାଯାଈଛି, ଏଥିପାଇଁ ସ୍କୁଲ୍ ବସ୍ କଲର୍ କରିବାପାଇଁ ଭଲ ବିକଳ୍ପ ହୋଇନଥିବ , ଏବେ ଏହି ପ୍ରଶ୍ନ ଆସେ କି ସ୍କୁଲ୍ ବସ୍ ଲାଲ୍ ରଙ୍ଗକରିବା ପରିବର୍ତ୍ତେ ହଳଦିଆ ରଙ୍ଗ କଣ ପାଇଁ କରଯାଏ ।

ସ୍କୁଲ୍ ବସ୍ କୁ ହଳଦିଆ ରଙ୍ଗ କରାଯାଏ ଏଥିପାଇଁ କି ଏହା ଜଲଦି ଆକର୍ଷିତକରିଥାଏ, ସାଧାରଣତଃ ଦୈନଦିନ ଜୀବନରେ ଅନେକ ରଙ୍ଗ ମଧ୍ୟରେ ଆମେ ହଳଦିଆ ରଙ୍ଗକୁ ବେଶୀ ଆକର୍ଷିତ ହେଇଥାଉ, ଏହି ରଙ୍ଗକୁ ନେଶନ୍ୟାଲ୍ ସ୍କୁଲ୍ ବସ୍ କ୍ରୋମ୍ ୟେଲୋ କହନ୍ତି । ହଳଦିଆ ରଙ୍ଗ ଏମିତି ଏକ ରଙ୍ଗ ଅଟେ ଯାହା ସହଜରେ ଦୁରରୁ ଦେଖାଯାଏ , ବର୍ଷା,କୁହୁଡି ଦିନରେ ଆମେ ସହଜରେ ଦେଖିପାରୁ, ଏତିକି ନୁହେଁ ବହୁତ ସାରା ରଙ୍ଗ ସହ ହଳଦିଆ ରଙ୍ଗ ଅଧିକା ଧ୍ୟାନ ଆକର୍ଷିତ କରାଏ , ବୈଜ୍ଞାନିକଙ୍କ ଅନୁସାରେ ହଳଦିଆ ରଙ୍ଗ Lateral peripheral vision ଲାଲ୍ ରଙ୍ଗ ତୁଳନାରେ ୧,୨୪ ଗୁଣା ଅଧିକା ହୋଇଥାଏ, ଏହାର ମତଲବ ଏହା କି ବାକି ରଙ୍ଗ ତୁଳନାରେ ହଳଦିଆ ରଙ୍ଗ ୧,୨୪ ଗୁଣା ଅଧିକା ଆକର୍ଷୀତ ହୋଇଥାଏ , ଅନ୍ୟ କେଉଁ ରଙ୍ଗ ତୁଳନାରେ ଆଖିକୁ ଜଲଦି ଦେଖାଯାଏ,  ସେମିତି ଆପଣ ସିଧା ନ ଦେଖନ୍ତୁ କିନ୍ତୁ ସହଜରେ ହଳଦିଆ ରଙ୍ଗକୁ ଦେଖିପାରିବେ ।

ଏଥିପାଇଁ ସ୍କୁଲ୍ ବସ୍ ହଳଦିଆ ରଙ୍ଗରେ ରଙ୍ଗେଇଦିଆଯାଏ , ଯାହାଦ୍ୱାରା ହାଇୱେ ଉପରେ ଆକ୍ସିଡେଣ୍ଟରୁ ସଂମ୍ଭାବନା କମ୍ ହୋଇପାରିବ,  ଯାହାଦ୍ୱାରା ପିଲାମାନେ ନିରାପଦରେ ଘରେ ପହଞ୍ଚିପାରିବେ,  କଣ ଆପଣ ଜାଣିଛନ୍ତି ସବୁଠାରୁ ପ୍ରଥମେ ଆମେରିକାରେ ୧୯୩୦ ମସିହା ବେଳକୁ ଏହି କଥାର ପୃଷ୍ଟି କରାଯାଇଥିଲା କି ଅନ୍ୟ ରଙ୍ଗ ତୁଳନାରେ ହଳଦିଆ ରଙ୍ଗ ଅଧିକା ଆକର୍ଷଣ ହୋଇଥାଏ, କିଛି ସଙ୍କେତିକ ବୋର୍ଡ ବି ହଳଦିଆ ରଙ୍ଗର ହୋଇଥାଏ ।

ଉଚ୍ଚ ନ୍ୟାୟାଳୟର ସ୍କୁଲକୁ ନେଇ ଗାଇଡ୍ ଲାଇନ୍-

ଉଚ୍ଚ ନ୍ୟାୟାଳୟ ୨୦୧୨ ରେ ସ୍କୁଲର ପରିବର୍ତ୍ତନ ପାଈଁ କିଛି ଗାଈଡ୍ ଲାଇନ୍ ଜାରି କରିଥିଲେ ।

ସ୍କୁଲର ବସରେ ସ୍କୁଲର ନାଁ ଥିବ , ପ୍ରଧାନଶିକ୍ଷକ ବା ଡିନ୍ ଙ୍କ ମୋବାଇଲ୍ ନମ୍ବର ହେବା ଦରକାର, ପ୍ରାଥମିକ ଉପଚାର ବସରେ ଉପଲ୍ଲବ୍ଧ ହେଇଥିବ,  ବସରେ ସ୍ପିଡ୍ ଗଭର୍ଣ୍ଣର ହେବା ଦରକାର, ଯାହାଦ୍ୱାରା ବସ୍ ର ଗତି ନିର୍ଦ୍ଧାରିତ କରିହେବ , ସ୍କୁଲର ବସ୍ ଡ୍ରାଇଭରଙ୍କ ଭେରିଫିକେସନ୍ ହେବା ଜରୁରୀ , ତେବେ ଆପଣଙ୍କୁ ଜଣାପଡିଯାଇଥିବ କି ଅଧିକାଂଶ ସ୍କୁଲ୍ ବସରେ ହଳଦିଆ ରଙ୍ଗ କଣ ପାଇଁ ଲଗାଯାଏ ।

Leave a Reply

Your email address will not be published. Required fields are marked *