ଯେଉଁ ମେସିନ୍ ଜାପାନରେ ୬୦-୭୦ ଲକ୍ଷରେ ଦେଇଥାଏ , ଏହି ବ୍ୟକ୍ତି ତାକୁ ମାତ୍ର ୯୦ ହଜାରରେ ତିଆରି କରିଦେଲେ – ଜାଣିଲେ ଆପଣଙ୍କୁ ମଧ୍ୟ ଗର୍ବ ଆସିବ

ଭାରତରେ କିଛି ଏମିତି ଦିମାଗ୍ ଅଛି ଯଦି ଆପଣ ତାକୁ ଥରେ ମେସିନ୍ ଖୋଲିକରି ଦେଖାଇଦେବେ ତେବେ ମେସିନ୍ ନିଜେ ତିଆରି କରି ବିକ୍ରି କରିଦେବେ , ଏହି ପରି ବହୁତ ଦିମାଗ୍ ଅଛି ଏହି ଦେଶରେ ଓ ଏମିତି ଦିମାଗ ଭାରତର ଉଲ୍ଲାସ ନଗର ଏରିଆରେ ସବୁଠାରୁ ଅଧିକା ରହିଥାନ୍ତି , ଯାହାଙ୍କୁ ଆପଣ ଥରେ କେଉଁ ମେସିନ୍ ଦେଖାଇଦିଅ ସେ ସେଠାରେ ମେସିନ୍ ତିଆରି କରିଦେବେ , ଏବେ କିଛି ଲୋକେ ଏହାକୁ ପରିହାସ କରୁଛନ୍ତି । କିଛି ଲୋକ କହୁଛନ୍ତି କି ଏଥିରେ କଣ ଅଛି ନକଲ ତ କରିବାର ଅଛି କିନ୍ତୁ ସେମାନଙ୍କୁ ମାଲୁମ୍ ନାହିଁ କି ନକଲ କରିବାପାଇଁ ବୁଦ୍ଧିର ଦରକାରପଡେ , ଯଦି ଏହା ସହଜ ହୋଇଥାନ୍ତା ତେବେ ସବୁ କଣ ପାଇଁ କରିପାରୁନାହାନ୍ତି , ଯଦି ଆପଣଙ୍କୁ କିଏ ଏକ ମେସିନ୍ ଖୋଲିକରି ଦେଇଦେଲେ ତେବେ ଆପଣ ଆଉଗୋଟେ ତିଆରି କରିପାରିବେ ଛାଡନ୍ତୁ ଆପଣ ବନେଇବା ତ ଦୁରର କଥା ଆପନ ଖୋଲିଥିବା ପାର୍ଟ୍ସକୁ ବି ଯୋଡିବାରେ ଅସମର୍ଥ ହୋଇଯିବେ , ଉଲ୍ଲାସ ନଗରରେ ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ପାଖରେ ଏମିତି ଦିମାଗ ଅଛି କିମ୍ବା ପଞ୍ଜାବରେ ଲୁଧିଆନା,ଜଳନ୍ଧର ଏରିଆରେ ଏମିତି ଦିମାଗ ଅଛି କିମ୍ବା ଗୁଜୁରାଟର ସୋରାଷ୍ଟ୍ରର ଆଖପାଖରେ ଏମିତି ଦିମାଗ ଅଛି

ଏବେ ଆପଣଙ୍କୁ ଏକ ପ୍ରେରଣାଦାୟକ କଥା କହୁଛୁ, ଭାରତରେ ଏକ ବଡ କମ୍ପାନୀ ଅଛି ଯାହାର ନାଁ ଅଜନ୍ତା ଘଣ୍ଟା, ଯାହା ୧୦୦ ପ୍ରତିଶତ ସ୍ୱଦେଶୀ ଅଟେ, ଥରେ ରାଜୀବ ଭାଇ ତାକୁ ଦେଖିବାକୁ ଗଲେ , ତେବେ କମ୍ପାନୀର ମାଲିକ କହିଲେ ଚାଲନ୍ତୁ ରାଜୀବ ଭାଇ ଆପଣଙ୍କୁ ପୁରା କମ୍ପାନୀ ଦେଖାଉଛି, ଫ୍ୟାକ୍ଟ୍ରି ଦେଖାଇଲା ବେଳେ ରାଜୀବ ଭାଇଙ୍କୁ ଏକ ମେସିନ୍ ପାଖକୁ ନେଇଗଲେ ଯାହାକି ଘଡିର ବ୍ୟାଲାନ୍ସ ସେଟ୍ କରିବାପାଈଁ ପ୍ରୟୋଗରେ ନିଆଯାଉଥିଲା,  ମାଲିକ କହିଲେ କି ଭାଇ ଏହି ମେସିନ୍ କୁ ଧ୍ୟାନରେ ଦେଖନ୍ତୁ , ରାଜୀବ ଭାଇ କହିଲେ ଏଥିରେ କଣ ଏମିତି ଖାସ୍ ଅଛି, ସେ କହିଲେ ଏହା ହେଉଛି ସତ ପ୍ରତିଶତ ୧୦୦ ପ୍ରତିଶତ ସ୍ୱଦେଶୀ ।

ଯେବେ ରାଜୀବ ଭାଇ ଦେଖିଲେ ତେବେ ଆଶ୍ଚର୍ଯ୍ୟ ହୋଇଗଲେ ଏହି ମେସିନ୍ କିପରି ଏକ ବ୍ୟକ୍ତି ବନାଇଛନ୍ତି କାରଣ ପୁରା ଦୁନିଆଁରେ ମେସିନ୍ କେବଳ୍ ଜାପାନରେ ତିଆରି ହୁଏ , କେବେ ପୁର୍ବରୁ ସ୍ୱିଜରଲ୍ୟାଣ୍ତରେ ତିଆରି ହେଉଥିଲା , ଏବେ ସେଠାରେ ହୁଏ ନାହିଁ , ଓ ସେ ମେସିନ୍ ୬୦-୭୦ ଲକ୍ଷର ହୋଇଥାଏ, କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହି ମେସିନ୍ ଏକ ରାଜକୋଟର ମେକାନିକ୍ ବନାଇଥିଲେ, ରାଜୀବ ଭାଇ କହିଲେ କି ସେ ବ୍ୟକ୍ତିଙ୍କ ସହ ସାକ୍ଷାତ କରାନ୍ତୁ , ସେ କହିଲେ ସେ ଏବେ ବାହାରକୁ ଯାଇଛନ୍ତି ଆପଣ ପରେ ତାଙ୍କୁ ଆସି ଦେଖାକରିଦେବେ , ତାପରେ ରାଜୀବ ଭାଇ ପଚାରିଲେ କି ମେସିନ୍ ବନାଇବାରେ କେତେ ଖର୍ଚ୍ଚ ଆସିଲା ତେବେ ମାଲିକ କହିଲେ କି ରାଜୀବ ଭାଇ ଆପଣ ବିଶ୍ୱାସ କରିବେ ନାହିଁ କି ଏହା କେବଲ ୯୦ ହଜାର ଟଙ୍କାରେ ତିଆରି ହୋଇଛି ।

ଯେଉଁ ମେସିନ୍ ଏବେ ପର୍ଯ୍ୟନ୍ତ ଜାପାନରେ ତିଆରି ହେଉଥିଲା ଯେଉଁଥିରେ ଘଡି ବନାଇବାର ସେନ୍ସିଟିଭ୍ କାର୍ଯ୍ୟ କରାଯାଏ, ଆପଣଙ୍କୁ ମାଲୁମ୍ ଥିବ କି ଘଡୀ ଓ କ୍ଲକ୍ ବନାଇବା ଏକ ସୁକ୍ଷ୍ମ କାମ ଅଟେ, ଏହା ‍ସୁକ୍ଷ୍ମ ଜିନିଷ ବନାଇବାପାଇଁ ସେନ୍ସିଟିଭ୍ ମେସିନ୍ କୁ ଦରକାର କରେ , ଆପଣଙ୍କୁ ଏହା ବି ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ସେ ବ୍ୟକ୍ତି ପାଠ ପଢିନାହିଁ କିନ୍ତୁ ତାର ଦିମାଗ ବହୁତ ତେଜ୍ ଅଟେ । ଆମେ ଆଜିକାଲି ମାନୁଛୁ କି ଯାହା ପାଖରେ ଡିଗ୍ରୀ ନାହିଁ ସେ କିଛି କରିପାରିବ ନାହିଁ କିନ୍ତୁ ବିନା ଡିଗ୍ରୀ ବାଲା ବହୁତ ବଡ ଇଞ୍ଜିନିୟର୍ ହୋଇଥାନ୍ତି ଯିଏକି ଆମ ଦେଶରେ ଅଛନ୍ତି

ଏହି ପରି ଗବେଷଣା କରୁଥିବା ଲୋକଙ୍କୁ ଆମେରିକା ଭୟ କରେ କାରଣ ଯଦି ଏହି ପଇ ଲୋକେ ସଂଖ୍ୟା ଗଣିବା ତେବେ ଏତେ ଟେକନିକାଲ୍ ଏକ୍ସପର୍ଟ ଓ ଟେକନିକାଲ୍ ମ୍ୟାନ୍ ପାୱାର୍ ଆମର ପାଖରେ ଅଛନ୍ତି ଯାହାର କଳ୍ପନା କେଉଁ ଦେଶ ବି କରିପାରିବ ନାହିଁ , ଏହା ତ ଆମର ଦେଶର ନେତାଙ୍କ ମୁର୍ଖ ରାଜନୀତି ଓ ନିୟମ ଅଛି, ଯାହା ଏହି ପ୍ରକାରର ଟେକନିକାଲ୍ ଦିମାଗକୁ କିଛି ପ୍ରମୋଶନ୍ ମିଳେନାହିଁ , ଓ ସମାଜରେ ଇଜ୍ଜତ ବୋଲି କିଛି ମିଳିନଥା,ଏ ଅନ୍ୟଥା ଭାରତକୁ ଅସଲି ଟେକନିକ୍ ଦେଲା ବାଲା କ୍ଲାସ୍ ଏଠାରେ ଅଛି, ଏହି କ୍ଲାସ୍ ଚିନ୍ ରେ ବି ଅଛି ଏଥିପାଇଁ ଆମେରିକା ଚିନ୍ କୁ ଭୟ କରେ, ଆମେରିକାକୁ ଭୟ ଅଛି କି ଚିନ୍ ଓ ଭାରତ ଆମକୁ ଆଗରେ କେବେ ଚାଲି ନଯାଆନ୍ତୁ , ଏଥିପାଇଁ ସେ କିଛି ନା କିଛି ଖୁରାପାତି କାର୍ଯ୍ୟ କରେ , ଓ ଭାରତର ପ୍ରତିଭା ସବୁ ବର୍ଷ ନିଜ ଦେଶକୁ ଆଗକୁ ନେଇଯାଏ, ପଇସାର ଶକ୍ତି ହେଉ କିମ୍ବା ପାୱାର ଦ୍ୱାରା ।

Leave a Reply

Your email address will not be published. Required fields are marked *