ବାର୍ ଭିତରୁ ବହାରିଲେ ମାଳ ମାଳ ଯୁବତୀ,ଦେଖିବା ପରେ ଲୋକ କହିଲେ ଏ Gumpha ଭିତରେ କଣ…

ସୋସିଆଲ ମିଡ଼ିଆରେ ଏଇ କେତେଦିନ ହେବ ଏକ ଭିଡ଼ିଓ ଭାଇରାଲ ହୋଇ ସାମ୍ନାକୁ ଆସୁଛି। ଭିଡ଼ିଓରୁ ଆମକୁ ଦେଖିବାକୁ ମିଳୁଛି ଯେ, ଏକ ଡ୍ୟାନ୍ସ ବାର୍ ଭିତରୁ କିଛି ଯୁବତୀ ବାହାରିଛନ୍ତି। ଏହିସବୁ ଯୁବତୀ ଏଠାରେ ଏତେ ରାତି ପର୍ଯ୍ୟନ୍ତ କଣ କରୁଛନ୍ତି ଓ କାହିଁକି ଏମାନେ ଏମିତି ସାମ୍ନାକୁ ଆସୁଛନ୍ତି ତାହା ଏଯାଏଁ ସଠିକ ରୂପରେ ଜଣାପଡ଼ିନାହିଁ।

ଭିଡ଼ିଓ ଭୁବନେଶ୍ୱରର ନୁହେଁ ବରଂ ଭିଡ଼ିଓଟି ମାୟାନଗରୀ ମୁମ୍ବାଇ ସହରର ଅଟେ। ଏଠାରେ ବାନ୍ଦ୍ରା ନିକଟସ୍ଥ ଏକ ଡ଼୍ୟାନ୍ସ ବାର୍ ଭିତରର ବେସମେଣ୍ଟ ଭିତରୁ କିଛି ଯୁବତୀ ବାହାରକୁ ଆସିବାର ନଜର ଆସିଛନ୍ତି। ସେମାନଙ୍କୁ କଣପାଇଁ ଏମିତି ପରିସ୍ଥିତିରେ ଉଦ୍ଧାର କରାଯାଇଛି ଓ କାହିଁକି ଟାଇଲ କଟାଯାଇଛି

ଏଯାବତ ଅସଲ କାହାଣୀ ଜଣାପଡ଼ିନାହିଁ।ଏପଟେ ଭିଡ଼ିଓ ସାମ୍ନାକୁ ଆସିବାପରେ କିଛିଲୋକ ନିଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। କିଛିଲୋକଙ୍କ କହିବାହେଲା, ଏମାନେ ସେକ୍ସ ସ୍କାଣ୍ଡାଲରେ ଧରାପଡ଼ିବା ଯୋଗୁଁ ଏହିଭଳି ଭାବରେ ତାଙ୍କୁ ପୋଲିସ ଏହାଭିତରୁ ଗିରଫ କରିଛି। ଆଉକିଛିଙ୍କ କହିବାହେଲା

ଏମାନେ ତ ବାର୍ ଭିତରେ ଡ଼୍ୟାନ୍ସ କରନ୍ତି ତ କଣପାଇଁ ପୋଲିସ ଏମାନଙ୍କୁ ଗିରଫ କରିବ? ଲୋକଙ୍କ ପ୍ରତିକ୍ରିୟାକୁ ବାଦ ଦେବାପରେ ଏକ ଅନୁଷ୍ଠିତ ମିଡ଼ିଆ ପକ୍ଷରୁ ଶୁଣିବାକୁ ମିଳୁଛି ଯେ, ଭିଡ଼ିଓକୁ ଛାଡ଼ିଦେଲେ ଅଫିସିଆଲି ଏହାଉପରେ କୌଣସି ସୂଚନା ମିଳିନାହିଁ।

Leave a Reply

Your email address will not be published. Required fields are marked *