କେସ ଉଠେଇବାକୁ Dipika ଙ୍କୁ ଶୋରୁମ ମାଲିକ ଯାଚୁଥିଲେ ଟଙ୍କା,କାରଣ ଜାଣିଲେ ଆପଣ କହିବେ ଏ ତ ଅସଲ ଖେଳାଳି…

ନମସ୍କାର ମୁଁ ଚିନ୍ମୟି,ଆଜି ଆମେ ସେହି ବିଷୟରେ ଚର୍ଚା କରିବା ରାଜ୍ୟରେ ଯେଉଁ ବିଷୟରେ ଚର୍ଚା ଚାଲିଛି। ବ୍ରହ୍ମପୁରର ଦିନେଶ ଏବଂ ଦୀପିକାକୁ ନେଇକି।ଦୀପିକା କେତେ ଯେ କଷ୍ଟ ସହିଲେଣି ତାର ତ ମାନେ ନାହିଁ।ତେବେ କେସ ଉଠେଇବାକୁ ଶୋରୁମ ମାଲିକ ଜାଚୁଥିଲେ ଟଙ୍କା ଯାହାର ଏବେ ଅଡିଓ ଭାଇରାଲ ହଉଛି।ଦିନ ରାତିକୁ ଏକ କରି ସାରିଲେଣି ଦୀପିକା କେତେ ଯେ ଖରା ବର୍ଷା ସେ ସହିଲେଣୀ ତାହା କେବେ କହି ହେବନି।

ସେ ତାଙ୍କ ଜିଦ ରୁ ବାହାରକୁ ଯାଇ ନାହାନ୍ତି ତାଙ୍କର ଗୋଟିଏ ଜିଦ,ମୁଁ ନ୍ୟାୟ ନପାଇବା ଯାଏ ଉଠିବି ନାହିଁ,ପୁଅ ପାଇଁ ଯିଏ ଏତେ ବାଟ ଲଢ଼ିଛନ୍ତି ସେ କେବେ ହତିବେ କି ତାଙ୍କ ଧାରଣାରୁ?ନା ସେ କେବେ ହଟିବେ ନାହିଁ।ସମୟ ସିନା ଏବେ ତାଙ୍କୁ ସାଥ ଦେଇ ନାହିଁ କିନ୍ତୁ ଆଗକୁ ତାଙ୍କ ଘଟଣାରେ ବି ପରିବର୍ତ୍ତନ ଆସିବ।ଗୋଟିଏ ମା ତା ସନ୍ତାନ ପାଇଁ କଣ କରି ପାରେ

ତାହା ହିଁ ଏଠାରେ ବୟାନ କରିଛି।ଜୀବନରେ କେତେ ଯେ ଝଡ଼ ଝଞ୍ଜା ଆସେ ତାହା କେହି ଜାଣି ନାହାଁନ୍ତି।ଦୀପିକା ବି ଦିନେ ସ୍ଵପ୍ନ ଦେଖିଥିଲେ,ଦିନେଶଙ୍କୁ ନେଇକି ସେଥିପାଇଁ ଦିନେଶଙ୍କ ପାଦ ତଳେ ସବୁ କିଛି ତାଙ୍କର ଅଜାଡ଼ି ଦେଇଥିଲେ।ଆଉ ଭାବିଥିଲେ ମତେ ସବୁକିଛି ମିଳିଗଲା ହେଲେ ହଠାତ ଏମିତି ତାଙ୍କ ଜୀବନକୁ ଅନ୍ଧାର ମାଡି ଆସିବ

ଏକଥା ସେ କେବେ ଭାବିନଥିଲେ।ଯାହାକୁ ନେଇକି ସ୍ଵପ୍ନ ଦେଖୁଥିଲେ ସେ ହିଁ ଆଜି ଲୁଚି ଯାଇଛି।ଏବେ ନିଜ ହକ ପାଇଁ ଦିନେଶଙ୍କ ଦାଣ୍ଡ ଦୁଆରେ ଦୀପିକା।ଘର ଭିତରେ ଯିଏ ବହୂର ସମ୍ମାନ ପାଇ ଥାଆନ୍ତା,ସେ ଆଜି ଦାଣ୍ଡ ଦୁଆରେ।ଖାଲି ବହୂ ନୁହେଁ ପୁଅକୁ ବାପାର ପରିଚୟ ପାଇଁ ଲଢେଇ ଜାରି ରଖିଛନ୍ତି ଦୀପିକ

,ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ସେପଟେ ଦୀପିକା ଏବଂ ଶୋରୁମ ମାଲିକର ଅଡିଓ ଭାଇରାଲ ହେବାରେ ଲାଗିଛି।ତେବେ ସେ ପୂର୍ବରୁ କେସ କମ୍ପ୍ରମାଇଜ କରିବା କଥା କହୁଛନ୍ତି ଯାହାର ଅଡିଓ ଏବେ ଭାଇରାଲ ହଉଛି,ଟିକେ ଶୁଣି ନିଅନ୍ତୁ ସେ ଅଡିଓକୁ।ସେ ଅଡିଓରେ କହିଛନ୍ତି ଦୀନେଶଙ୍କ ଠାରୁ ଟଙ୍କା ଆଣିବା କି?

କିନ୍ତୁ ସିଧା ସିଧା ମନା କରି ଦେଇଛନ୍ତି ଦୀପିକା।ସେ କହିଛନ୍ତି ସେ ଯାହା କରୁଛି କରୁ କିନ୍ତୁ ମୁଁ ଟଙ୍କା ନେବି ନାହିଁ।କାରଣ ମୋର ହକ ଦରକାର,ତାର ବେଲ ହଉ କିନ୍ତୁ ମୁଁ କିଛି କରି ପାରିବି ନାହିଁ।କିନ୍ତୁ ଦୀପିକା କହିଛନ୍ତି ମୋର ପଇସା ଦରକାର ନାହିଁ ମୁଁ କେସ ଉଠେଇବି ନାହିଁ।ପଇସା ମୋ ପାଇଁ ବଡ଼ ନୁହଁ ମୋ ହକ ମୋ ପାଇଁ ବଡ଼

ତେବେ ଦୁଇ ଦିନ ତଳେ ଭେସ୍ପା ଶୋରୁମ ମାଳିକା କଣ କହିଥିଲେ ଟିକେ ଶୁଣନ୍ତୁ,ଆମେ ଆପଣଙ୍କୁ ଟିକେ ମାନେ ପକେଇ ଦଉଛି।ଦୀପିକା ଭେସ୍ପା ଶୋରୁମରେ କାମ କରୁଥିଲେ ଆଉ ଗ୍ରାହକ ମାନଙ୍କ ସହ କଥା ଯାଉଥିଲେ ହେଲେ ସେ ଅଫିସ ନମ୍ବର ରୁ ହିଁ କଥା ହେବାର ନିୟମ ରହିଛି ହେଲେ ସେ ଯଦି ନିଜ ପରସନାଲ ନମ୍ବର ରୁ କଥା ହେବେ ତାହେଲେ ସେଥିରେ ଆମର କୋଣସି ଭୁଲ ନାହିଁ ବୋଲି କହି ଦେଇଛନ୍ତି ଭସ୍ପା ଶୋରୁମ ମାଲିକ।

Leave a Reply

Your email address will not be published. Required fields are marked *