ଭୟଙ୍କର ରୁ ଭୟଙ୍କର ଅର୍ଶ (Piles) ଭଲ ହେବାର ଉପାୟ,ଅନେକ ରୋଗ ଭଲ ହେଇଯିବ ଏହି ଉପାୟ ଦ୍ୱାରା..

ତେବେ ଆଜିକାଲି ଖରାପ ଖାଦ୍ୟ ଶୈଳୀ କାରଣରୁ ଅନେକ ଲୋକଙ୍କୁ ଅର୍ଶ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।ତେବେ ଏହି ସମସ୍ୟା ଦେଖାଯିବା ଫଳରେ ବ୍ୟକ୍ତିଙ୍କୁ ଅନେକ ପ୍ରକାରର ପୀଡ଼ା ହୋଇଥାଏ।ଏହା ସହିତ ସମୟ ସମୟରେ ଏଥିରୁ ରକ୍ତ ମଧ୍ୟ ପଡିଥାଏ ଯାହା ଅଧିକ ଯନ୍ତ୍ରଣା ପ୍ରଦାନ କରିଥାଏ।ତେବେ ଆମେ ବର୍ତ୍ତମାନ ଏହାର କିଛି ଘରୋଇ ଉପଚାର ସମ୍ପର୍କରେ ଆଲୋଚନା କରିବା।ଯାହାକୁ ବ୍ୟବହାର କରି ଆପଣ ଏହି ସମସ୍ୟାର ସମାଧାନ କରି ପାରିବେ।

ତେବେ ଏହି ସମସ୍ୟାର ସମାଧାନ କରିବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ହେଉଛି ଲାଜକୁଳୀ ପତ୍ର।ତେବେ ଏହି ପତ୍ର ସାଧାରଣ ଭାବରେ ରାସ୍ତା କଡ଼ ମାନଙ୍କରେ ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ।ଏହା ସହିତ ଏହାକୁ ବିଶେଷ ଭାବରେ ଲୋକମାନେ ବଣୁଆ ଗଛ ବୋଲି ଭାବି ଥାଆନ୍ତି।କିନ୍ତୁ ଏହା ବିଶେଷ ଭାବରେ ଅର୍ଶ ଭଳି ସମସ୍ୟାର ମଧ୍ୟ ସହଜରେ ସମାଧାନ କରି ଦେଇଥାଏ।ତେବେ ଆପଣ ପ୍ରଥମେ କିଛି ଲାଜକୁଳୀ ପତ୍ର ସଂଗ୍ରହ କରି ଅଣନ୍ତୁ।ଏହାପରେ ଏହି ପତ୍ର ଗୁଡ଼ିକୁ ଭଲ ଭାବରେ ଧୋଇ ଦିଅନ୍ତୁ।

ଏହାପରେ ଆପଣଙ୍କୁ ଏହି ଉପଚାର ପ୍ରସ୍ତୁତ ପାଇଁ ଆବଶ୍ୟକ ଅନ୍ୟ ଏକ ସାମଗ୍ରୀ ହେଉଛି କଞ୍ଚା ଗାଈ କ୍ଷୀର।ଏହାପରେ ଆପଣ ଏକ ପାତ୍ରରେ କିଛି ଗାଈ କ୍ଷୀର ଆଣନ୍ତୁ।ଏହାପରେ ଏହି କ୍ଷୀରରେ କିଛି ଲାଜକୁଳୀ ପତ୍ର ଛିଡାଇ ପକାଇ ଦିଅନ୍ତୁ।ଏହା ପରେ ଆପଣ ଏହାକୁ ସେବନ କରି ପାରିବେ।ତେବେ ଏହାକୁ ସେବନ କରିବାର ଅଳ୍ପ ଦିନ ମଧ୍ୟରେ ଆପଣ ଏହା ଅନୁଭବ କରିବେ କି ଆପଣଙ୍କ ଅର୍ଶ ଭଲ ହୋଇ ଯାଇଛି।ତେବେ ଆପଣ ଏହାକୁ ପ୍ରତିଦିନ ସେବନ କରିବା ଫଳରେ ଏହା ଯଥା ଶୀଘ୍ର ଭଲ ହୋଇ ଯାଇ ଥାଏ।

ଏହାପରେ ଏହି ଅର୍ଶ ସମସ୍ୟାର ସମାଧାନ କରିବା ପାଇଁ ଆମେ ବର୍ତ୍ତମାନ ଆଉ ଏକ ଘରୋଇ ଉପଚାର ସମ୍ପର୍କରେ ଆଲୋଚନା କରିବା।ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଉପାଦାନ ହେଉଛି ଗେଣ୍ଡୁ ପତ୍ର।କିଛି ଗେଣ୍ଡୁ ପତ୍ର ନେଇ ଏହାକୁ ଭଲ ଭାବରେ ଧୋଇ ଦେବା ଆବଶ୍ୟକ।ଏହାପରେ ଆବଶ୍ୟକ ଦିତୀୟ ଉପାଦାନ ହେଉଛି ଗୋଲ ମରିଚ।ଏହାପରେ ଏହି ଦୁଇଟିକୁ ଏକ ପାତ୍ରରେ ପୁରାଇ ଏହାକୁ ଭଲ ଭାବରେ ପେଶି ପେଷ୍ଟ ପ୍ରସ୍ତୁତ କରିବା ଆବଶ୍ୟକ।ଏହାକୁ ନେଇ ଏକ ପାତ୍ରରେ ରଖିବା।

ତେବେ ଏହାପରେ କିଛି ପାଣି ନେଇ ଏହି ପେଷ୍ଟକୁ ଏହି ପାଣିରେ ପକାଇ ଏହାକୁ ଭଲ ଭାବରେ ଗୋଳାଇ ଦେବା ଆବଶ୍ୟକ।ଏହାପରେ ଏହାକୁ ଆପଣ ସେହି ପାଣିରେ ପକାଇ ସେବନ କରି ପାରିବେ।ତେବେ ଏହାକୁ ସେବନ କରିବାର ଅଳ୍ପ ଦିନ ମଧ୍ୟରେ ଆପଣଙ୍କ ଅର୍ଶ ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଯିବ।ଏହା ସହିତ ଏହାକୁ ବ୍ୟବହାର କରିବା ଫଳରେ ଆପଣଙ୍କ ଶରୀର ଉପରେ ମଧ୍ୟ କୌଣସି ପ୍ରକାରର ପାର୍ଶ୍ଵ ପ୍ରତିକ୍ରିୟା ପଡ଼ିବ ନାହିଁ।ତେବେ ଏହାକୁ ବ୍ୟବହାର କରିବା ମଧ୍ୟ ସମ୍ପୂର୍ଣ୍ଣ ନିରାପଦ ଅଟେ।ତେବେ ଏହି ଦୁଇଟି ଉପଚାର ବ୍ୟବହାର କରି ସହଜରେ ନିଜର ଅର୍ଶ ଭଲ କରାଯାଇ ପାରିବ।

Leave a Reply

Your email address will not be published. Required fields are marked *