ଭୁବନେଶ୍ୱର IG ପାର୍କ ନିକଟରେ ଯୁବତୀଙ୍କ ହାଇଡ୍ରାମା,ଏହି କାରଣ ପାଇଁ ସ୍ୱିଗି ବଏଠୁ ଖାଇଲେ ବ୍ରହ୍ମଚାପୁଡ଼ା…ଦେଖନ୍ତୁ Video

ତେବେ ଆଜି ଭୁବନେଶ୍ୱର ଆଇଜି ପାର୍କ ନିକଟରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା।ତେବେ ଏହି ଘଟଣା ସଂପର୍କରେ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ଏହା ସହିତ ଏହି ଘଟଣା ଅନୁସାରେ ସେଠାରେ ଜଣେ ସ୍ଵିଗି ଡେଲିଭେରି ବଏ ଓ ଜଣେ ଝିଅଙ୍କ ମଧ୍ୟରେ କଳହ ଆରମ୍ଭ ହୋଇ ଯାଇ ଥିଲା।ଏହା ସହିତ ଏହି କଳହ ପାଇଁ ସେଠାରେ ଅନେକ ଲୋକ ମଧ୍ୟ ଜମା ହୋଇ ଯାଇ ଥିଲେ।ତେବେ ଆମେ ବର୍ତ୍ତମାନ ଏହି ଘଟଣା ସଂପର୍କରେ ଆଲୋଚନା କରିବା।

ସୂଚନା ଅନୁସାରେ ସେଠାରେ ଜଣେ ମହିଳା ପ୍ରଥମେ କୌଣସି କାରଣରୁ ଜଣେ ପୁଅଙ୍କ ସହିତ ସେଠାରେ ବସି ଝଗଡ଼ା କରୁଥିଲେ।ଏହା ସହିତ ସେ ତାଙ୍କୁ ଅନେକ ଖରାପ ଭାଷାରେ ଗାଳି ମଧ୍ୟ କରୁ ଥିବାର ଦେଖା ଯାଇଥିଲା।ତେବେ ଏହି ଘଟଣା ପରେ ସେଠାରେ ଅନେକ ଲୋକ ଜମା ହେବା ଆରମ୍ଭ ହୋଇ ଯାଇଥିଲା।

ଏହା ସହିତ ଜଣେ ବ୍ୟକ୍ତି ସେଠାରେ ଛିଡା ହୋଇ ଏହି ଘଟଣାର ଭିଡିଓ କରିବା ଆରମ୍ଭ କରି ଦେଇଥିଲେ।ତେବେ ଏହି ଘଟଣା ସେହି ଝିଅଙ୍କ ମନକୁ ପସନ୍ଦ ଆସି ନଥିଲା।ଯାହା ଫଳରେ ସେ ସେହି ବ୍ୟକ୍ତିଙ୍କୁ ଅନେକ କଥା କହିବା ଆରମ୍ଭ କରି ଦେଇ ଥିଲେ।ଏହା ସହିତ ସେ ତାଙ୍କୁ ଗାଳି କରିବା ଆରମ୍ଭ କରି ଦେଇ ଥିଲେ।

ତେବେ ସେହି ସମୟରେ ସେଠାରେ ଏକ ସ୍ଵିଗି ଡେଲିଭେରି ବଏ ଥିଲେ।ଏହା ସହିତ ସେହି ମହିଳା ଜଣଙ୍କ ସେହି ବ୍ୟକ୍ତିଙ୍କ ସହିତ ଏପରି ବ୍ୟବହାର କରୁ ଥିବାର ଦେଖି ସେ ତାଙ୍କୁ ଅଟକାଇବା ପାଇଁ ସେଠାକୁ ଆସି ଥିଲେ।ଏହା ସହିତ ତାଙ୍କୁ ଏପରି ନ କରିବା ପାଇଁ କହିଥିଲେ।ଏହା ସହିତ ଏହା ପରେ ସେହି ମହିଳା ଜଣଙ୍କ ଅଧିକ କ୍ରୋଧିତ ହୋଇ ଯାଇଥିଲେ।

ଏହା ସହିତ ସେ ସେହି ସ୍ଵିଗି ଡେଲିଭେରି ବଏଙ୍କୁ ଯାହା ଇଚ୍ଛା କହିବା ଆରମ୍ଭ କରି ଦେଇ ଥିଲେ।ଏହା ସହିତ ତାଙ୍କୁ ଅନେକ ଖରାପ।ଭାଷାରେ ଗାଳି ମଧ୍ୟ କରି ଥିଲେ।ତେବେ ଏହା ପରେ ସେ ବହୁତ ଅଧିକ କ୍ରୋଧିତ ହୋଇ ଯାଇ ଥିଲେ।ଏହା ସହିତ ତାଙ୍କ ଉପରକୁ ସେ ହାତ ଉଠାଇ ଦେଇଥିଲେ ବୋଲି ସେ ନିଜେ କହି ଥିଲେ।

ଏହା ସହିତ ତାଙ୍କର କହିବା ଅନୁସାରେ ସମସ୍ତ ଭୁଲ ସେହି ଝିଅଙ୍କର ଥିଲା।ଏହା ସହିତ ସେ ଜନ ସାଧାରଣଙ୍କ ସମ୍ମୁଖରେ ଏପରି ଭାବରେ ହେବା ଓ ଗାଳି କରିବା ଫଳରେ ସେ ଏହାର ପ୍ରତିବାଦ କରିବା ପାଇଁ ଆସିଥିଲେ।ଏହା ସହିତ ଏହା ପରେ ସେ ତାଙ୍କୁ ଓଲଟା ଗାଳି କରିବା ଆରମ୍ଭ କରି ଦେଇଥିଲେ।ଯାହା ଫଳରେ ସେ ହାତ ଉଠାଇ ଦେଇଥିଲେ ବୋଲି କହିଥିଲେ।ଏହା ସହିତ ବର୍ତ୍ତମାନ ଅନେକ ଲୋକ ତାଙ୍କୁ ସମର୍ଥନ କରୁଥିବାର ମଧ୍ୟ ଜଣା ପଡ଼ିଛି।ଏହା ସହିତ ସେହି ଝିଅଙ୍କର ସମସ୍ତ ଭୁଲ ରହିଛି ବୋଲି ଅନେକ ଲୋକ କହିଛନ୍ତି।

https://www.youtube.com/watch?v=MjDFz2lP8Do

Leave a Reply

Your email address will not be published. Required fields are marked *