Bhadraka ଜିଲ୍ଲାର ନ୍ୟାୟାଧୀଶଙ୍କ ଘରେ ପଶିଲା ବିରାଟକାୟ ନାଗସାପ,ଆଉ ଯେବେ ବାହାରକୁ ଆସିଲା ଏଭଳି ବସ୍ତା ହେଲା ଯେ…ଦେଖନ୍ତୁ Video

ଓଡ଼ିଶାରେ ଆମକୁ ମୁଖ୍ୟତଃ ରୂପରେ ନାଗସାପ ଅଧିକ ଦେଖିବାକୁ ମିଳିଥାନ୍ତି। ଆମ ହିନ୍ଦୁ ଧର୍ମରେ ଏହା ଆସ୍ଥା ରହିଥାଏ କି, ଆମେ ଏହାକୁ ପୂଜା କରିଥାଉ ଓ ଏହାକୁ ଭଗବାନ ଶିବଙ୍କ ଜନ୍ତୁ ରୂପରେ ମାନିଥାଉ। ସାପକୁ ଆମେ ମାନିଲେ ମଧ୍ୟ ଏହି ସାପର କାମୁଡ଼ାରେ ବହୁତ ଜଣ ଲୋକଙ୍କ ଜୀବନ ମଧ୍ୟ ଚାଲିଗଲାଣି ଓ ଏହି ସାପ ବର୍ଷା ଦିନ ମାନଙ୍କରେ ଆମକୁ ଅଧିକ ଦେଖିବାକୁ ମିଳନ୍ତି

ଓ କିଛି କେସ ରେ ଏହି ସାପ ଘରେ ମଧ୍ୟ ପଶିଯାଆନ୍ତି।ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ, ଯେଉଁଠାରେ ଗୋଟିଏ ନାଗ ସାପ ଭଦ୍ରକ ଜିଲ୍ଲାର ନ୍ୟାୟାଧୀଶ/ ଜଜ ଙ୍କ ବାସଭବନ ଭିତରକୁ ପଶିଥିଲା। ନ୍ୟାୟାଧୀଶଙ୍କୁ ମିଳିଥିବା କ୍ୱାର୍ଟର ଭିତରେ ସାପଟି ପଶିଯାଇଥିଲା ଓ ଏହି ସମୟରେ

ନ୍ୟାୟାଧୀଶ ସ୍ନେକ କ୍ୟାଚରଙ୍କୁ ଖବର ଦେଇଥିଲେ। ସ୍ନେକ କ୍ୟାଚର ତୁରନ୍ତ ଆସି ସାପକୁ ଖୋଜିବାରେ ଲାଗି ଯାଇଥିଲେ। ଏହାପରେ ସେ ଦେଖିଲେ ଯେ, ସାପଟି ଘର ପଛପଟେ ଆସିଥିବା ନଳା ଭିତରେ ପଶି ଘରକୁ ଯିବାକୁ ଉଦ୍ୟମ କରୁଛି।ଏହାଦେଖି ସାପ ଧରାଳି ତୁରନ୍ତ ଆକ୍ସନ ନେଇଥିଲେ ଓ

ସାପଟି ନଳା ଭିତରେ ପଶିବା ଆଗରୁ ତାକୁ ଧରି ନେଇଥିଲେ। ସାପକୁ ନିଜ କାବୁରେ କରିବାପରେ ସେ ଜଜ ସାରଙ୍କୁ ଏହା ପାଖକୁ ନଆସିବାପାଇଁ କହିଥିଲେ। ଜଜ ସାର ଆଚମ୍ବିତ ହୋଇ କହିଥିଲେ, ସାପଟିକୁ ନଦେଖିଥିଲେ ସେ ତ ନଳା ଦେଇ ଘର ଭିତରକୁ ପଶି ଯାଇଥାନ୍ତା!ଏହାପରେ ସ୍ନେକ କ୍ୟାଚର ସୂଚନା ଦେଇ କହିଥିଲେ

ଏହି ନାଗ/ କୋବ୍ରା ସାପର ଲାଞ୍ଜକୁ ଧରିବାକୁ ପଡ଼ିଥାଏ କାରଣ ଏହି ସାପ ବହୁତ ଦକ୍ଷ ଓ ସେ କିଛିବାଟ ଡେଇଁପଡ଼ି ଆପଣଙ୍କୁ ଚୋଟ ମାରିପାରିବ। ସେଥିପାଇଁ ବହୁତ ସାବଧାନତାର ସହିତ ଏହି ନାଗସାପକୁ କାବୁ କରାଯାଇଥାଏ ନଚେତ ଟିକକ ଅସାବଧାନତା ଦ୍ୱାରା ଏହି ସାପ କାମୁଡ଼ାରେ ବ୍ୟକ୍ତିର ଜୀବନ ଚାଲି ଯାଇପାରେ।

https://www.youtube.com/watch?v=5PyViH4X8_Y

Leave a Reply

Your email address will not be published. Required fields are marked *