ଭାଉଜକୁ ଏକଲା ପାଇ ଶୋଇବାକୁ ଡ଼ାକୁଥିଲା ଦିଅର Ajit,ଆଉ ରାଜି ନହେବାରୁ କଲା ଏଭଳି କାମ ଯେ…

ଦିଅର ଓ ଭାଉଜ ସମ୍ପର୍କ ମାଆ ଓ ପୁଅ ଭଳି ହୋଇଥାଏ। ଯଦି ଏହି ପବିତ୍ର ସମ୍ପର୍କକୁ ଦାଗ ଲଗାଯାଏ ତାହେଲେ ଏହି ସମାଜ କଣ କହିବ? ଏହିପରି ଏକ ଘଟଣା ଓଡ଼ିଶାରେ ଦେଖିବାକୁ ମିଳିଛି ଯେଉଁଠି ଜଣେ ଭାଉଜଙ୍କୁ ଏକଲା ଥିବାର ଦେଖି ସୈତାନ ଦିଅର ନିଜର ସବୁ ନିୟନ୍ତ୍ରଣ ହରାଇ ବସିଥିଲେ ଓ ଭାଉଜ ସହିତ ଏଭଳି କରିବାପାଇଁ ମନ ବଳାଇଥିଲା।

ଭାଉଜ ଏଥିରେ ଦିଅରକୁ ଏହା କରିବାପାଇଁ ମନାକଲେ ଓ ତାଙ୍କୁ ୱାର୍ଣିଂ ଦେଇଥିଲେ। କିନ୍ତୁ ଦିଅର କିଛିବି ଶୁଣିନଥିଲା ଓ ସେ ଭାଉଜ ଉପରକୁ ଖରାପ ନଜର ପକାଉଥିଲା। ଏହିକଥା ମହିଳା ଜଣକ ନିଜ ସ୍ୱାମୀକୁ ଜଣାଇଲେ କିନ୍ତୁ ତାଙ୍କ ସ୍ବାମୀ ଦିଅର ଓ ଭାଉଜ ସମ୍ପର୍କକୁ ଦେଖି ଏହାକୁ ମଜାକ ବୋଲି ଭାବିଲେ ଶେଷରେ ମହିଳା ଜଣକ ବାଧ୍ୟହୋଇ ଏହିକଥା ନିଜ ବାପଘରେ ଜଣାଇଥିଲେ।

ମିଡ଼ିଆ ଆଗରେ ଝିଅଟିର ମାଆ କହିଥିଲେ କି, ମୋ ଝିଅ ମୋତେ ଫୋନ କରି ଜଣାଇଥିଲା ଯେ ତା ଦିଅର ତାକୁ ଖରାପ ନଜରରେ ଦେଖୁଛି ଓ ତାକୁ ଲୁଚିଲୁଚି ଦେଖୁଛି। ଏହାସହ କେତେଥର ସେ ମୋ ଝିଅକୁ ଶୋଇବାକୁ ମଧ୍ୟ ବାଧ୍ୟ କରିଛି, ଏଥିରେ ଝିଅ ରାଜି ନହେବାରୁ ସେ ତା’ ତଣ୍ଟି ଚିପି ଏଭଳି କରିଦେଇଛି।

ମହିଳାଙ୍କୁ ପ୍ରଶ୍ନ କରାଯାଇଥିଲା, କଣ ଝିଅଟିର ଶଶୁର ଘରଲୋକ ଯେପରିକି ଶାଶୁ, ଶଶୁର ଏଥିରେ ସମ୍ପୃକ୍ତ ଅଛନ୍ତି କି? ମହିଳା କହିଥିଲେ ଯେ, ଶାଶୁ ଶଶୁର ତାଙ୍କ ପାଖରେ ରୁହନ୍ତି ନାହିଁ କେବଳ ସ୍ୱାମୀ, ସ୍ତ୍ରୀ ଓ ଦିଅର ରହୁଥିଲେ। ମହିଳାଙ୍କ କହିବାହେଲା ତାଙ୍କ ଝିଅ ୪ ମାସର ଗର୍ଭବତୀ ରହିଥିଲା।

ଏହାସହ ମହିଳା ଜଣକ ଦାବି କରି କହିଥିଲେ ଯେ, ଯଦି ମୋ ଝିଅ ଏଭଳି କରିଥାନ୍ତା ତାହେଲେ ପୋଲିସ ଆସିବା ପୂର୍ବରୁ କଣ ପାଇଁ ତା’ ମରଶରୀରକୁ ସେମାନେ କାଢ଼ି ଦେଇଥିଲେ? ମହିଳା ଦାବି କରି ଏହାବି କହିଛନ୍ତି ଯେ, ଦିଅର ହିଁ ତାଙ୍କ ଝିଅକୁ ମାରିଛି ଓ ଆମେ ତ ଆମ ଝିଅ ଆଉ ପାଇବୁନାହିଁ ତାକୁ କଠୋର ଦଣ୍ଡ ଦିଆଯିବା ସହିତ ଫାଶୀ ଦିଆଯାଉ

Leave a Reply

Your email address will not be published. Required fields are marked *