ଏଲ୍ ଆଇ,ସିର ନୁଆ ସ୍କିମ୍, କେବଳ ଥରେ ନିବେଶ କରିଲେ ସବୁ ମାସରେ ମିଳିବ ୧୯ ହଜାର ଟଙ୍କା ଜାଣନ୍ତୁ କିପରି ଟିକିନିଖି ବିବରଣୀ

ଏଲ୍ ଆଇସି ଭାରତୀୟ ଜୀବନ ବୀମା ନିଗମ ସବୁଠାରୁ ଭରସାଦାୟକ ସଂସ୍ଥା ହେବାର କାରଣରୁ ଅଧିକାଂଶ ଲୋକ ଏଥିରେ ନିବେଶ କରିବାକୁ ପସନ୍ଦ କରନ୍ତି । କାରଣ ଏଲ୍ ଆଇସି ସରକାରୀ ସଂସ୍ଥା ହେବା କାରଣରୁ ଏଠାରେ ପଇସା ବୁଡେ ନାହିଁ ଯଦି ଆପଣ ଏଲ୍ ଆଇସିରେ ନିବେଶ କରିବାକୁ ଭାବୁଛନ୍ତି ତେବ୍ ଆଜି ଆମେ ଆପଣଙ୍କୁ ଏଲ୍ ଆଇସିର ଏକ ନୁଆ ପଲିସି ବିଷୟରେ ସୁଚନା ଦେବୁ , ଯାହା କି ଏବେ ଲଞ୍ଚ କରାଯାଇଛି ଓ ବହୁତ ଫାଇଦାଦାୟକ ବି ଅଟେ,  ଏଲ୍ ଆଇସି ଦ୍ୱାରା ଏବେ ଲଞ୍ଚ କରାଯାଇଥିବା ନୁଆ ପ୍ଲାନରେ ଆପଣ କେବଳ ଗୋଟେଥର ପଇସା ଲଗାଇକରି ଜୀବନସାରା କମାଇକରିପାରିବେ,  ଏହି ଖାସ୍ ପ୍ଲାସ୍ ଜୀବନ ଅକ୍ଷୟ ଅଟେ, ଏହା ସେହି ଲୋକଙ୍କ ପାଇଁ ସବୁଠାରୁ ବେଷ୍ଟ ଅଟେ, ଯାହାଙ୍କୁ ବୁଢାପାରେ ପେନସନ୍ ପାଇବାର ଚିନ୍ତା ରହିଥାଏ,  ଆପଣ ଏହି ପ୍ଲାନକୁ ଅନଲାଇନ୍ ଓ ଅଫଲାଇନ୍ ଦୁହେଁ ଜାଗାରୁ କିଣିପାରିବେ , ଜୀବନ ଅକ୍ଷୟ ୭ ପ୍ଲାନ୍ ନମ୍ବର ୮୫୭ ନାମର ଏହି ପଲିସି ସିଙ୍ଗିଲ୍ ପ୍ରିମିୟମ୍ ବାଲା ନନ୍ ଲିଙ୍କଡ୍ ନନ୍ ପାର୍ଟିସ୍ପେଟିଙ୍ଗ୍ ଓ ପର୍ସନଲା ଏନ୍ୟୁଟି ସ୍କିମ୍ ଅଟେ, ଆପଣଙ୍କୁ କହିଦେବୁ କି ଏହି ପଲିସି ଜାରି ହେବାର ତିନି ମାସ ପରେ ଆପଣଙ୍କୁ ଲୋନ୍ ବି ସୁବିଧା ମିଳିଥାଏ, ମାନେ ଯଦି ଆପଣଙ୍କ ପଲିସି ନେଇସାରିଛନ୍ତି , ତେବେ ଆପଣ ଲୋନ୍ ବି ନେଇପାରିବେ ।

ଆପଣ ଏହି ପଲିସିରେ କମ୍ ସେ କମ୍ ୧ ଲକ୍ଷ ଟଙ୍କା ନିବେଶ୍ କରିପାରିବେ , ଓ ସେମିତି ଅଧିକା ନିବେଶରେ କିଛି ବି ସୀମା ନାହିଁ , ମାନିନିଅନ୍ତୁ ଯଦି ଆପଣ ଏହି ପଲିସି ସହ ୪୦୭୨୦୦୦ ଟଙ୍କା ନିବେଶ କରନ୍ତି ତେବେ ଆପଣଙ୍କୁ ସବୁ ମାସ ୧୯ ହଜାର ଟଙ୍କାର ପେନସନ୍ ମିଳିବ, ଏହି ପ୍ଲାନ୍ କୁ ଆପଣ ମାସିକ, ୩ମାସିକ, ୬ ମାସ ଓ ଏକ ବର୍ଷର ଏନ୍ୟୁଟି ମୋଡ୍ ରେ କିଣିପାରିବେ,  ଆପଣଙ୍କୁ ଏଥିରେ କମ୍ ସେ କମ୍ ୧୨ ହଜାର ଟଙ୍କାର ଏନ୍ୟୁଟି ମିଳିପାରିବ ।

ଏହି ପ୍ଲାନକୁ ୩୦ ରୁ ୮୫ ବର୍ଷ ପର୍ଯ୍ୟନ୍ତ ଲୋକ କୀଣିପାରିବେ ,ଏହି ପଲିସିରେ ଏକ ପରିବାରର ଦୁଇ ବଂଶଜ ଏକ ହିଁ ପରିବାର ବଂଶଜ, ଜେଜେବାପା-ଜେଜେମା, ମା-ବାପା, ଛୁଆ, ନାତି-ନାତୁଣୀ, ସ୍ୱାମୀ ସ୍ତ୍ରୀ ଭାଇ ଭଉଣୀ ମଧ୍ୟରେ ଜଏଣ୍ଟ ଲାଇଫ୍ ଏନ୍ୟୁଟି ନେଇପାରିବେ,  ଆପଣଙ୍କୁ କହିଦେବୁ କି ଏନ୍ୟୁଟି ସ୍କିମ୍ ରେ ନିବେଶର୍ କରାଯାଇଥିବା ରାଶି ସୁଧ ଲଗାଇକରି ତୟ ସମୟ ପରେ ଇନକମ୍ ମିଳିଥାଏ, ମାନେ ଆପଣ ଏଥିରେ ଥରେ ନିବେଶ କରିବାପରେ ନିୟମ୍ତିଅ ଭାବେ ନିଶ୍ଚିତ ଆୟ କରିପାରିବେ ।

Leave a Reply

Your email address will not be published. Required fields are marked *