ଅର୍ଚ୍ଚନାର ଶୋଉକ Thila ନିଜ ଘରେ ବିଦେଶୀ କୁକୁର ରଖିବା ଓ ତାଙ୍କ ସହ ଏମିତି କରିବା,ଆଉ ଯେବେ ଅସଲ ସତ ଧରା ପଡିଗଲା…

ଅର୍ଚ୍ଚନାଙ୍କ ମାମଲା ଏବେ ସାରା ଓଡ଼ିଶାରେ ଭାଇରାଲ ହେବାରେ ଲାଗିଛି। ବଡ଼ ବଡ଼ ନେତା ଓ ଫିଲ୍ମ ପ୍ରଯୋଜକଙ୍କ ସହିତ ରାତି କଟାଇ ସେ ଅସାଧୁ ଉପାୟରେ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ହୋଇଯାଇଛନ୍ତି। ଅର୍ଚ୍ଚନା ନିଜକୁ ଆଇନଜୀବୀ କୁହନ୍ତି କିନ୍ତୁ ରାତି ହେଲେ ସେ ବଡ଼ ବଡ଼ ନେତାଙ୍କ ସଙ୍ଗୀନି ହୋଇଯାଇ ତାଙ୍କ ସହ ବନାଇଥାନ୍ତି

ଓ ତାଙ୍କ ଅଜାଣତରେ ତାଙ୍କ ଭିଡ଼ିଓ ଶୁଟ କରି ତାଙ୍କୁ ବ୍ଲାକମେଲ କରି ବହୁତ ଅଙ୍କର ଟଙ୍କା ଡିମାଣ୍ଡ କରିଥାଆନ୍ତି।ଏହି କାମ କରି ସେ ଏତେ ଟଙ୍କା କମାଇଦେଲେ ଯେ, ଶେଷରେ ସେ ନିଜର ଶୋଉକ ପୁରା କରିବା ଆରମ୍ଭ କରିଦେଇଥିଲେ। ଅର୍ଚ୍ଚନା ଏବେଏବେ ଏକ ଧଳା ଘୋଡ଼ା କିଣିବାସହ ତାଙ୍କ ବିଲାସପୂର୍ଣ

ଘରେ ବହୁତ ସାରା ବିଦେଶୀ ଦାମୀ କୁକୁର ରହିଛନ୍ତି। ଗୋଟିଏ ବିଦେଶୀ ଦାମୀ କୁକୁରକୁ କିଣିବାପାଇଁ ଜଣେ ସାଧାରଣ ଲୋକ ନିଜର ତିନିମାସର ଦରମା ଖର୍ଚ୍ଚ କରିବ କିନ୍ତୁ ଅର୍ଚ୍ଚନାଙ୍କ ପାଖରେ ଏହିଭଳି 10ଟି କୁକୁର ରହିଥିଲା।ଅର୍ଚ୍ଚନାଙ୍କ ସ୍ୱାମୀ ଜଣେ ବିଜନେସ ମ୍ୟାନ ଅଟନ୍ତି ଓ ସେ କେମିତି ନିଜ ସ୍ତ୍ରୀକୁ ରାତି

ହେଲେ ଏମିତି କାମ କରିବାପାଇଁ ସହଯୋଗ କରୁଥିଲେ ସେକଥା ଚିନ୍ତାକରି ସମସ୍ତେ ହଇରାଣ ହୋଇଯାଉଛନ୍ତି। କେବେବି ଜଣେ ଆଇନଜୀବୀ ଓ ବିଜନେସମ୍ୟାନ ନିଜର ପ୍ରାରମ୍ଭିକ ଛୋଟ କ୍ୟାରିଅର ଭିତରେ ଏତେ ଗୁଡ଼ିଏ ସମ୍ପତ୍ତିର ମାଲିକ ହୋଇପାରିବେନାହିଁ। ଏହା ନିଶ୍ଚିତ ଯେ, ସେମାନେ ଏହି ଅସାଧୁ

ଉପାୟରେ ଆଜି ଏତେ ସମ୍ପତ୍ତି ଠୁଳ କରିଛନ୍ତି।ଏହିସବୁ ଘଟଣା ସାମ୍ନାକୁ ଆସିବାପରେ ଅର୍ଚ୍ଚନା ବର୍ତ୍ତମାନ ପୋଲିସ ରିମାଣ୍ଡରେ ରହିଛି। ଅର୍ଚ୍ଚନାଙ୍କ ସ୍ୱାମୀଙ୍କୁ ପୋଲିସ ଖୋଜୁଥିବା ବେଳେ ସେ କୁଆଡ଼େ ଗିରଫ ଅଛନ୍ତି। ଏବେ ପୋଲିସ ଦେଖିବାକୁ ବାକି ରହିଲା କେଉଁସବୁ ବଡ଼ ବଡ଼ ଲୋକଙ୍କ ସହିତ ଅର୍ଚ୍ଚନା ରାତି କଟାଇ ସେମାନଙ୍କୁ ବ୍ଲାକମେଲ କରୁଥିଲା।

Leave a Reply

Your email address will not be published. Required fields are marked *