ମାଡ଼ି ଆସୁଛି ଭୟଙ୍କର ବାତ୍ୟା,ପାଣିପାଗ ବିଭାଗ ପକ୍ଷରୁ ଆସିଲା ଏକ ବଡ Information,ଓଡ଼ିଶାରେ କେତେ ପ୍ରଭାବ ପଡିବ..

ଓଡ଼ିଶାରେ ବର୍ତ୍ତମାନ ବନ୍ୟାର ପ୍ରାଦୁର୍ଭାବ ଲୋକଙ୍କ ମନରୁ ଯାଇନଥିବା ବେଳେ ଏବେ ଆଉଏକ ପ୍ରାକୃତିକ ବିପର୍ଯ୍ୟୟ ସାମ୍ନାକୁ ଆସିପାରେ ବୋଲି ପାଣିପାଗ ବିଭାଗ ଲୋକଙ୍କୁ ଅବଗତ କରାଇଛନ୍ତି। IMD ର କହିବାହେଲା ଆସନ୍ତା ସେପ୍ଟେମ୍ବର 7 ତାରିଖରେ ଏହା ଲଘୁଚାପର ରୂପ ନେବ ଓ ସେପ୍ଟେମ୍ବର 9 ତାରିଖ ବେଳକୁ ଏହା ଗଭୀର ଅବପାତରେ ପରିଣତ ହୋଇ ଉପକୂଳ ଛୁଇଁପାରେ !

ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଏହି ଘୂର୍ଣ୍ଣିଝଡ ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଛି ଓ ଏହା ଥାଇଲାଣ୍ଡ ଦେଇ ବଙ୍ଗୋପସାଗର ଭିତରେ ପ୍ରବେଶ କରିବ। ବିଶେଷଜ୍ଞଙ୍କ ମୁତାବିକ ଏହା ସେପ୍ଟେମ୍ବର 9 ତାରିଖରେ ଓଡ଼ିଶାର ପୂର୍ବ ଉପକୂଳ ଜିଲ୍ଲା ପୁରୀ ଓ ଜଗତସିଂହପୁର କିମ୍ବା ବାଲେଶ୍ବର ଓ ଭଦ୍ରକ ମଝିରେ ଲ୍ୟାଣ୍ଡ କରିପାରେ।

ଏହାସହ ସେ କହିଥିଲେ କି, ଏହା ଗଭୀର ଅବପାତ ରୂପ ନେବାପରେ କେଉଁ ଆଡ଼କୁ ମଧ୍ୟ ମୁହାଁଇପାରେ ଓ ପଶ୍ଚିମବଙ୍ଗ ଆଡ଼କୁ ମଧ୍ୟ ଏହା ଗତି କରିପାରେ ଯାହାକି ବର୍ତ୍ତମାନ ସୁଦ୍ଧା କିଛି କହି ହେଉନାହିଁ। ଏହାଥିଲା ଓଡ଼ିଶା ପାଣିପାଗ ବିଭାଗର ଲାଟେଷ୍ଟ ସୂଚନା ଯଦି ପରବର୍ତ୍ତୀ ସମୟରେ ବାତ୍ୟାକୁ ନେଇ

କିଛିବି ଅପଡେଟ ଆସିବ ତାହେଲେ ଆମେ ଆପଣଙ୍କୁ ଏହା ବିଷୟରେ ନିଶ୍ଚିତ ରୂପରେ ଜଣାଇବୁ।ତେବେ ଦିନକୁ ଦିନ ବର୍ଷା ଓ ବାତ୍ୟା ସତେ ଯେପରି ସାରା ବିଶ୍ୱ କୁ ନିଜର କୋପ ଦେଖୋଉଚି ଓ କହିବାକୁ ଚାଁହୁଞ୍ଚି ନିଜ ମନର କଥା ସବୁ,ତେବେ ଆଗାମୀ ବର୍ଷା ସାରା ଓଡ଼ିଶାର ଲୋକା ଙ୍କ ମନରେ ଏକ ଭୟ

ସୃଷ୍ଟ୍ରି କରିଛି ବୋଲି ଦେଖିବାକୁ ମିଳୁଛି ତେବେ ଏହି ବର୍ଷା ପାଇଁ କଣ କେତେ କ୍ଷତି ହେବ ତାହା ଆକଳନ କର ଜେହିଁ ଓ କିଛି ଦିନ ତଳେ ଏକ ବଡ ବନ୍ୟା ର ସମ୍ମୁଖୀନ ହେଇଥିଲା ଓଡିଶା ଓ ଏହାର ପଡୋଶୀ ରାଜ୍ୟ ମଧ୍ୟ

Leave a Reply

Your email address will not be published. Required fields are marked *