Bharat sahu କହିଲେ ମୋ ସ୍ତ୍ରୀର ମୋ ସାଙ୍ଗ ସହ ସମ୍ପର୍କ ଅଛି,ମୁଁ ରାତିରେ ଶୋଇବା ପରେ ସେ ଆମ ଘରକୁ ଆସି ମୋ ସ୍ତ୍ରୀ ସହିତ…

ଭରତ ସାହୁ, ଅଭିଯୋଗକାରୀ କହିଲେ, ମୁଁ ୨୦୧୪ରେ ପ୍ରେମ ବିବାହ କଲି ଆଉ ତାହାପରେ ୨୦୧୫,୧୬,୧୭ ଆଉ ୧୮ ମୋର ବହୁତ ଭଲରେ କଟିଲା। ଆମ ଭିତରେ ବିଲକୁଲ ବି ଝଗଡା ହେଲା ନାହିଁ। ଆମ ଭିତରେ ସବୁ ଜିନ୍ସ ଠିକ ରହିଥିଲା ଆଉ ତାହା ସହ ହି ଆମର ସବୁ ଜିନିଷ ଠିକ ହି ରହିଥିଲା। ତାହାପରେ ମୁଁ, ମୋ ସାଙ୍ଗ ଆଉ ମୋ ସ୍ତ୍ରୀ ହାଇଦ୍ରାବାଦ

ଗଲୁ ଆଉ ହାଇଦ୍ରାବାଦ ଗଲା ପରେ ତାଙ୍କ ଦୁହିଁଙ୍କ ଭିତରେ ସମ୍ପର୍କ ବଢି ଯାଉଥିଲା। ମୁଁ ଏହା ବାବଦରେ ବେସି ଜାଣି ନଥିଲି ମାତ୍ର ସେ ପିଲା ଯେତେବେଳେ ଆମ ଘରକୁ ବାରମ୍ବାର ଯିବା ଆସିବା କଲା ସେତେବେଳେ ବାହାରର ଲୋକେ ବିଭିନ୍ନ କଥା କହିବାକୁ ଲାଗିଲେ।ସେ ମୋ ସହ ୨୦୧୮ ମସିହାର

ହାଇଦ୍ରାବାଦ ଆସିବା ପରେ ଝଗଡା ଆରମ୍ଭ କଲେ ଯାହା ବାବଦରେ ମୁଁ ବିଲକୁଲ ବି ଜାଣି ନଥିଲି କି କଣ ପାଇଁ ହେଉଥିଲା। ଯେତେବେଳେ ସେହି ପୁଅ ଆମ ଘରକୁ ବାରମ୍ବାର ଯିବା ଆସିବା କଲା ତାହା ବାହାର ଲୋକ ଦେଖିଲେ ଆଉ ତାହା ବାବଦରେ ମୋତେ କହିବାକୁ ଲାଗିଲେ। ମୁଁ ମୋ ସାଙ୍ଗକୁ ପଚାରିଲି

କି କାହିଁକି ଯିବା ଆସିବା କରୁଛୁ ସେତେବେଳେ ସେ ମୋତେ ମନା କଲା।ତେବେ ମୋ ସ୍ତ୍ରୀ କୁ ମଧ୍ୟ ପଚାରିଲି କି କାହିଁକି ସେ ଆସୁଛି ଆଉ ସେ ବି ମନା କଲେ। ଯେତେବେଳେ ବାହାରର ଛୁଆ ମାନଙ୍କୁ ଡାକି ପଚରାଗଲା କି ସେଠାକୁ କେହି ଆସୁଥିଲା କି ନାହିଁ ସେତେବେଳେ ସେହି ଛୁଆ ମାନେ କହିଲେ କି ହଁ ଆସୁଥିଲା ବୋଲି।

ମାତ୍ର ମୋ ସ୍ତ୍ରୀ ସେହି ପିଲା ମାନଙ୍କୁ ମାଡ଼ ମାରିବାକୁ ଲାଗିଲା। ମୁଁ କହିଲି କି ଯଦି ତୁ ଠିକ ଅଛୁ ତାହେଲେ ତୁ ତାଙ୍କୁ ମାଡ କଣ ପାଇଁ ମାରୁଛୁ।ଆମେ କଥା ବାର୍ତ୍ତା ହେଲୁ ଆଉ ମୁଁ ତାକୁ କହିଲି କି ମୋ ସାଙ୍ଗ ସହ ଆଉ କଥା ହେବୁନି ବୋଲି। ତଥାପି ସେ ଶୁଣିଲେ ନାହିଁ ଆଉ କଥା ବାର୍ତ୍ତା କରିବାକୁ ଲାଗିଲେ।

ଫୋନରେ ଦିନ ତମାମ କଥା ହେବାକୁ ଲାଗିଲେ। ମୁଁ ଏହା ତାଙ୍କ ଘର ଲୋକଙ୍କୁ କହିଲି ଆଉ ସେମାନେ ମୋତେ ବାଡେଇ ମୋ ହାତ ଗୋଡ଼ ହାଣି ଦେଲେ। ପୋଲିସକୁ କହିଲି ତ ସେମାନେ ମୋ ପାଇଁ କେସ ରଖିଲେ ନାହିଁ ଆଉ ଉଲଟା ମୋ ଉପରେ ଅତ୍ୟାଚାର କଲେ। ଆଜି ଗୋଟେ ପୁଅ ହେଇ ଥିବାରୁ ନିଜକୁ ମୁ ଧିକ ମନେ କରୁଛି।”

Leave a Reply

Your email address will not be published. Required fields are marked *