ବନ୍ୟା ସମୟରେ ସର୍ବଦା ଉଠାଣିରେ ଥିବା ଘରରେ ରୁହନ୍ତୁ।ନିଜର ଯତ୍ନ ନିଅନ୍ତୁ।ନିଜର ଯତ୍ନ ନେବା ସହ ପରିବାର ଲୋକଙ୍କର ମଧ୍ୟ ଯତ୍ନ ନିଅନ୍ତୁ।ଦରକାରରେ ଥିବା ସାହାଯ୍ୟ ଲୋଡୁଥିବା ଲୋକଙ୍କୁ ସାହାଯ୍ୟ କରନ୍ତୁ।ତାଙ୍କୁ ପରାମର୍ଶ ଦିଅନ୍ତୁ କି ସେ ଉଚ୍ଚା ଥିବା ଘରେ ରହିବେ।ଗୃହପାଳିତ ପଶୁ ପକ୍ଷୀ ମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ,ତାଙ୍କର ଯତ୍ନ ନିଅନ୍ତୁ।
ଶୁଖିଲା ଜାଗାରେ ତାଙ୍କୁ ରଖନ୍ତୁ।ନିଜେ ପରିଷ୍କାର ରହିବା ସହିତ ଅନ୍ୟଙ୍କୁ ପରିଷ୍କାର ରହିବା ନିମନ୍ତେ କୁହନ୍ତୁ।ଆପଣ ମାନେ ଜାଣିଥାଇପାରନ୍ତି ବନ୍ୟା ସମୟରେ ଅନେକ ବିଷଧର ସାପ ଘର ମଧ୍ୟକୁ ପ୍ରବେଶ କରନ୍ତି।ହେଲେ ଆଜି ଆମେ ଆପଣ ମାନଙ୍କୁ କିଛ କଥା କହିବାକୁ ଯାଉଛି ଯାହାକି ଆମେ ଏକ ଭିଡିଓରୁ ଶୁଣିଲୁ।
ତେବେ ସେହି ଭିଡ଼ିଓରୁ ଜଣା ଯାଇଛି ଏବଂ କହୁଛନ୍ତି କି ଜ୍ଞାନ ରଞ୍ଜନ ଭାଇ କହି ଥାଆନ୍ତି ଯେ ମୋ ଘର ଯାଜପୁରର ଠାରେ।ସେହି ସମୟ ଭିତରେ ଯେତେ ବନ୍ୟା ହୋଇଛି କେବେ ବି ଭିତରକୁ ପାଣି ପ୍ରବେଶ କରି ନାହିଁ।ଏହି ଥର ପାଣି ପଶିଗଲା।ତେବେ କିଛି ଲୋକ ଆଶ୍ଚର୍ଯ୍ୟ ହୋଇ ଅନାଉ ଥିଲେ।
ହେଲେ ଏହି ସମୟରେ ଆମେ ଦେଖିଲୁ ଭିତରୁ ଏକ ଅଜିବ ଜନ୍ତୁଟିଏ ବାହାରିଲା।ଏବଂ ପାଣି ସୁଅରେ ସେ ଭାସି ପଳେଇଲା।ଏହାକୁ ଦେଖି କିଛି ଲୋକ ନିଜ ନିଜ କଥା କହିଥିଲେ ଏହି ପରି ଭାବରେ ବିଭିନ୍ନ ଲୋକ ବିଭିନ୍ନ କଥା କହିଲେ।କିନ୍ତୁ କେହି ସଠିକ ଭାବରେ କହି ପାରିଲେ ନାହିଁ ଯେ ଏହି ଜନ୍ତୁଟି କଣ।
ତେବେ ଆଶା କରୁଛି ଏହି ଆର୍ଟିକିଲ ଆପଣ ମାନଙ୍କୁ କିଛି ବିଶେଷ ତଥ୍ୟ ପ୍ରଦାନ କରିଥିବ।ଆପଣ ମାନଙ୍କ ମତାମତ ମତେ ନିହାତି ଭାବରେ ପ୍ରଦାନ କରିବେ। ତେବେ ବନ୍ୟା ସମୟରେ ଉଠାଣି ସ୍ଥାନ ଥିବା ଘରକୁ ଚାଲିଯାଆନ୍ତୁ।ବର୍ଷାରେ ସତର୍କତା ଅବଲମ୍ବନ କରନ୍ତୁ।ଘରୁ ବାହାରକୁ ଗଲା ବେଳେ ଠିକ ଭାବରେ ଦେଖି ଚାହିଁ ଯାଆନ୍ତୁ।ସତର୍କତା ନିଶ୍ଚିତ ଭାବରେ ଅବଲମ୍ବନ କରନ୍ତୁ।