Kendrapadaa ରେ ବାପା ସାଜିଲା ଅସୁର,ଝିଅ ସହ ଦୀର୍ଘ ୪ ବର୍ଷ ଧରି ରଖିଲା ପ୍ରେମ ସମ୍ପର୍କ,ଜାଣିଲେ ଆପଣ କ୍ରୋଧିତ ହୋଇଯିବେ ଆଉ କହିବେ…

କେନ୍ଦ୍ରାପଡ଼ାର ଆଳି ଥାନାରୁ ଏକ ଘୃଣ୍ୟ ଖବର ଘଟି ସାମ୍ନାକୁ ଆସିଛି ଯେଉଁଠାରେ ପିତା ଓ ଝିଅର ସମ୍ପର୍କକୁ କଳଙ୍କିତ କରିଦେବା ଭଳି ମାମଲା ଦେଖିବାକୁ ମିଳିଛି। ଏଠାରେ ଗୋଟିଏ ପିତା ରାକ୍ଷାସ ସାଜି ନିଜ ଝିଅ ସହିତ ଲଗାତାର ୪ ବର୍ଷ ଧରି ସମ୍ଵନ୍ଧ ରଖିଆସୁଛି ଓ ଝିଅଟି ଥାନାରେ ଅଭିଯୋଗ କଲାପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

ଏହାପରେ ଝିଅଟି ବାଧ୍ୟ ହୋଇ ମିଡ଼ିଆ ସାମ୍ନାକୁ ଆସିଛି। ଝିଅଟି ମିଡ଼ିଆ ସାମ୍ନାରେ କହିଛି ଯେ, ମୋ ବୟସ ୨୭ ବର୍ଷ ଓ ମୋ ବାପା ଦିବାକର ଆଳି ଥାନାରେ ଡ୍ରାଇଭର ଭାବରେ କାର୍ଯ୍ୟରତ ଅଟନ୍ତି। ସେ ମୋ ସହ ୨୦୧୮ ମସିହାରୁ ସମ୍ଵନ୍ଧ ରଖିଆସୁଛନ୍ତି, ସପ୍ତାହକୁ ଥରେ ଦୁଇଥର ହେଉଥିଲା

କିନ୍ତୁ ଏଥର ସେ ବାରମ୍ବାର ଏମିତି କାମ କରିବାରୁ ମୁଁ ଅସହ୍ୟ ହୋଇପଡ଼ିଲି ଓ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କଲି। ମୋ ବାପା ଡ଼ିପାର୍ଟମେଣ୍ଟ ଲୋକ ହୋଇଥିବାରୁ ମୋର ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।ଏହାପରେ ଝିଅଟି ମହିଳା ସଙ୍ଗଠନର ଆଶ୍ରୟ ନେଇ ଭୁବନେଶ୍ୱରରେ

ଆସି ରହିଲେ କିନ୍ତୁ ଭାଇ, ଦାଦା ଓ ପରିବାର ଲୋକ ଆସି ତାଙ୍କୁ ଘରକୁ ଯିବାପାଇଁ ବାଧ୍ୟ କଲେ କିନ୍ତୁ ସେ ତାଙ୍କସହ ଗଲେନାହିଁ। ବହୁବାର ଏମିତି ଘରଲୋକ ଫେରିକି ଯାଉଥିବା ବେଳେ ଏବେ ଘରଲୋକ ଧ-ମ-କ ଦେଇ କହିଛନ୍ତି କି, ଯଦି ତୁ ଘରକୁ ନାଆସିବୁ ତାହେଲେ ତୁ ନିଶ୍ଚୟ ମରିବୁ। ଏହିପରି ଘଟଣା

ସାମ୍ନାକୁ ଆସିବାପରେ ସୋସିଆଲ ମିଡ଼ିଆରେ ଏହା ଭାଇରାଲ ହୋଇଯାଇଛି ଓ ଲୋକେ ଝିଅକୁ ନ୍ୟାୟ ଦେବାପାଇଁ ଦାବି କରୁଛନ୍ତି। ଏବେ ଦେଖିବାକୁ ବାକି ରହିଲା ପୋଲିସ କେତେ ଜଲଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

Leave a Reply

Your email address will not be published. Required fields are marked *