ବାପା ମତେ DISTURBE କରନି ମୁଁ ମୋ ପ୍ରେମିକ ସହ ଖୁସିରେ ଅଛି,ଏଭଳି କହିଲେ ଝିଅ ଆଉ ତାପରେ…

ଧନ୍ୟ କହିବ ଏ ଝିଅକୁ।ପୁଅ ପାଇଁ ଭୁଲିଗଲା ନିଜ ବାପା ମାଆଙ୍କ ପ୍ରେମକୁ।ବାପା ମା ଙ୍କ ବଳିଦାନ ଭୁଲି ଯାଇ ଫେରାର ହୋଇଗଲା ନିଜ ପ୍ରେମିକ ସହ।ନିଖୋଜ ଥିବା ଝିଅର ଏବେ ଖବର ମିଳିଛି।ଯେଉଁଠି ତାକୁ ଖୋଜିବା ପାଇଁ ସମସ୍ତେ ଦିନ ରାତି ଏକ କରି ସାରିଲେଣି ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କ୍ଷମା ମାଗିଛି।ଆସନ୍ତୁ ଜାଣିବା ସେ କଣ କହିଛି।

ଝିଅଟି କହିଛି କି ମୋର ନାମ ସୁଭାଷିନୀ ମଲିକ ମୁଁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପାଠ ପଢ଼ୁଥିଲି ଆଉ ତାର ଛାତ୍ରୀ ନିବାସରେ ରହୁଥିଲି।ମୁଁ ଆଉ ଗୋଟେ ପୁଅ ପରସ୍ପରକୁ ବହୁତ ଭଲ ପାଇଥିଲି ଦୁଇ ଜଣ ବାହା ହେବୁ ବୋଲି ନିଷ୍ପତି କରିଥିଲୁ ହେଲେ ଆମର ଘରେ ଏହା ପାଇଁ ରାଜି ହୋଇ ନଥିଲେ।ମୋ ପ୍ରେମିକାର ବାହାଘର

୭ ତାରିଖରେ ଠିକ୍ ହୋଇ ଯାଇ ଥିବାରୁ ମୁଁ ଅଧର୍ଯ୍ୟ ହୋଇ ପଡିଲି ଆଉ ମୋ ପ୍ରେମିକ ସହ ଜୁଲାଇ ୨ ତାରିଖ ଦିନ ହଷ୍ଟେଲରୁ ପଳାଇ ଆସିଲି।ମୁଁ ମୋ କଲେଜର ଅଧ୍ୟକ୍ଷ ମୋର ବାପା ମା ଏମାନଙ୍କୁ କ୍ଷମା ମାଗୁଛି ମୋ ପାଇଁ ଯାହା ଗଣ୍ଡଗୋଳ ହେଲା।ମୁଁ ମୋ ନିଜ ଇଛାରେ ଆସିଛି ଏବଂ ମୁଁ ଏହି ଠାରେ ଖୁସିରେ ଅଛି।

ଏହି ଝିଅ ସୁହାସିନି ମଲିକକୁ ତାର ବାପା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ନିବାସରେ ଛାଡିଥିଲେ ଝିଅ ପାଖରୁ କୌଣସି ଖବର ମିଳି ନଥିବାରୁ ସେ କଲେଜରେ ଯାଇ ଝିଅ ବିଷୟରେ ପଚାରି ଥିଲେ।ରେଜିଷ୍ଟରରେ ଲେଖା ଥିଲା କି ଝିଅ ତାର ମାମୁ ସହ ଯାଉଛି ବୋଲି ଝିଅଟି ଜାଣି ଜାଣି ନିଜ ମାମୁଁ ନା ଲେଖିଥିଲା।

ଏହା ପରେ ଝିଅର ବାପା କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ପରେ ଖୋଜାଖୋଜି ଚାଲିବାରୁ ଝିଅଟି ସୋସିଆଲ ମିଡିଆରେ ଏକ ପୋଷ୍ଟ କଲା ଏବଂ ସବୁ ବିଷୟରେ କହି କ୍ଷମା ମାଗିଲା।

ଏହି ଘଟଣା ଜାଣିବା ପରେ କଣ କରିବେ କୌଣସି ବାପା ମା।ଯେଉଁ ଝିଅକୁ ସେ ଏତେ କଷ୍ଟରେ ଏତେ ବଳିଦାନ ଦେଇ ବଡ଼ କରିଥିଲେ ଆଜି ସେହି ଝିଅ ଟିକେ ଖୁସି ପାଇଁ ଅନ୍ୟ ଏକ ପିଲା ସହ ପଳାଇ ଯାଇଛି ନିଜ ବାପା ମା ଙ୍କ କଥା ଟିକେ ଭାବୁନି।ସେ ତ ନିଜେ ପ୍ରେମ ରଙ୍ଗରେ ରଙ୍ଗୀନ ହେବା ପାଇଁ ଗଲାବେଳେ ଭୁଲି ଯାଉଛି

କି ତାର ବାପା ମା ଙ୍କୁ ସମାଜରେ କେତେ ନିନ୍ଦା ଅପବାଦ ସହିବାକୁ ପଡ଼ିବ।ଆଜି ଝିଅଟି ନୂଆ ନୂଆ ପ୍ରେମ ପାଇଁ କିଛି ବୁଝି ପାରୁନି ହେଲେ ସମୟ ଆସିବ ସେ ନିଜ ବାପା ମା ଙ୍କୁ ଖୋଜିବ।

Leave a Reply

Your email address will not be published. Required fields are marked *