ବାପାଙ୍କୁ ମିଛ କହି Hotel ଯାଇଥିଲା ଝିଅ,ତାପରେ ପ୍ରେମିକ କଲା ଏପରି କାମ ଯେ ସାରା ରାଜ୍ୟରେ ହେଇଗଲା ଚାଞ୍ଚଲ୍ୟ…ଦେଖନ୍ତୁ Video

ବରଗଡ଼ ଅଞ୍ଚଳରେ ବର୍ତ୍ତମାନ ଯେଉଁ ଘଟଣା ଘଟିଛି ଏହା ସମ୍ପର୍କରେ ଆମେ ସମସ୍ତେ ନିଶ୍ଚୟ ଭାବରେ ଜାଣି ଥିବା।ସୂଚନା ଅନୁସାରେ ସେହି ଅଞ୍ଚଳରେ ଏକ ଝିଅର ବର୍ତ୍ତମାନ ମୃତ୍ୟୁ ହୋଇ ଯାଇଛି।ତେବେ ସେହି ଝିଅର ପିତାମାତା ସେହି ଝିଅକୁ ପାଠ ପଢ଼ିବା ପାଇଁ ସହର ପଠାଇ ଥିଲେ।କିନ୍ତୁ ତାଙ୍କର ସେହି ଝିଅ ସେଠାରେ ପାଠ ପଢ଼ିବା ବଦଳରେ ଆଉ ଏକ ପୁଅ ସହିତ ପ୍ରେମ କରି ଥିଲା।ତେବେ ଏହା ସେହି ଝିଅ ପାଇଁ କାଳ ହୋଇ ଯାଇଥିଲା।

ସେହି ଝିଅ ଯେତେବେଳେ ସେହି ପୁଅ ସହିତ ସମ୍ପର୍କ ରଖିଥିଲା ତାର ମୃତ୍ୟୁ ଏହି କାରଣ ପାଇଁ ହୋଇ ଯାଇଥିଲା।ସୂଚନା ଅନୁସାରେ ସେହି ଝିଅ କଲେଜ ଯିବା ବଦଳରେ ନିଜର ପ୍ରେମିକ ସହିତ ଏକ ହୋଟେଲ ଚାଲି ଯାଇଥିଲା।ସେଠାରେ ଉଭୟ ପରସ୍ପର ସହିତ ସମ୍ପର୍କ ରଖି ଥିଲେ।ଏହା ପରେ ଅଚାନକ ଭାବରେ ସେହି ଝିଅର ର-କ୍ତ ସ୍ରା-ବ ଆରମ୍ଭ ହୋଇ ଯାଇଥିଲା।

ଏହା ପରେ ସେହି ଝିଅର ସେହି ସ୍ଥାନରେ ଚେତା ପଳାଇ ଯାଇଥିଲା।ତେବେ ସେହି ଝିଅର ଚେତା ସେହି ସ୍ଥାନରେ ଚାଲିଯିବା ଫଳରେ ସେହି ପୁଅର ମୁଣ୍ଡରେ କିଛି କଥା ପଶି ନଥିଲା।ଏହା ପରେ ସେ ସେହି ଝିଅକୁ ନେଇ ଚିକିତ୍ସାଳୟ ଯିବା ପାଇଁ ବାହାରି ଯାଇଥିଲା।ସେଠାରେ ପହଞ୍ଚିବା ପରେ ଚିକିତ୍ସକ ସେହି ଝିଅକୁ ମୃତ ଘୋଷଣା କରି ଦେଇ ଥିଲେ।

ଏହା ପରେ ପୋଲିସ ଏହି ଘଟଣାର ତଦନ୍ତ କରିବା ଆରମ୍ଭ କରିଥିଲା।ସୂଚନା ଅନୁସାରେ ସେହି ଝିଅର ଅବସ୍ଥା ଭଲ ନଥିଲା।ଯାହା ଫଳରେ ସେହି ଝିଅ ସହିତ ସମ୍ପର୍କ ରଖିବା ପରେ ସେହି ଝିଅର ର-କ୍ତ-ସ୍ରା-ବ ଆରମ୍ଭ ହୋଇ ଯାଇଥିଲା।ଯାହା ଫଳରେ ସେହି ଝିଅର ମୃତ୍ୟୁ ହୋଇ ଯାଇଥିଲା।

ସୂଚନା ଅନୁସାରେ ସେହି ଝିଅ ଏକ ନାବାଳିକା ଥିଲା।ଏହା ପରେ ମଧ୍ୟ ସେହି ଝିଅ ସହିତ ସେହି ପୁଅ ସମ୍ପର୍କ ରଖି ଥିଲା।ଯାହା ଏକ ଆଇନ ଗତ ଅପରାଧ ଅଟେ।ତେବେ ସେହି ଝିଅ ସହିତ ସମ୍ପର୍କ ରଖିବା ସମୟରେ ସେହି ପୁଅ ଏହା ମଧ୍ୟ ଜାଣି ଥିଲା କି ସେହି ଝିଅ ଏକ ନାବାଳିକା ଅଟେ।

ଏହା ପରେ ମଧ୍ୟ ସେହି ଝିଅ ସହିତ ସେ ସମ୍ପର୍କ ରଖି ଥିଲା।ଏହା ପରେ ସେହି ଝିଅର ସେହି ସ୍ଥାନରେ ମୃତ୍ୟୁ ହୋଇ ଯାଇଥିଲା।ତେବେ ସେହି ପୁଅ ବର୍ତ୍ତମାନ ପୋଲିସ ପାଖରେ ରହିଛି।ଏହା ସହିତ ପୋଲିସ ଏହି ଘଟଣାର ତଦନ୍ତ କରିବା ସହିତ ଏହି ଘଟଣାରେ ଜଡ଼ିତ ଥିବା ସମସ୍ତ ତଥ୍ୟ ବାହାର କରିବା ପାଇଁ ପ୍ରୟାସ କରୁଛି।ଏହା ସହିତ ଏହି ଘଟଣାରେ ସେହି ପୁଅ ମଧ୍ୟ ବର୍ତ୍ତମାନ ସମସ୍ତ କଥା ସତ ମାନି ନେଇଛି।

https://www.youtube.com/watch?v=N8Ls72SDr68

Leave a Reply

Your email address will not be published. Required fields are marked *