ବେଦିରେ ବର ସହିତ ହେଉଥିଲା ବାହାଘର,ସେହି ସମୟ ରେ SINDURA ଦେଲା PREMIKA ତାପରେ ଯାହା ଘଟିଲା…

ବାହାଘର ଚାଲିଥିଲା ବର ଅପେକ୍ଷା କରିଛି ଆଉ କନିଆବି ବର ଉପରେ ଫୁଲ ପକେଇ ଶଙ୍ଖାଳୀ ଦଉଛି।ବରଣ ମାଳ ପଡ଼ିବାକୁ ଯାଉଛି ହଠାତ ଧୂମାଳ ଭଳିଆ ପ୍ରବେଶ କଲେ ଏହି ଯୁବକ ଦେଖି ନାହାନ୍ତି କଣ କଲେ,ହାତରେ ଆଣିଥିବା ସିନ୍ଦୁର କନିଆ ମୁଣ୍ଡରେ ଲଗେଇ ଦେଲେ।ହେଲେ ସେଇଠୁ କିନ୍ତୁ ବ୍ୟାଟେରୀ ସରି ଗଲା।ଏତେବେଡ ସାହାସ କରିଥିଲେ କିନ୍ତୁ ପଡ଼ିଗଲା ଗୋଟେ ଚାପୁଡ଼ା

ତାପରେ କଣ କଣ ସବୁ ହେଲା ସେ ସବୁର ଭିଜୁଆଲ ନାହିଁ କିନ୍ତୁ ତା ପରର ଭିଜୁଆଲ ଦେଖେଇ ପାରିବୁନାହିଁ କାରଣ ମାଡ଼ରେ ଯୁବକର ଅବସ୍ଥା ଖରାପ ହେଇ ଯାଇଛି।ଏବେ ଶୁଣନ୍ତୁ ସେ କଣ କହୁଛନ୍ତି,ତାଙ୍କ ଘରଲୋକ ତାର ଜବରଦସ୍ତି ବିବାହ କରାଉଥିଲେ ତାପରେ ମୁଁ ବେଦି ଉପରକୁ ଯାଇକି ସିନ୍ଦୁର ପିନ୍ଧେଇ

ଦେଲି ଆଉ ସେଥିପାଇଁ ଝିଅ ଘରର ଲୋକ ମତେ ବାଡେଇଲେ।ସେ ଯୁବକ କହୁଥିଲେ କି ସେ ଝିଅ ତାକୁ କହିଥିଲେ କି ତମେ ଅପେକ୍ଷା କରିଥିବ ଆଉ ଯେତିକି ବେଳେ ବରଣମାଳ ପଡୁଥିବ ଠିକ ସେତିକିବେଳେ ତମେ ସିନ୍ଦୁର ଆଣି ମୋ ମଥାରେ ଲଗେଇଦେବ।ହେଲେ ତାପରେ କାନ ହେବ ନା ସେ ଝିଅ କହିଥିଲେ

ନା ସେ ପିଠିରେ ପଡିଲେ।ଏବେ ଶୁଣନ୍ତୁ ସେ ଯୁବକ କଣ କହୁଛନ୍ତି।ସେ ଯୁବକ କହୁଛନ୍ତି ସେ ୧୩,୧୪ ମାସରୁ ସେ ଝିଅକୁ ଭଲପାଉଥିଲେ ଆଉ ସେ ୯ କ୍ଲାସ ରେ ପାଠ ପଢନ୍ତି।ସେ ଦି ବର୍ଷ ପୂର୍ବରୁ ପାଠ ଛାଡିଥିଲେ।ଏହି ଘଟଣାଟି ହଉଛି ବିହାରର ନାଳନ୍ଦା ଜିଲ୍ଲାର ମୁକେଶ କୁମାର ଯିଏ କି ସେ ଝିଅକୁ ଭଲ ପାଉଥିଲେ

ହେଲେ ସେ ଝିଅ ଏହି ସିନ୍ଦୁର କାଣ୍ଡ ପାଇଁ ତାଙ୍କୁ କହିଥିଲେ ନା ନାହିଁ ତାହା ଏବେ ଯାଏ ଜଣାପଡିନାହିଁ।ସମସ୍ତ ଘଟଣା ପରେ ଝିଅ ଘର ପକ୍ଷରୁ ସେ ପୁଅ ନାରେ ଏତଲା ଦିଆ ଯାଇଛି ଆଉ ମୁକେଶଙ୍କ ଘର ପକ୍ଷରୁ ମଧ୍ୟ ଥାନାରେ ଏତଲା ଦିଆ ଯାଇଛି।

Leave a Reply

Your email address will not be published. Required fields are marked *