ଆମେ ସେହି ଅମୃତକୁ ନ ବୁଝି ଥୁକି ଦିଅନ୍ତି , ଯାହା କ୍ୟାନ୍ସର ସହିତ ଅସଂଖ୍ୟ ରୋଗକୁ କରିଥାଏ ଠିକ୍

ସକାଳୁ ଉଠିକରି କଣ କରାଯାଏ ? ଆୟୁର୍ବେଦ ହିସାବରେ ଆପଣ ଯେବେ ବି ସକାଳୁ ଉଠିବେ ତେବେ ପ୍ରଥମେ ପାଣି ପିଇବେ , ମାନେ ଦିନର ଆରମ୍ଭ ପାଣିରୁ କରନ୍ତୁ, ଏହି ଜିନିଷକୁ ଉଷାପାନ କହନ୍ତି, ଉଷାପାନ ମତଲବ ସକାଳ ଚାରିଟାରୁ ଉଠି ସକାଳୁ ପ୍ରଥମେ ପାଣି ପିଇବା ।ଏହାର ଦୁଇଟି କାରଣ ହୋଇଥାଏ ପ୍ରଥମ କାରଣ ହେଲା ଯେବେ ଆମେ ରାତିରେ ଶୋଇକରି ସକାଳୁ ଉଠୁ ତେବେ ଆମ ମୁହଁରେ ଲାଳର ମାତ୍ରା ଅଧିକା ହୋଇଥାଏ । ଓ ଯେବେ ଆମେ ପାଣି ପିଇଦେବା ତେବେ ଏହି ଲାଳ ଚାଲିଯିବ , ଏଥିପାଇଁ କେବେ ବି ସକାଳୁ ଉଠିକରି ଦାନ୍ତ ସଫା କରନ୍ତୁ ନାହିଁ , ନା ହିଁ କୁଳା କରନ୍ତୁ , କାରଣ ଏମିତି କରିଲେ ସେ ଲାଳ ବାହାରକୁ ଥୁକିବାକୁ ପଡୀଯାଏ , ସକାଳର ଲାଳରେ ବହୁତ ପରିମାଣରେ ଏଲ୍କଲାଇନ୍ ରହିଥାଏ, ଓ ଏହା ଶରୀରରେ ଯାଇକରି ବହୁତ ସାରା ଲାଭ ଦେଇଥାଏ , ଏହା ଶରୀରରେ ଯାଇକରି ପେଟର ସବୁ ରୋଗକୁ ଶେଷ କରିଦିଏ , ଏହା ପେଟରେ ଏସିଡ୍ କରିବାକୁ ଦେବ ନାହିଁ । ରାଜୀବ ଦୀକ୍ଷିତ କହିଲେ କି ସକାଳର ଲାଳ ଯେବେ ଟେଷ୍ଟ କରାଗଲା ତେବେ ପିଏଚ୍ ବାହାରିଲା ତାହା ୮,୪ ଥିଲା, ଯେଉଁଥିରେ ପ୍ରମାଣିତ ହେଲା କି ସକାଳର ଲାଳ ବହୁତ ସାରା ମେଡିସିନାଲ୍ ପ୍ରପୋର୍ଟିଜ୍ ରହିଥାଏ,  ବହୁତ ସାରା ଲୋକ ଆଖିର ତଳର ଡାର୍କ ସର୍କଲ ଆସିଯାଏ , ତେବେ ତାଙ୍କୁ ରାଜୀବ ଜୀ କହନ୍ତି କି ଯଦି ଆଖିର ତଳେ କଳା ସର୍କଲ ଆସୁଛି ତେବେ ସକାଳୁ ଲାଳ ଦ୍ୱାରା ଡାର୍କ ସର୍କଲ ସ୍ଥାନରେ ଲଗାଇଲେ କିଛି ଦିନରେ ତାହା ଠିକ୍ ହୋଇଯିବ ।

ଯଦି କାହାର ଆଖି ଦୁର୍ବଳ ଅଛି ତେବେ ସେ ଚଷମା ହଟାଇବାକୁ ଚାହୁଁଛି ତେବେ ସକାଳର ଲାଳରେ ଆଖିରେ ଲଗାନ୍ତୁ, ଦେଖିବେ ଆଉ ଚଷମା ଲଗାଇବାକୁ ପଡିବ ନାହିଁ , ଯଦି ଆପଣଙ୍କ ଶରୀରରେ କେଉଁଠି ଖଣ୍ତିଆ ହୋଇଛି ତେବେ ଏହି ଲାଳକୁ ସେଠାରେ ଲଗାଇଦିଅନ୍ତୁ , ଏହାର ପ୍ରଭାବ ଆପଣଙ୍କୁ ବହୁତ ଜଲଦି ଦେଖିବାକୁ ମିଳିଯିବ , ଯଦି ଆପଣଙ୍କୁ ବ୍ରଣ, ଆଦି ସମସ୍ୟା ହେଉଛି, ତେବେ ସକାଳର ଲାଳରେ ଚେହେରାରେ ଲଗାନ୍ତୁ , ଏମିତି କରିଲେ ଚେହେରାରୁ ଦାଗ ଦୁର ହୋଇଯିବ ।

ଆମେରିକାରେ କିଛି କମ୍ପାନୀ ଅଛି ଯିଏ ଲାଳର ବିଜନେସ୍ କରନ୍ତି , ସେ ମନୁଷ୍ୟର ଲାଳ ହିଁ ହୋଇଥାଏ , ଯାହା ସ୍ୟାମ୍ପୁର ପ୍ୟାକେଟ୍ ପରି ହୋଇଥାଏ,  ସେ ତାହାକୁ ୫ ମିଲି କୁ ୧ ପ୍ୟାକେଟ୍ ଯାହାର ଦାମ୍ ୧୦ ହଜାର ହୋଇଥାଏ , ଦିନକୁ କମ୍ ସେ କମ୍ ୧୦-୧୨ ପ୍ୟାକେଟ୍ ଲୋକେ ନେଉଛନ୍ତି ୬୦-୭୦ ହଜାର ଖର୍ଚ୍ଚ କରୁଛନ୍ତି , କିନ୍ତୁ ସ୍ଥିତି ଆଗାମୀ ଦିନ ସେମିତି ହୋଇଯାଏ  ମୁହଁ ପୁରା ଶୁଖିଯାଏ , ଜଣେ ଅନ୍ୟଜଣଙ୍କ ଲାଳ କିଛି କାମରେ ଆସେନାହିଁ କିନ୍ତୁ ସେ ନିଜ ସନ୍ତୋଷ ପାଇଁ କରନ୍ତି ।

ଆଜିକାଲି କିଛି ଜୀବନବୀମା କମ୍ପାନୀ ଏକ ନୁଆ ନିୟମ ଯୋଡିଛନ୍ତି , ସେ କାହାର ଜୀବନ ବୀମା କରିବାକୁ ହେଲେ ପ୍ରଥମେ ଲାଳର ଯାଞ୍ଚ କରୁଛନ୍ତି, ଯଦି ସେ ଯାଞ୍ଚରେ କାହାର ଏଲକ୍ଲାଇନ୍ କମ୍ ହେଲା ତେବେ ବୀମା କରିବେ ନାହିଁ , କାରଣ ସେମାନେ ଜାଣିଛନ୍ତି କି ବଞ୍ଚିବାର ଚାନ୍ସ ବହୁତ କମ୍ ଅଟେ, ଏହାର ସୁଚନା ଇଣ୍ଟରନେଟ୍ ରୁ ନେଇପାରିବେ , ଲାଳ ସବୁଠାରୁ କମ୍ ହୋଇଥାଏ ଯେବେ ଆପଣ କେଉଁ ବସ୍ତୁର ଉପଯୋଗ କରିବେ ଯାହା ଆଣ୍ଟୀ ଏକଲାଇନ୍ ହେଇଥିବ , ଆମର ଜୀବନରେ ଯେତେ ବି ଟୁଥପେଷ୍ଟ ବ୍ୟବହାର୍ କରିଥାଉ ତାହା ସବୁ ଆଣ୍ଟିଏକଲାଇନ୍ ହୋଇଥାଏ , ଏହା ସବୁ ଲାଳ ହେବାକୁ ରୋକିଥାଏ,  କୋଲଗେଟ୍ ହେଉ କିମ୍ବା ପେପସୋଡେଣ୍ଟ ସବୁ ପେଷ୍ଟ ଏଲକାଲାଇନ୍ କମ୍ କରିଦିଏ , ସେଥିପାଇଁ ଆପଣଙ୍କୁ ଅନୁରୋଧ ପେଷ୍ଟ ବ୍ୟବହାର କରନ୍ତୁ ନାହିଁ , ନହେଲେ ଆପଣଙ୍କ ଲାଳ କମ୍ ହୋଇଯିବ ।

ଆପଣ ପଚାରିବେ କି ପେଷ୍ଟରେ ଏମିତି କଣ ଅଛି ଯାହା ଲାଳକୁ କମ୍ କରିଦିଏ ପେଷ୍ଟରେ କେମିକାଲ୍ ମିଶାଯାଏ , ଯାହାର ନା ସୋଡିୟମ୍ ଲରେସ୍ ସଲଫେଟ୍ ଏହି ସୋଡିୟମ୍ ଲରେଲ୍ ସଲଫେଟ୍ ବୀଷ ମାନାଯାଏ , ଏହା ଲାଳ ଗ୍ରନ୍ଥିକୁ ସୁଖାଇଦିଏ , ଏଥିପାଇଁ ଦୁନିଆଁରେ ଯିଏ ବି ସେନ୍ସିବେଲ୍ ଡାକ୍ତର ଦାନ୍ତର ଡେଣ୍ଟିଷ୍ଟ ସେ ସବୁ ପ୍ରେସ କରନ୍ତି , ବ୍ରଶ୍ ରେ କେବେ ପେଷ୍ଟ ଲଗାଇବା ଉଚିତ୍ ନୁହେଁ ।

ତେବେ ବନ୍ଧୁଗଣ, ସବୁ କଥାର ଚିକିତ୍ସା ଲାଳ କରିପାରେ, ଓ ଏହି ଲାଳକୁ କମ୍ କରିବାକୁ ଦିଅନ୍ତୁ ନାହିଁ , ଏଥିପାଇଁ ଯେବେ ବି ଉଠିବେ ପ୍ରଥମେ ପାଣି ପିଅନ୍ତୁ , ଓ ଲାଳର ମାତ୍ରା ଅଧିକାରୁ ଅଧିକା ଆପଣଙ୍କ ଶରୀରରେ ଆଣନ୍ତୁ

Leave a Reply

Your email address will not be published. Required fields are marked *