2026 ରେ ଭାଙ୍ଗି ଯିବ ହୀରାକୁଦ ବନ୍ଧ ଚିତଳ ମାଛ ହାଡ଼ରେ ତିଆରି ହେବ ନୂଆ କବାଟ…

୨୦୨୬ ରେ ଭାଙ୍ଗିବ ହୀରାକୁଦ ଜଳ ଭଣ୍ଡାର। ୨୦୨୬ ରେ ଆସୁଛି ବଡ ବିପଦ। ଚିତଳ ମାଛ ସେବେଳେ ବାହାରିଣ ଯିବ। (ମା) ଶାରଦା ଦର୍ଶନ କରି ଗମନ କରିବ।ଛତିଆ ବଟରେ ଯାଇ ପ୍ରାଣ ହରାଇବ।ସେହି ସ୍ଥାନରେ ମୃତ୍ୟୁ ଲଭି କାରଣ ହୋଇବ।ସେ ମତ୍ସ୍ୟର ଅସ୍ଥି ତହିଁ କବାଟ ହୋଇବ।ଯୁଗ ଯୁଗାନ୍ତକୁ କଥା ଗୋଟି ରହିଯିବ।

ମହୋଦଧି ସେହି କାଳେ ମାଡିଣ ଆସିବ।କଳିଯୁଗ ଶେଷ ମାଳିକାରେ ଏହି ଧାଡି ଗୁଡ଼ିକ ଲେଖା ଯାଇଛି।ଯଦି ଆମେ ଚିନ୍ତା କରିବା ତେବେ ଜାଣି ପାରିବା ଯେ ୨୦୨୬ ରେ ଏହା ଘଟିବା ପାଇଁ ଯାଉଚି।ଯଦି ସମ୍ବଲପୁରର ହୀରାକୁଦ ବନ୍ଧ କଥା ଦେଖିବା ତା ହେଲେ ୧୯୪୭ ମସିହାରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା।

ଆଉ ଦଶ ବର୍ଷ ଲାଗିଥିଲା ଏହାକୁ ତିଆରି କରିବା ପାଈଁ।୧୯୫୭ ମସିହାରେ ଏହାର ନିର୍ମାଣ କାମ ସରି ଯାଇଥିଲା।ଯଦି ଆମେ ଦେଖିବା ତାହେଲେ ଏହି ବନ୍ଧ ଅନେକ ପୁରୁଣା ହୋଇ ପଡ଼ୁଛି।ଆଉ ଏହା ଉପରେ ଅନେକ ପ୍ରେସର ବି ପଡ଼ୁଛି।ବନ୍ଧରେ କିଛି ଜାଗାରେ ଫାଟ ବି ଦେଖା ଗଲାଣି।କିନ୍ତୁ ମାଳିକା ଯାହା

କହୁଚି ତାହା ହୋସ ଉଡେଇ ଦେବା ଭଳି।ସମୁଦ୍ର ଗର୍ଭରୁ ଏତେ ବଡ ବଡ଼ ତରଙ୍ଗ ମାନ ଉଠିବ ଯେଉଁଥିରେ ସବୁ ଧ୍ଵଂସ ହୋଇଯିବ।ଲେଖା ଯାଇଛି ଯେ ଚିତଳ ମାଛ ବାହାରିବ।ତେବେ ଏଥିରେ ଲେଖା ଯାଇଛି ରାହାମା ଠାରେ ଶାରଦା ମାଆଙ୍କୁ ଦର୍ଶନ କରିବ ଓ ଛତିଆ ବଟ ଠାରେ ପ୍ରାଣ ହରାଇବ।

ଏହି ମାଛ ମଲା ପରେ ତାର ହାଡ଼ରେ ବନ୍ଧ ତିଆରି ହେବ।କଣ ମାଛ ହାଡ଼ରେ ବନ୍ଧ ତିଆରି ହେବ।ଏହି କଥା ଏବେ ରହସ୍ୟ ସୃଷ୍ଟି କରୁଛି।ସମୁଦ୍ର ମାଡ଼ି ଆସିବ।ସମୁଦ୍ର ତଟ ବର୍ତ୍ତି ଅଞ୍ଚଳ ସବୁ ପାଣିରେ ବୁଡ଼ିଯିବେ।ଅମରାବତୀ ହେବ କଟକର ନୂଆ ନାଁ।ସବୁ କିଛି ନାସ ହୋଇଯିବ ବୋଲି ଭକ୍ତ ମାନେ ଜାଣି ପାରିବେ।

ଏଥିରୁ ମୁକ୍ତି ପାଇବାର ଉପାୟ ହେବ ପ୍ରଭୁ ଶ୍ରୀରାମଙ୍କ ନାମ ଜପ।ଭଗବାନଙ୍କ ନାମ ଜପ କର ସବୁ ଦୁଃଖ ଦୂର ହେବ, ପାଇଯିବେ ଏ ଦୁନିଆରୁ ରକ୍ଷା।କେବଳ ଭଗବାନ ହିଁ ସାହା, ଭଗବାନଙ୍କ କୃପା ହେଲେ ଆମେମାନେ ରକ୍ଷା ପାଇଯିବା।

Leave a Reply

Your email address will not be published. Required fields are marked *