ବିବାହିତ ଭାଉଜ ଙ୍କୁ କରୁଥିଲା ଚିତ ଟାର୍ଗେଟ,GIFT ଦେଇ ଖେଳ କରୁଥିଲା,କହିଲା ଭାଉଜ ପ୍ରେମ ମିଠା କିନ୍ତୁ ଏବେ…

ଶାସ୍ତ୍ରୀ ନଗର ଶୁଭଶ୍ରୀଙ୍କ ଜୀବନ ହାରିବା ପଛର ଖଳନାୟକ ଚିତ୍ତ ରଂଜନ ନିଜର ରିମାଣ୍ଡ ସମୟରେ ଓଗାଳୁଛି ସବୁ କିଛି ସତ କଥା।କେବଳ ଶୁଭଶ୍ରୀ ନୁହେଁ ନିଜ ଜାଲରେ ଏକାଧିକ ନାୟିକାଙ୍କୁ ଫସାଇ ଥିଲା ଖଳନାୟକ ଚିତ୍ତ ରଂଜନ। ସୋସିଆଲ ମିଡିଆ ଜରିଆରେ ବିବାହିତା ମହିଳାଙ୍କୁ ଟାର୍ଗେଟ କରୁଥିଲା ଚିତ୍ତ।କାରଣ ଚିତ୍ତ ପ୍ରାୟ ଭାବୁଥିଲା ଭାଉଜମାନଙ୍କୁ ପ୍ରେମ କଲେ କିଛି ବି ରିସ୍କ ନାହିଁ।

ଏହାପରେ ଭାଉଜଙ୍କୁ ଦାମୀ ଗିଫ୍ଟ ଦେଇ ଏକାଧିକ ମହିଳାଙ୍କ ଦିଲ ଜିତୁଥିଲା ଚିତ୍ତ।ଅନେକ ମହିଳାଙ୍କୁ ଫସାଇ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲା।ଏଭଳି କିଛି ସୂଚନା ଦେଇଛନ୍ତି ପୋଲିସ। ଭୁବନେଶ୍ୱର ଶୁଭଶ୍ରୀ ମୃତ୍ୟୁ ମାମଲାର ଖୋଳତାଡ଼ କରୁଥିବା ବେଳେ ଏଭଳି କିଛି ଚାଂଚଲ୍ୟକର ତଥ୍ୟ ଲାଗିଛି ପୋଲିସ ହାତରେ।

ଆଜି ଚିତ୍ତର ରିମାଣ୍ଡ ଅବଧି ଶେଷ ହେଉଛି।ରିମାଣ୍ଡ ସମୟରେ ଅନେକ କିଛି ତଥ୍ୟ ପୋଲିସ ହାତରେ ଲାଗିଛି।ନିଜ ବୁଦ୍ଧି ଆଉ ବଳ ପ୍ରୟୋଗ କରି ଚିତ୍ତ ଭାଉଜମାନଙ୍କୁ ପଟାଉ ଥିଲା।ଆଉ ତାପରେ ତାଙ୍କ ଉପଭୋଗ କରିବା ପରେ ମଜା ଲୁଟିବା ପରେ ଛାଡି ଚାଲି ଯାଉଥିଲା।କିନ୍ତୁ ଶୁଭଶ୍ରୀ କ୍ଷେତ୍ରରେ ଯେତେ

ଚାଲ ଚଳେଇଲେ ବି ଶେଷରେ ଧରା ପଡ଼ିଯାଇଥିଲା ଚିତ୍ତ।ରହିଲା ସେ କରିଥିବା ପାପ କର୍ମ ପାଇଁ ସେ ଏବେ ପୋଲିସ କବଜାରେ।ତେବେ ତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି ତାହା କୋର୍ଟ ନିଷ୍ପତ୍ତି ନେବ।କିନ୍ତୁ ପୋଲିସ ବର୍ତ୍ତମାନ ଚିତ୍ତ ବିପକ୍ଷରେ ତଥ୍ୟ ସଂଗ୍ରହ କରିବାରେ ବ୍ୟସ୍ତ।

ତେବେ ଅନେକ ନାରୀଙ୍କୁ ଠକି ନିଜ କାମ ହାସଲ କରିଥିବା ଚିତ୍ତ କୁ କେଉଁ ଦଣ୍ଡ ମିଳୁଛି ତାହା ସମୟ କହିବ।ତେବେ ଉଚିତ ଦଣ୍ଡ ସେ ନିଶ୍ଚୟ ପାଇବ।ଭିନ୍ନ ଭିନ୍ନ ପଜଲ ଆମେ ଆଣୁ ତେବେ ପଜଲ ଆପଣଂକୁ କିପରି ଲାଗେ କମେଣ୍ଟ ରେ ଜଣେଇ ପାରିବେ।ଏହା ଛଡା ପ୍ରଶ୍ନ ଓ ଉତ୍ତର ବି ଆଣୁ ତେବେ ପ୍ରଶ୍ନ ଓ ଉତ୍ତର ପଢି ଆପଣଙ୍କ ଅନୁଭବ କଣ କମେଣ୍ଟ ରେ ଜଣେଇପାରିବେ

Leave a Reply

Your email address will not be published. Required fields are marked *