ନିଜ ମା Aparajita ଙ୍କୁ ଧରି କାନ୍ଦିଲେ ଓଡ଼ିଆ ଅଭିନେତା ବାବୁସାନ ମହାନ୍ତି,ଅସଲ କାରଣ ଏବେ ଆସିଲା ସାମ୍ନାକୁ…

ଓଡ଼ିଆ ଫିଲ୍ମ ଜଗତରେ ବାବୁସାନ ମହାନ୍ତିଙ୍କୁ କିଏ ବା ନଜାଣେ, ସେ ନିଜ ଫିଲ୍ମ କ୍ୟାରିଅରରେ ନିଜର ଅଭିନୟ ଓ ଫିଲ୍ମ ଜରିଆରେ ଦର୍ଶକଙ୍କ ମନ ଏଭଳି ଜିତିଥିଲେ ଯେ, ସେ ଆଜି ଓଡ଼ିଆର ଏକ ନମ୍ବର ହିରୋ କହିଲେ ଅତ୍ୟୁକ୍ତି ହେବନାହିଁ। ତାଙ୍କ ବାପା 70-80 ଦଶକରେ ଯେଉଁଭଳି ପ୍ରସିଦ୍ଧ ଅଭିନେତା ମାନଙ୍କ ମଧ୍ୟରେ ଜଣେ ଥିଲେ, ବାବୁସାନ ମଧ୍ୟ ତାଙ୍କଠାରୁ ବଳିଗଲେ

ଓ ଆଜିର ସମୟରେ ସେ ଓଡ଼ିଆ ଅଭିନେତାଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ଅଟନ୍ତି।ଏହାତ ଥିଲା ତାଙ୍କ ଫିଲ୍ମ ଜୀବନର କଥା। ତାଙ୍କ ପର୍ସନାଲ ଜୀବନ କହିବାକୁ ଗଲେ, ସେ ଏବେ ବହୁତ କଠିନ ପରିସ୍ଥିତି ଦେଇ ଗତି କରିଥିଲେ। ଆସନ୍ତୁ ଜାଣିବା ଘଟଣା ବିଷୟରେ, ବାବୁସାନଙ୍କ ବ୍ୟକ୍ତିଗତ ଜୀବନ କଥା କହିବାକୁ

ଗଲେ ସେ ଜଣେ ବିବାହିତ ଯୁବକ ଅଟନ୍ତି ଓ ତାଙ୍କ ପତ୍ନୀଙ୍କ ନାମ ତୃପ୍ତି ମିଶ୍ର ଅଟେ। ଯିଏକି ବାବୁସାନଙ୍କ ପିଲାବେଳର ବନ୍ଧୁ ଥିଲେ ଓ ତାଙ୍କୁ ବାବୁସାନ ଲଭ ମ୍ୟାରେଜ କରିଥିଲେ। ଏହାସହ ତାଙ୍କର ଏକକ ପୁତ୍ର ସନ୍ତାନ ମଧ୍ୟ ରହିଛି।ବ୍ୟକ୍ତିଗତ ଜୀବନର ସମସ୍ୟା କଥା କହିବାକୁ ଗଲେ ବାବୁସାନ ଓ ଓଡ଼ିଆ ଅଭିନେତ୍ରୀ

ପ୍ରକୃତି ମିଶ୍ର ଏବେ ଏକ ଓଡ଼ିଆ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିଲେ। ଏହି ଫିଲ୍ମ ଶୁଟିଂ ସମୟରେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା ଓ ସେମାନଙ୍କ ମଧ୍ୟରେ ଆଫେୟାର ଚାଲିବା ଆରମ୍ଭ ହୋଇଥିଲା।ଏହିସବୁ ଘଟଣା ସାମାଜିକ ରୂପରେ ପର୍ଦାଫାଶ ହେବାପରେ ତାଙ୍କ ପରିବାରରେ ବହୁତ ବଡ଼ ହଙ୍ଗାମା

ସୃଷ୍ଟି ହୋଇଥିଲା ଓ ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ବହୁତ ନିନ୍ଦା କରାଯାଇଥିଲା। ବାବୁସାନ ଏହି ସମୟରେ ଚେନ୍ନାଇରେ ଥିଲେ ଓ ପରିବାର ଲୋକଙ୍କୁ ବହୁତ ମନେ ପକାଉଥିଲେ, ଏହିସବୁ ଘଟଣା ପୁନର୍ବାର ସମାଧାନ ହେବାପରେ ବାବୁସାନ ନିଜ ଘରକୁ ଆସି ମାଆ ଅପରାଜିତାଙ୍କୁ ଧରି ବହୁତ କାନ୍ଦିଥିଲେ ଓ

ସେ ମାଆଙ୍କୁ ଧରି କହିଥିଲେ, ଏପରି ଭୁଲ କାମ ମୁଁ ଆଉ ବିଲକୁଲ କରିବିନାହିଁ।ବାବୁସାନ ଏବେ ପୂର୍ବକଥା ସବୁ ଭୁଲିଯାଇ ନିଜର ନୂଆ ଜୀବନ ଆରମ୍ଭ କରୁଛନ୍ତି ଓ ବାବୁସାନଙ୍କୁ ଏକ ନୂଆ ମିଯାଜରେ ଦେଖି ତାଙ୍କର ଫ୍ୟାନ୍ସ ମାନେ ପୂର୍ବଭଳି ତାଙ୍କୁ ଭଲପାଇବା ମଧ୍ୟ ଦେଉଛନ୍ତି।

Leave a Reply

Your email address will not be published. Required fields are marked *