Jajpur ରେ ସ୍ୱାମୀ ଘରେ ନଥିବା ବେଳେ ଦିଅର ସହିତ ଟିକେ ଗପିଦେଲି କଣ ପାପ ହେଇଗଲା,ମୋ ସ୍ୱାମୀ ନଥିବା ବେଳେ ମତେ ସବୁ ସୁଖ ଦିଏ ମୋ ଦିଅର ଆଉ ତା ପାଇଁ ମୁଁ…ଦେଖନ୍ତୁ Video

କୁହାଯାଏ ସ୍ଵାମୀ ଓ ସ୍ତ୍ରୀ ର ସମ୍ପର୍କ ବହୁତ ପବିତ୍ର ସମ୍ପର୍କ ଅଟେ। ଦୁହେଁ ନିଜର ଏହି ସମ୍ପର୍କକୁ ଭରସା ଓ ବିନା ସନ୍ଦେହରେ ଆଗକୁ ବଢ଼ାଇ ପାରିଲେ ଏକ ପରିବାର ହସଖୁସିରେ ଚାଲିଯାଇଥାଏ। କିନ୍ତୁ ଏହି ସମ୍ପର୍କରେ ଯଦି ଟିକିଏ ସନ୍ଦେହ ସୃଷ୍ଟି ହୁଏ ତାହେଲେ ତାହେଲେ ଏକ ପରିବାର ଧ୍ୱଂସ ହେବାକୁ କିଛି ମିନିଟ ଲାଗିନଥାଏ।

ଏମିତି ଏକ ଘଟଣା ଓଡ଼ିଶାରେ ଦେଖିବାକୁ ମିଳିଛି ଯେଉଁଠାରେ ଜଣେ ମହିଳାଙ୍କ ବିବାହକୁ ପାଞ୍ଚବର୍ଷ ହୋଇ ଯାଇଥିଲା ଓ ତାଙ୍କର ଏକ ପୁଅ ମଧ୍ୟ ଥିଲା। ଦିନେ ରାତିରେ ତାଙ୍କ ସ୍ବାମୀଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା ଓ ପତ୍ନୀ କିଏ ମେସେଜ କରିଛି ବୋଲି ପଚାରିବାରୁ ସ୍ୱାମୀ ତାଙ୍କୁ ମିଛ କହିଥିଲେ କିଏ ଜଣେ ସାଙ୍ଗ ହୋଇଥିବ ବୋଲି କହି ଦେଇଥିଲେ।

ଏହା ପରଠାରୁ ପତ୍ନୀଙ୍କ ମନରେ ନିଜ ସ୍ୱାମୀଙ୍କ ପ୍ରତି ସନ୍ଦେହ ଜାତ ହେବା ଆରମ୍ଭ ହୋଇଥିଲା। ଏହାପରେ ଅନ୍ୟ ଦିନ ଏକ ରାତିରେ ସ୍ୱାମୀଙ୍କ ନମ୍ବରକୁ ଏକ କଲ ଆସିଥିଲା ଓ ପତ୍ନୀ ଏହି କଲ ଉଠାଇବା ପରେ ଏକ ମହିଳାଙ୍କ ଶବ୍ଦ ତାଙ୍କୁ ଶୁଣିବାକୁ ମିଳିଥିଲା ଓ ସେ ଏହାର ବିରୋଧ କରି ତାଙ୍କ ସ୍ବାମୀଙ୍କୁ ଏକଥା ପଚାରିବାରୁ

ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲା ଓ ପାଟିତୁଣ୍ଡ ଲାଗିଲା।ସ୍ୱାମୀ କହିଥିଲେ, ମୋ ଫୋନ ଉଠାଇବାକୁ ତୁ କେମିତି ସାହାସ କଲୁ ଓ ଏହାକହି ସେ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିଥିଲେ। ଏହାପରେ ସ୍ତ୍ରୀ ନିଜ ବାପଘରକୁ ଚାଲିଆସି ମିଡ଼ିଆର ସହାୟତା ଲୋଡ଼ିଲେ ଓ ନ୍ୟାୟ ମାଗିଥିଲେ।ମହିଳା ଜଣକ

ନିଜ ସହିତ ଘଟିଥିବା ସମସ୍ତ ଘଟଣା ମିଡ଼ିଆକୁ କହିଥିଲେ, ସେ ଏହାପରେ କହିଥିଲେ କି ସେ ଜଣେ ପୁଅର ମାଆ ଅଟନ୍ତି ଓ ବର୍ତ୍ତମାନ ମଧ୍ୟ ଗର୍ଭବତୀ ଅଛନ୍ତି। ଏହି ପରିସ୍ଥିତିରେ ତାଙ୍କ ସ୍ୱାମୀ ତାଙ୍କୁ ମାଡ଼ ମାରିଥିବାରୁ ସେ ସହ୍ୟ କରିନପାରି ଘର ଛାଡ଼ିଥିଲେ ଓ ନ୍ୟାୟ ମାଗିଥିଲେ।

https://www.youtube.com/watch?v=_BHs90GPapg

Leave a Reply

Your email address will not be published. Required fields are marked *