Bike ଚକ ରେ ମାଡି କି ଚାଲିଗଲା ନାଗୁଣୀ ର ଜୀବନ,ଆଉ ତାପରେ ନାଗ ନେଲା ଏଭଳି ପ୍ରତିଶୋଧ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ଆପଣ ବହୁତବାର ଶୁଣିଥିବେ ଯେ, ନାଗ କିମ୍ବା ନାଗୁଣୀକୁ ଯିଏ ମାରିଥାଏ। ଏଥିରେ ନାଗ କିମ୍ବା ନାଗୁଣୀ ନିଜ ସାଥିକୁ ଛାଡ଼ି ରହି ପାରିନଥାଏ ଓ ସେ ପ୍ରତିଶୋଧ ନେବାପରେ ନିଜେ ହିଁ ନିଜ ପ୍ରାଣ ଆହୁତି ଦେଇଥାଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବିହାର ଅଞ୍ଚଳରୁ, ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ।ଘଟଣାଟି ବିହାର ରାଜ୍ୟର ଏକ ଛୋଟ ଗାଁର ଅଟେ।

ଯେତେବେଳେ ଏହି ଗାଁ ର ଦୁଇଭାଇ ମନୋଜ ଓ ଦୀନେଶ ସକାଳୁ କେଉଁଆଡ଼େ ନିଜ ବାଇକରେ ବୁଲିବାକୁ ଯିବାବେଳେ ଗାଁ ପାଖରେ ଏକ ନାଗୁଣୀକୁ ଗାଡ଼ି ଚଢ଼ାଇ ଚାଲି ଯାଇଥିଲେ ଓ ଘଟଣା ସ୍ଥଳରେ ହିଁ ନାଗୁଣୀର ମୃତ୍ୟୁ ହୋଇଯାଇଥିଲା ଓ ଏହିକଥା ଦୁଇଭାଇଙ୍କୁ ଅଜଣା ଥିଲା।ଏହାପରେ ନାଗୁଣୀର ସାଥି ନାଗ

ସେହି ଜାଗାକୁ ଆସିଥିଲା ଓ ନାଗୁଣୀର ମଲାଦେହ ପାଖରେ କିଛିସମୟ ବସି ରହିଥିଲା। ନାଗଟି ପ୍ରତିଶୋଧ ନିଆଁରେ ଜଳି ଉଠିଲା ଓ ସେ ରାତିରେ ମନୋଜ ଓ ଦୀନେଶଙ୍କ ଘର ଭିତରକୁ ପଶିଥିଲା ଓ ଶୋଇ ରହିଥିବା ସମୟରେ ମନୋଜଙ୍କୁ ସାପ କାମୁଡ଼ି ଦେଇଥିଲା। ମନୋଜ ଜୋରରେ ଚିତ୍କାର କରିଥିଲା

ଓ ତା’ ଦେହ ହାତ ନୀଳ ପଡ଼ିଯାଇଥିଲା।ଏହାପରେ ଦୀନେଶ ରାତାରାତି ଜଣେ ସାପୁଆ ଗୁଣିଆକୁ ଡ଼କାଇଥିଲେ ଓ ସେ ତୁରନ୍ତ ଦେଖି କହି ଦେଇଥିଲା ଯେ, ବ୍ୟକ୍ତି ଜଣକୁ ନାଗ କାଟି ଦେଇଛି ଓ ସେ ତା’ର ଜୀବନ ହାରି ଦେଇଛି। ମନୋଜର ମୃତ୍ୟୁରେ ଘରଲୋକେ ବହୁତ ଦୁଃଖୀ ହୋଇଗଲେ ଓ ଗୁଣିଆ ଜଣକ କହିଥିଲା

ନାଗ ପୁଣିଥରେ ଦୀନେଶକୁ ମାରିବାକୁ ଆସିବ ଓ ଏଥିପାଇଁ ଦୀନେଶକୁ ମହାଦେବଙ୍କ ମନ୍ଦିର ଯାଇ 108 ଥର ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବାକୁ ହେବ।ପରଦିନ ଦୀନେଶ ମହାଦେବଙ୍କ ମନ୍ଦିରକୁ ଯାଇ ମହାଦେବଙ୍କ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବାକୁ ଲାଗିଲା ଓ ଏହି ସମୟରେ ନାଗ ଦୀନେଶକୁ ମାରିବାପାଇଁ ଆସିଥିଲା।

ଦୀନେଶ 108 ଥର ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲା ଓ ନାଗଟି ତାକୁ କାମୁଡିବାକୁ ଯାଉଥିବା ସମୟରେ ଏକ ବିଜୁଳି ମାରିଥିଲା ଓ ଏଥିରେ ନାଗର ମୃତ୍ୟୁ ହୋଇଥିଲା। ଶେଷରେ ଦୀନେଶ ମହାଦେବଙ୍କୁ ପ୍ରଣାମ ଜଣାଇଲା ଓ ସେଠାରୁ ଆସିଥିଲା।

Leave a Reply

Your email address will not be published. Required fields are marked *