Chandan ଆଉ ମିତାଲି ଙ୍କ ଏଭଳି ଅଚାନକ ଏକାଠି ହେଲା ମୃତ୍ୟୁ,ମାତ୍ର କିଛି ଦିନ ତଳେ ହେଇଥିଲା ବିବାହ ଆଉ ଲୋକ କହିଲେ ପାରିବେନି କେହି ଆମକୁ ଅଲଗା କରି…

ଏମିତି ବି ଆସି ପାରେ ମୃତ୍ୟୁ ଯାହାକୁ କେହି କେବେ ସ୍ବପ୍ନରେ ସୁଦ୍ଧା କଳ୍ପନା କରି ନଥିବେ।କୁହା ଯାଏ ମୃତ୍ୟୁ ଭାରି ନିଷ୍ଠୁର ଏମିତି ସମୟରେ ଆସିଯାଏ ଯେ ଯାହାକୁ ଦେଖିଲେ ଛାତି ଫାଟି ଯାଏ।ଏ ମୃତ୍ୟୁ ତୁ କେତେ ସ୍ୱାର୍ଥପର, ତ ପାଖରେ କଣ ବିବେକ ବୋଲି କିଛି ନାହିଁ ଯଦି ଥାନ୍ତା ତାହେଲେ ତୁ ଏମିତି ଅକାଳରେ କହା ଜୀବନ ନେଇଥାନ୍ତୁ

ଯଦି ସତରେ ତ ପାଖରେ ବିବେକ ବୋଲି କିଛି ଥାନ୍ତା ନା ତାହେଲେ ନୂଆଁ କରି ବିବାହ କରିଥିବା ନବ ଦମ୍ପତିଙ୍କୁ ତୁ ଏମିତି କଣ ତ ସାଙ୍ଗରେ ନେଇପାରନ୍ତୁ।କାହାର ସୁଖ ତତେ ଦେଖା ଯାଏନି ରେ ବୁଢ଼ା ବାପା ଟା ଆଗରେ ଭେଣ୍ଡିଆ ପୁଅର ଜୀବନ ନେଇ ତୁ ଖୁସି ହଉ।ସେଥିପାଇଁ କୁହାଯାଏ,ସେଇ କାଳକ୍ରମ

ବଡ଼ ଦାରୁଣ ରେ ନଜାଣଇ ଦୁଃଖ ସୁଖ ବାଛି ନେବ କଞ୍ଚା ରଖି ଦେବ ପାଚିଲା ଦେବ ଟି ଦାରୁଆ ଦୁଃଖ।ହଁ ଦର୍ଶକ ବନ୍ଧୁ ନୂଆଁ କରି ବିବାହ ବନ୍ଧନରେ ବାନ୍ଧି ହେଇଥିଲେ ନବ ଦମ୍ପତି। ବେଶ ହସ ଖୁସିରେ ଚାଲିଥିଲା ସଂସାର ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ।ନୂଆଁ ସଂସାରକୁ ନେଇ କେତେ କଣ ସ୍ବପ୍ନ ମଧ୍ୟ ଦେଖିଥିଲେ।

ହେଲେ କିଏ ଜାଣିଥିଲା ଏହି ସବୁ ସ୍ବପ୍ନ ପୁରାଣ ହେବା ପୂର୍ବରୁ ରାତି ପାହିଯିବ ବୋଲି।ଆଉ ନବ ଦମ୍ପତି ଦେଖିଥିବା ସ୍ବପ୍ନ ତାସ ଘର ଭଳି ଭାଙ୍ଗିଯିବ ବୋଲି।ବିବାହ ବନ୍ଧନ କୁ ବର୍ଷ କେତେଟା ଯାଇନି କାନ୍ଥରୁ ବାହା ଚିତା ଲିଭିନି ହେଲେ ଲିଭି ଗଲା ନବ ଦମ୍ପତିଙ୍କ ଜୀବନର ଦୀପ।ସତେ ଯେମିତି ସେ ଲଜ ରେ କାଳ

ଏମାନଙ୍କ ବାଟ ଚାହିଁ ବସି ରହିଥିଲା ରାତି ବଢିବା ସାଙ୍ଗକୁ ମୃତ୍ୟୁ ଏମାନଙ୍କ ପାଖକୁ ପାଖେଇ ପାଖେଇ ଆସୁଥାଏ। ହଠାତ ଲଜ ତଳେ ଥିବା ସ୍ୱରୁମ ରେ କୌଣସି କାରଣ ବଶତଃ ନିଆଁ ଲାଗି ପୁରା ଲଜରେ ନିଆଁ ଲାଗି ଯାଇଥିଲା ସେହି ଲଜରେ ଦମ୍ପତି ରହିଥିବାବେଳେ ତାଙ୍କ ଲଜରେ ଅଟୋମେଟିକ

ଲକ ସିଷ୍ଟମ ଥିବାରୁ ଡୋର ଖୋଲି ନଥିଲା ଫଳରେ ସ୍ବାମୀ ସ୍ତ୍ରୀ ସେହି ରୁମ ଭିତରେ ଶ୍ୱାସ ରୁଦ୍ଧ ହେଇ ପ୍ରାଣ ହାରି ଦେଲେ।ହଁ ଆଜ୍ଞା ଆମେ କହୁଛି ସିକନ୍ଦରାବାଗ ରୁବୀ ଲଗଯୋରି ଫ୍ଲାଇଡ ହୋଟେଲ ରେ ଘଟିଥିବା ଦୁର୍ଘଟଣା କଥା ମୃତ ଦମ୍ପତି ହଉଛନ୍ତି କଟକ କଳ୍ପ ବଜାର ସ୍ତିତ ଚନ୍ଦନ ଜେଠି ଓ ସ୍ତ୍ରୀ ମିତଳୀ ଜେଠି।

ସେମାନେ ଏହି ଅକାଳ ଦୁର୍ଘଟଣାରେ ତାଙ୍କ ପ୍ରାଣ ହରାଇ ବସିଛନ୍ତି।ତେବେ ଏହା ଏକ ଭିଡିଓ ରିପୋର୍ଟକୁ ଆଧାର କରି ପ୍ରସ୍ତୁତ।ଜୀବନ ଅଛି ତ ମୃତ୍ୟୁ ଅଛି, ଭଗବାନଙ୍କ ନାମ ଜପ କରି ଜୀଵନକୁ ଧନ୍ୟ କରିଦିଅ,ଭଗବାନଙ୍କ ନାମ ଜପ କର ମୁକ୍ତି ପାଇଯିବ।

Leave a Reply

Your email address will not be published. Required fields are marked *