Cake କାଟି ଦିନେଶ ଙ୍କ ପରିବାର କରୁଛନ୍ତି ଓଏସ,ଆଉ ଏବେ ଦୀପିକା ଖୋଜିକି ପାଇଲେ ଦୀନେଶ ଙ୍କ ଠିକଣା…

ମିଡିଆ:ନାଳ ନର୍ଦମାରେ ବସିକି ରହିଛନ୍ତି ଦୀପିକା ସେହି ଗୋଟିଏ କାରଣ ପାଇଁ ପୁଅକୁ ବାପାର ଅଧିକାର ଆଉ ତାଙ୍କୁ ସ୍ତ୍ରୀ ର ଅଧିକାର।ତେବେ ଦୀପିକା କହିଛନ୍ତି ବସିକି ରହିଲେ ନ୍ୟାୟ ମିଳିବ ନା ନାହିଁ ସେଇଟା ଅଲଗା କଠାଙ୍କିନ୍ତୁ ମୁଁ ନ୍ୟାୟ ପାଇବା ପାଇଁ ଏଠାକୁ ଆସିଛି।ମୁଁ ଯେତେବେଳେ ଦିନେଶ ଙ୍କ ବାହାଘର କଥା ଶୁଣିଥିଲି ସବୁ ମତେ ଅନ୍ଧାର ଦିଶି ଥିଲା

ସେତେବେଳେ ମୁଁ ଦିନେଶଙ୍କ ଘର ପାଖରେ କଣ ଅଛି କି ନାହିଁ ଦେଖି ନଥିଲି।ତେବେ ଯେତେବେଳେ ଭଲ ପାଇଥିଲି ସେତେବେଳେ ମୋ ସହ ଏମିତି ହେବ ବୋଲି ମଧ୍ୟ ମୁଁ ଜାଣି ନଥିଲି।ମୋର ଜଉ ବିଶ୍ୱାସ ଥିଲା ସେ ସବୁ ସେ ଭାଙ୍ଗି ଦେଇଛନ୍ତି।ଆମ ଭିତରେ ସବୁ କିଛି ଠିକ ଥିଲା କିନ୍ତୁ ତାଙ୍କ ପରିବାର ତାଙ୍କୁ ଖରାପ

କରିଦେଇଛନ୍ତି ବୋଲି କହିଛନ୍ତି ଦୀପିକା।ଆମ ଦୁଇ ଜଣଙ୍କର ଯାହା ଭୁଲ ରହିଛି ସେ ଆସିକି ସମାଧାନ କରନ୍ତୁ।ଲୁଚିକରି ବସିଛନ୍ତି କଣ ପାଇଁ ଦିନେଶ କହୁଛନ୍ତି ଟି ଦଶ ବର୍ଷ ଜେଲ ପଛକେ ଯିବି ତତେ ବାହା ହେବିନି। ଜେଲ ଗଲାପରେ ବି ଶୁଣିବାର ନାହିଁ।କାରଣ ମୋର ଯେତିକି ଇଜ୍ଜତ ଗଲା ମୁଁ ଯେତିକି ଅପମାନ

ସହିଛି ଏବେ ବି ସମୟ ଅଛି ଠିକ ଠାକ କରନ୍ତୁ।ଦିନେଶ ଯଦି ମତେ ଏବେ ଆସି କହିବେ ମୁଁ ତାକୁ ଗ୍ରହଣ କରିବି ତାହେଲେ ମୁଁ ନିଶ୍ଚୟ ହିଁ କରିବି କାରଣ ମୁଁ ତାଙ୍କର ସ୍ତ୍ରୀ।ଦୀପିକା କହିଛନ୍ତି ଦୀନେଶ ଙ୍କ ପରିବାର ଯାଇ କେକ କାଟି ମସ୍ତି କରୁଛନ୍ତି ଆଉ ଓଏସ କରୁଛନ୍ତି।ମୁଁ କେତେ କଷ୍ଟରେ ଅଛି ଆପଣ ମାନେ ଦେଖି ପାରୁଥିବେ।

ଆଉ ସେମାନେ କେତେ କଷ୍ଟରେ ଅଛନ୍ତି ସେକଥା ମୁଁ ଆପଣଙ୍କୁ ଦେଖାଇବି।ଫୋଟ ମୋ ପାଖରେ ଅଛି ନିଶ୍ଚିନ୍ତ ତାହା ମୁଁ ଆପଣ ମାନଙ୍କ ପାଖରେ ସେୟାର କରିବି।ମୋ ଶଶୁର ତାଙ୍କ ସାଙ୍ଗକୁ କେକ ଖୁଆଉଥିବା ବେଳେ ମୋ ଶାଶୁ ମଧ୍ୟ ତାଙ୍କ ସାଙ୍ଗକୁ କେକ ଖିଆଉଛନ୍ତି।ସେଠି ସେମାନେ ମଜା କରୁଛନ୍ତି।

ତେବେ ଦୀପିକା କେତେ ଖର ବର୍ଷା ସହି ନ୍ୟାୟ ପାଇଁ ବସି ରହିଛନ୍ତି।ହେଲେ ଦିନେଶ ଙ୍କ ପରିବାର ଘର ଛାଡ଼ି ଯାଇ ଓଏସ କରୁଛନ୍ତି।କିଭଳି ଦିନେଶ ଏସବୁ କରୁଛନ୍ତି ତାହାକୁ ନେଇ ପ୍ରଶ୍ନ କରୁଛନ୍ତି ଦୀପିକା।୪୩ ଦିନରେ ଆସି ପହଞ୍ଚିଛି ଦୀପିକା ହେଲେ ଦୀପିକା ଙ୍କ ପାଖକୁ ଏବେ ଯାଏ ପ୍ରଶାସନ ଆସି ପହଞ୍ଚି ନାହିଁ।କେବଳ ସମାଜ ସେବୀ ତାଙ୍କୁ ନ୍ୟାୟ ଦେବା ପାଇଁ ସହାୟତାର ହାତ ବଢାଇଛନ୍ତି।

Leave a Reply

Your email address will not be published. Required fields are marked *