ମାଟିରେ ମିଶିଲା KISHORE ମଟନ ଦୋକାନ,କଲି ଠିଆ ଗାଲୁ ମାରୁଥିଲେ ଆଉ ଆଜି ହେଲା ଏଭଳି ଅବସ୍ଥା…

ମାଟିରେ ମିଶିଛି କିଶୋର ଭାଇଙ୍କ ମଟନ ଦୋକାନ,୨୦ ବର୍ଷ ପୁରୁଣା ସେହି କିଶୋର ଭାଇଙ୍କ ମଟନ ଦୋକାନ ଟି ଭାଙ୍ଗି ଦେଇଛି ବିଏମସି ଆଉ ମାଟିରେ ମିଶି ଯାଇଛି ସେଇ ମଟନ ଦୋକାନ ଟି।ସେ ମଟନ ପାଇଁ ନା କମେଇଥିବା କିଶୋର ଭାଇ ମଟନ ଦୋକାନ ବା ଦୂରଦର୍ଶନ କେନ୍ଦ୍ର ପାଖ ଦୋକାନ ଏବେ ମାଟିରେ ମିଶି ଯାଇଛି।

ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତ ପାଇଁ ବିଏମସି ନେଇଛି କଡା କାର୍ଯ୍ୟାନୁଷ୍ଠାନ।ହେଲେ ଗତ କଳି ତାଯୁବ କରାଇଥିଲା ଯେତେବେଳେ କିଶୋର ଭାଇ ତାଙ୍କ ଦୋକାନ ଚଳାଇଥିଲେ।ଗ୍ରାହକ ସେମିତି ଆସିଥିଲେ ଆଉ ମଟନ ଝୋଳ ସହିତ ଭାତ ମଧ୍ୟ ଖାଇଥିଲେ।ଆଉ କିଶୋର ଭାଇ କହିଥିଲେ ୨୦ ବର୍ଷର ସେହି ପୁରୁଣା

ଲାଇସେନ୍ସ ପାଇଁ ତାଙ୍କୁ ପଚରା ଉଚରା କରା ଯାଇଥିଲା ଆଉ ତାଙ୍କ ପାଖ ଦୋକାନରେ ଚଢ଼ାଉ ହେଇଥିଲା ନା କି ତାଙ୍କ ଦୋକାନରେ ଚଢଉ ହେଇଥିଲା।ମୋ ଖାଦ୍ୟ ଦେଖି କଣ ଆପଣ କହି ପାରିବେ କି ମୁଁ ଏଥିରେ କଣ ରଙ୍ଗ ଆଉ ନକଲି ସସ ମିସାଉଛି ବୋଲି।୨୦ ବର୍ଷ ହେଲା ମଟନ ରାନ୍ଧୂଛି ହେଲେ ମୋ

ମଟନ ରେ ମୁଁ କେବେବି ସସ ମିସେଇନି।ଆଉ ଏହା ପରେ ବିଏମସି କତୃପକ୍ଷ ମଧ୍ୟ କହିଥିଲେ ଯଦି ତାଙ୍କୁ ତାଗିଦ କରାଯିବା ପରେ ମଧ୍ୟ ସେ ଦୋକାନ ଖୋଲିଥିଲେ ତାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।ଆଉ ସତରେ ମଧ୍ୟ ବିଏମସି ଆଜି କିଶୋର ଭାଇ ମଟନ ଦୋକାନକୁ ଆସି ତା ଉପରେ ବୁଲ୍ଡଯୋର

ଚଲାଇଛି।ଆଉ ମାଟିରେ ମିଶି ଯାଇଛି ତାଙ୍କର ମଟନ ଦୋକାନ ଟି।କିଶୋର ଭାଇ:କଣ ଦୁଇ ଦିନ ତଳେ ଆସିଥିଲେ ଏମିତି ଫୁଡ ବାବଦରେ ତ ସାର କିଛି ନେଇ ନାହାନ୍ତି ମୋ ପାଖରୁ ସିଜ କରିକି।କିନ୍ତୁ ସବୁ ଖବର ମିଡିଆରେ ବାହାରିଲା ଆଉ ବାହାରିଲା ପରେ ସାର ଆସିଲେ ଆଉ ଭାଙ୍ଗି ଦେଲେ ଆଉ।

ମିଡିଆ:କଣ କହିଲେ ସାର?କିଶୋର ଭାଇ:କିଛି ନାହିଁ କିଛି କୁହା ନାହିଁ କି କିଛି ନୋଟିସ ମଧ୍ୟ ମୋ ପାଖକୁ ଆସିନି।ମିଡିଆ:ଆଛା ଆଗରୁ କିଛି ନୋଟିସ ଆସିନି କି କୋର୍ଟ ଅର୍ଡର କିଛି ମଧ୍ୟ ଅସିନି?କିଶୋର ଭାଇ:ନା ନା କିଛି ଆସିନି।ଆଉ ମୋର ରେଜିଷ୍ଟ୍ରି କାଗଜପତ୍ର ମଧ୍ୟ ଅଛି ସାର ଦେଖିଲେ

ଦେଖିଲା ପରେ ମଧ୍ୟ ଭାଙ୍ଗିଲେ।ମିଡିଆ: ଷ୍ଟେ ଅର୍ଡର ଥାଇକି ବି ଭାଙ୍ଗି ଦେଲେ?କିଶୋର ଭାଇ:ହଁ।ମିଡିଆ:କଣ କାରଣ ଥିଲା ଯେ ଭାଙ୍ଗି ଦେଲେ?କିଶୋର ଭାଇ:କିଛି କାରଣ ନାହିଁ,କିଛି ମତେ କାରଣ ଜଣାଇ ନାହାନ୍ତି ହଠାତ ଆସିଲେ ଆଜି,ଆଉ ଭାଙ୍ଗିଲେ।

Leave a Reply

Your email address will not be published. Required fields are marked *