ଶେଷରେ ମୁହଁ ଖୋଲିଲେ ଦୀନେଶଙ୍କ ମାଆ ଆଉ ଏମିତି କଥା ସାମ୍ନାକୁ ଆଣିଲେ,କହିଲେ DNA ଟେଷ୍ଟ ରେ ଯାହା ହେଇଥିଲା ସେ ସବୁ…

ଦୀନେଶ ଓ ଦୀପିକାଙ୍କ ଷ୍ଟୋରୀ ବିଷୟରେ ଆପଣମାନେ ତ ସମସ୍ତେ ଜାଣିଥିବେ। କିଭଳି ଦୀପିକା ଜୋରଧରି ଦୀନେଶଙ୍କ ଘର ସାମ୍ନାରେ ବସିରହିଛି ଓ ନିଜ ପରିବାର ଆଉ ନିଜ ସ୍ୱାମୀର ଅଧିକାର ଦାବି କରୁଛି। ବହୁତ ଦିନ ଧରି ଏସବୁକୁ ନେଇ ଚୁପ ହୋଇ ବସି ରହିଥିଲେ ଦୀନେଶଙ୍କ ମାଆ କିନ୍ତୁ ଆଜି ସେ ଦୀପିକାଙ୍କ ନାମରେ ଯାହା କହିଲେ

ତାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ରହିଯିବେ।ଦୀନେଶଙ୍କ ମାଆ ଏହି ମାମଲାକୁ ନେଇ ନିଜର ମୁହଁ ଖୋଲୁନଥିଲେ କିନ୍ତୁ ସେ ଗତକାଲି ମିଡ଼ିଆ ସାମ୍ନାକୁ ଆସି ଯେମିତି ମନ୍ତବ୍ୟ ଦେଇଛନ୍ତି ତାକୁ ଶୁଣିଲେ ଯେକେହିବି ଦୀପିକା ବିରୋଧୀ ହୋଇଯାଉଛି। ଦୀନେଶଙ୍କ ମାଆ ବାରମ୍ବାର ଏହାକହି ନଜର

ଆସୁଛନ୍ତି ଯେ, ଦୀପିକା ୩ କୋଟି ଟଙ୍କା ଡିମାଣ୍ଡ କରୁଛି ଓ କହୁଛି ଯଦି ମୋତେ ୩ କୋଟି ଟଙ୍କା ଦେଇଦେବେ ତାହେଲେ ମୁଁ ଏଠାରୁ ଚାଲିଯିବି।ସେପଟେ ଦୀନେଶଙ୍କ ମାଆ ଆଉ ଏକ କଥା କହିଛନ୍ତି, ସେ କହୁଛନ୍ତି ଯଦି ସେ ପିଲା ଦୀନେଶର ଅଟେ ତାହେଲେ ମୋତେ ତା’ DNA ରିପୋର୍ଟ ଦେଖା ତାହେଲେ

ମୁଁ ତା’ ସମାଧାନ ବାହାର କରିବି। ଏଥିରେ ଦୀପିକା କହିଛି, DNA ରିପୋର୍ଟ ମୁଁ କୋର୍ଟକୁ ହସ୍ତାନ୍ତର କରିଦେଇଛି। ଏଥିରେ ଦୀନେଶଙ୍କ ମାଆ ପୁଣି କହିଛନ୍ତି, ତୁ କାହିଁକି ଏତେ ମିଛ କହୁଛୁ ଦୀପିକା, ଟଙ୍କା ପାଇଁ ତୁ ଏମିତି ଆଉ କେତେ ପିଲାଙ୍କ ଜୀବନ ତ ନଷ୍ଟ କରିଥିବୁ।ଦୀପିକା ମହିଳାଙ୍କ ଏହିସବୁ କଥାକୁ

ଖଣ୍ଡନ କରି କିନ୍ତୁ ଗୋଟିଏ କଥା କହୁଛି କି, ମୋତେ ଟଙ୍କା ଦରକାର ନାହିଁ। ମୋତେ ମୋ ପରିବାର ଆଉ ମୋ ପିଲାର ବାପାର ପରିଚୟ ଦରକାର। ଏହାସହ ଦୀପିକା ମିଡ଼ିଆ ଆଗରେ କହିଛି କି, ଗତ ଦିନରେ ଦୀନେଶଙ୍କ ଘରଲୋକେ ତାଙ୍କ ପାଲ ଚିରି ଦେଇଥିଲେ।

Leave a Reply

Your email address will not be published. Required fields are marked *