ଏହି Trick ଜାଣିରଖନ୍ତୁ ଯେଉଁ ଝିଅ ଆପଣାକୁ ଅନାଉ ନଥିବ ଭଲ ପାଇବା ଆରମ୍ଭ କରିଦେବି,ଜାଣିରଖନ୍ତୁ ଏହି ସାଧାରଣ କଥା ଗୁଡିକ…

Uncategorized

ଯଦି ଆପଣ ଚାହାଁନ୍ତି କୌଣସି ଝିଅ ଆପଣଙ୍କ ଗାର୍ଲଫ୍ରେଣ୍ଡ ହେଇଯାଉ ତାହେଲେ ଆପଣଙ୍କୁ ପ୍ରଥମେ ଝିଅଟିକୁ ପ୍ରପୋଜ କରିବା ପୂର୍ବରୁ ଝିଅଟି ସହିତ ସମୟ କାଟନ୍ତୁ ଓ ଝିଅଟିର ଫ୍ରେଣ୍ଡ ହୋଇ ରୁହନ୍ତୁ। ଆଜ୍ଞା ହଁ ଫ୍ରେଣ୍ଡ ହୋଇ ରୁହନ୍ତି ଫ୍ରେଣ୍ଡ ଜୋନ୍ ହୁଅନ୍ତୁ ନାହିଁ। ଯଦି ଆପଣ ମନେ ମନେ ଯାହାକୁ ପସନ୍ଦ କରୁଛନ୍ତି ତାଙ୍କୁ ଯଦି ଡାଇରେକ୍ଟ ଯାଇ ଆଇ ଲଭ ୟୁ କହିବେ

ତାହେଲେ ଆପଣଙ୍କର ଚୂନ ସେଇଠି ଲାଗେ ଆଉ ଆପଣଙ୍କୁ ଝିଅ ମନା କରିଦିଏ। ସେଥିପାଇଁ ଆପଣ ଝିଅଟି ସହିତ ପ୍ରଥମେ ଫ୍ରେଣ୍ଡ ଭାବରେ ବ୍ୟବହାର କରନ୍ତୁ ଓ ତା’ କଥା ଶୁଣନ୍ତୁ।ଝିଅଟିର କଥା ଧ୍ୟାନର ସହକାରେ ଶୁଣାନ୍ତୁ:-ଯଦି ଆପଣ କୌଣସି ଝିଅକୁ ମନେ ମନେ ପସନ୍ଦ କରୁଛନ୍ତି ତାହେଲେ ଆପଣ

ସେହି ଝିଅଟି ସହିତ ମିଶନ୍ତୁ। ଝିଅମାନେ ଅଧିକ କଥା ହେବାକୁ ପସନ୍ଦ କରନ୍ତି ତ ଆପଣ ତାଙ୍କ କଥାକୁ ଧ୍ୟାନର ସହକାରେ ଶୁଣନ୍ତୁ ଓ ତାଙ୍କ ହଁ ରେ ହଁ ମାରନ୍ତୁ। ଆଉ ସେ ଶେୟର କରୁଥିବା ସବୁକଥାକୁ ଧ୍ୟାନର ସହକାରେ ଶୁଣନ୍ତୁ। ମନୋବିଜ୍ଞାନ ଏହା କହିଥାଏ ଯେ, ଯେତେବେଳେ ତୁମେ ଜଣଙ୍କର କଥା ଧ୍ୟାନର

ସହକାରେ ଶୁଣିଥାଅ ସେତେବେଳେ ବିପକ୍ଷ ଲୋକ ଆପଣଙ୍କ ପ୍ରତି ଭଲ ଭାବନା ଆଣିଥାଏ ଓ ଦିନ ଆସେ ସେ ନିଜର ପ୍ରତ୍ୟେକ କଥାକୁ ଆପଣଙ୍କ ଶେୟର କରି ରହିପାରେନି।ଝିଅଟିର କଥାରେ ସହମତି ଦେଖାନ୍ତୁ:-ଯଦି ଆପଣ କୌଣସି ଝିଅକୁ ମନେ ମନେ ପସନ୍ଦ କରନ୍ତି ତାହେଲେ ସର୍ବପ୍ରଥମେ ଝିଅଟିର

ପ୍ରତ୍ୟେକ କଥାରେ ସହମତି ଦେଖାନ୍ତୁ। ଯେମିତିକିଉଦାହରଣ: ଯଦି ଝିଅଟି କହେ ମୋତେ ଜବ କରିବାକୁ ବହୁତ ପସନ୍ଦ କିନ୍ତୁ ଆମ ଘରଲୋକଙ୍କୁ ଏହା ପସନ୍ଦ ନୁହେଁ। ଏଥିରେ ଆପଣ ଉତ୍ତର ଦେଇ କହିବେଏହା ବହୁତ ଭଲ ଓ ସବୁ ଝିଅଙ୍କ ଚିନ୍ତାଧାରା ତୁମ ଭଳି ହୋଇଗଲେ ଝିଅଙ୍କ ସବୁ ଦୁଃଖ ଦୂର ହୋଇଯିବ ଓ

ଏହାସହ ଆପଣ ଝିଅଟିର ପ୍ରଶଂସା କରିବାସହ ତାଙ୍କ ଫ୍ୟାମିଲି ନିଷ୍ପତ୍ତି ଉପରେ ମଧ୍ୟ ସମ୍ମାନ ଦେଖେଇବେ। ଏଥିରେ ଝିଅଟି ମନେ ମନେ ଆପଣଙ୍କୁ ବହୁତ ପସନ୍ଦ କରିବ ଓ ଆପଣଙ୍କୁ ନିଜର ସାଥି ରୂପରେ ପାଇବାକୁ ଚେଷ୍ଟା କରିବ।ଝିଅଟିକୁ ପ୍ରଶଂସା କରନ୍ତୁ:-ଯଦି ଝିଅକୁ ଆପଣ ପସନ୍ଦ କରୁଛନ୍ତି ତାହେଲେ

ଲଗାତାର ୧୦ ଦିନ ପର୍ଯ୍ୟନ୍ତ ଝିଅଟିର ପ୍ରଶଂସା କରନ୍ତୁ ଓ ସେ ପିନ୍ଧିଥିବା ଡ୍ରେସ ଆଉ ତାଙ୍କ ହେୟାର ଷ୍ଟାଇଲକୁ ନେଇ ମଧ୍ୟ ପ୍ରଶଂସା କରନ୍ତୁ କିନ୍ତୁ ୧୧ ଦିନଠାରୁ ଆପଣ ଝିଅକୁ ନଦେଖିଲା ଭଳି ହୁଅନ୍ତୁ ଆଉ ତାଙ୍କ ଉପରେ ଜମାରୁ ବି ଧ୍ୟାନ ଦିଅନ୍ତୁ ନାହିଁ। ଏଥିରେ ଝିଅ ମନେ ମନେ ବହୁତ ବ୍ୟସ୍ତ ହୋଇପଡି଼ବ ଯେ

କାହିଁକି ଆପଣ ଆଜି ତାଙ୍କୁ ଧ୍ୟାନ ଦେଲନାହିଁ। ଏହାପରେ ଆପଣ ସେଦିନ ତାଙ୍କୁ କୌଣସି ମେସେଜ କରନ୍ତୁନାହିଁ। ଏଥିରେ ଝିଅଟି ଆପଣଙ୍କୁ ନିଶ୍ଚୟ ମେସେଜ କିମ୍ବା କଲ କରି ପଚାରିବ କଣପାଇଁ ତୁମେ ଆଜିକାଲି ନୀରବ ରହୁଛ। ଝିଅଟି ଆପଣଙ୍କୁ ହରାଇବାକୁ ଚାହିଁବ ନାହିଁ ଓ ଆପଣଙ୍କ। ପ୍ରେମରେ ସେ ନିଶ୍ଚୟ ପଡ଼ିଯିବ।

Leave a Reply

Your email address will not be published. Required fields are marked *