ଏହି ଲୋକ ମାନଙ୍କର ବାତିଲ ହୋଇଯିବ Rasaan Card,ଜାଣନ୍ତୁ ନୂଆ ନିୟମ ବିଷୟରେ,ଭୁଲ ରେ ମଧ୍ୟ ଏହି କାମ କରନ୍ତୁ ନାହିଁ…

ସରକାରଙ୍କର ରାସନ କାର୍ଡ ସମ୍ପର୍କିତ ପରିବର୍ତ୍ତିତ କିଛି ନିୟମ ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା ତେବେ ସରକାରଙ୍କର ଏପରି କିଛି ନିୟମ ରହିଛି ଯାହା ମଧ୍ୟରେ ଆପଣ ଯଦି ଆସୁ ନଥିବେ ତେବେ ଆପଣଙ୍କର ରାସନ କାର୍ଡ ବାତିଲ ହୋଇଯିବ।ତେବେ ସରକାର ଗରିବ ଲୋକମାନଙ୍କୁ ଖାଦ୍ୟ ଶସ୍ୟ ପ୍ରଦାନ କରିବା ପାଇଁ ଏହି ରାସନ କାର୍ଡ ଯୋଜନା ଆରମ୍ଭ କରି ଥିଲେ।ଅନେକ ହିତାଧିକାରୀ ଏହି ଯୋଜନାରେ ଅଂଶ ଗ୍ରହଣ କରିବା ସହିତ ଏହାର ଅନେକ ଭାବରେ ଲାଭ ଉଠାଇ ପାରି ଥିଲେ।ଏହି ଯୋଜନାରେ ଅଂଶ ଗ୍ରହଣ କରି ଅନେକ ଗରିବ ଲୋକ ମଧ୍ୟ ଉପକୃତ ହୋଇ ପାରି ଥିଲେ।

ଏବେ ମିଳୁଥିବା ସୂଚନା ଅନୁସାରେ ଅନେକ ଲୋକ ଅଯୋଗ୍ୟ ହେବା ପରେ ମଧ୍ୟ ଏହି ଯୋଜନାରେ ଅଂଶ ଗ୍ରହଣ କରି ଏହାର ଲାଭ ଉଠାଇବା ପାଇଁ ପ୍ରୟାସ କରୁଛନ୍ତି।ଯାହା ଫଳରେ ଅନେକ ଲୋକ ଏହା କାରଣରୁ ଏହାର ଲାଭ ଉଠାଇ ପାରୁ ନାହାନ୍ତି।ଆମେ ଏହିଠାରେ ଏପରି କିଛି ନିୟମ ସମ୍ପର୍କରେ ଆଲୋଚନା କରିବା ଯଦି ଆପଣ ଏହି ସମସ୍ତ କଥା ସହିତ ଜଡିତ ଥିବେ ତେବେ ଆପଣଙ୍କ ରାସନ କାର୍ଡ କାଟି ଦିଆ ଯିବ।ନଚେତ ଆପଣ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଥାଏ।ଆପଣଙ୍କ ଉପରେ ସରକାର କାର୍ଯ୍ୟନୁଷ୍ଠାନ ନେବାର ମଧ୍ୟ ସମ୍ଭାବନା ରହିଛି।

ଯେପରିକି ଆପଣ ଯଦି ଚାକିରି କରିବା ପରେ ମଧ୍ୟ ଏହି ଯୋଜନାର ଲାଭ ଉଠାଉଛନ୍ତି ତେବେ ଆପଣଙ୍କ ଉପରେ ସରକାର କାର୍ଯ୍ୟନୁଷ୍ଠାନ ନେଇ ପାରିବେ।ଏହା ପରେ ଆପଣ ଯଦି ନିଜର ରୋଜଗାରରେ ୧୦୦ ବର୍ଗ ଫୁଟରୁ ଅଧିକ ଅଞ୍ଚଳରେ ନିଜର ଜମି ରଖିଛନ୍ତି ତେବେ ମଧ୍ୟ ଆପଣ ଏହି ଯୋଜନାରେ ଅଂଶ ଗ୍ରହଣ କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଅଯୋଗ୍ୟ ଅଟନ୍ତି।

ଏହା ପରେ ଆପଣ ଯଦି ନିଜର ଏକ ଚାରି ଚକିଆ ଯାନ କିଣି ଥିବେ ତେବେ ମଧ୍ୟ ଆପଣ ଏହି ଯୋଜନାରେ ଅଂଶ ଗ୍ରହଣ କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଅଯୋଗ୍ୟ ଅଟନ୍ତି ଓ ଏହା ପରେ ମଧ୍ୟ ଆପଣଙ୍କ ପାଖରେ ଯଦି ରାସନ କାର୍ଡ ରହିଥାଏ ତେବେ ଆପଣ ଏହାକୁ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ବାଧ୍ୟ ଅଟନ୍ତି।

ଏହା ସହିତ ଯଦି ଆପଣଙ୍କର ବାର୍ଷିକ ଆୟ ୨ ଲକ୍ଷରୁ ଅଧିକ ରହିଛି ତେବେ ମଧ୍ୟ ଆପଣ ଏହି ଯୋଜନାରେ ଅଂଶ ଗ୍ରହଣ କରିବା ପାଇଁ ଅଯୋଗ୍ୟ ଅଟନ୍ତି।ଆପଣ ଏହି ଯୋଜନାରେ ଅଂଶ ଗ୍ରହଣ କରି ପାରିବେ ନାହିଁ।ଏହା ବ୍ୟତୀତ ଯଦି ଆପଣ ଅଧିକ ଦିନ ଧରି ରାସନ କାର୍ଡ ବ୍ୟବହାର କରି ଖାଦ୍ୟ ଶସ୍ୟ ଆଣି ନାହାନ୍ତି

ତେବେ ମଧ୍ୟ ଆପଣଙ୍କ ରାସନ କାର୍ଡ ବାତିଲ କରି ଦିଆ ଯିବ।ଆପଣ ଏହି ଯୋଜନାରେ ଅଂଶ ଗ୍ରହଣ କରିବା ପାଇଁ ଅଯୋଗ୍ୟ ହୋଇ ଯିବେ।ଏହା ପରେ ଯଦି ଆପଣ ଏହି ସବୁ ଥିବା ପରେ ମଧ୍ୟ ରାସନ କାର୍ଡ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ଉପରେ ଆଇନଗତ କାର୍ଯ୍ୟନୁଷ୍ଠାନ ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *