ବହୁତ ବଡ଼ ଖୁସି ଖବର,Biju ପକ୍କା ଘରକୁ ନେଇ ଆସିଲା ଲାଟେଷ୍ଟ ଅପଡେଟ,ଏବେ ଏହି ମନକୁ ମିଳିବ ନୂଆ ଘର…

ଚଳିତବର୍ଷ ଓଡ଼ିଶାବାସୀଙ୍କ ପାଇଁ ଏକ ଖୁସିର ଖବର ଆସିସାରିଛି। ଏହି ଖୁସି ଖବରଟି ହେଉଛି ରାଜ୍ୟବାସୀଙ୍କ ପାଇଁ ବିଜୁ ପକ୍କାଘର ନିମନ୍ତେ ବଜେଟ ଜାରି କରାଯାଇ ସାରିଛି। ଆସନ୍ତୁ ଜାଣିବା ଲିଷ୍ଟରେ କେବେ ନାଁ ଆସିବ ଓ ଘର କେବେ ବନାଯିବ।ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶା ବାସୀଙ୍କ ନିମନ୍ତେ ୨ ଲକ୍ଷ କୋଟି ଟଙ୍କାର ବଜେଟ ଜାରି କରାଯାଇ ସାରିଛି।

ଏହି ବଜେଟରେ କୃଷି ଉନ୍ନୟନ କାର୍ଯ୍ୟ ଓ ଅନ୍ୟାନ୍ୟ କାମକୁ ଛାଡ଼ିଦେଲେ ବିଜୁ ପକ୍କାଘର ପାଇଁ ମୋଟ ପାଞ୍ଚ ହଜାର କୋଟି ଟଙ୍କା ନିରଞ୍ଜନ ପୂଜାରୀଙ୍କ ତରଫରୁ ଜାରି ହୋଇଛି। ଏହାପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ଗରିବ ଲୋକଙ୍କୁ ପକ୍କାଘର ଯୋଗାଇ ଦେବାପାଇଁ ବିଜୁ ପକ୍କାଘର ଆଗରୁ ଆସିସାରିଛି କିନ୍ତୁ

ଏବେ ଏହା ସରକାରଙ୍କ ଆଉ ଏକ ଲିଷ୍ଟ ଆସିଛି ଯେଉଁଥିରେ ସରକାର ଚଳିତବର୍ଷର 2022-23 ଜାରି କରି ଖବର ପ୍ରଦାନ କରିଛନ୍ତି।ବିଜୁ ପକ୍କାଘରର ମୂଳ ଉଦ୍ଦେଶ୍ୟ ହେଲା ଯେଉଁ ଗରିବ ଲୋକଙ୍କ ବାସଘର ନାହିଁ ସେମାନଙ୍କୁ ସରକାରଙ୍କ ତରଫରୁ ଏକ କୋଠାଘର ଯୋଗାଇ ଦେବା ଯାହାଦ୍ୱାରା ସେ ସୁରୁଖୁରୁରେ ସରକାରଙ୍କ ତରଫରୁ

ନିଜର ଘର ପାଇପାରିବ।ଖବର ଆସିବାପରେ ଲୋକଙ୍କ ମନରେ ଉତ୍କଣ୍ଠା ଜାଗି ଉଠିଛି କି, କେବେ ଲୋକେ ଏହାର ଫାଇଦା ଉଠାଇପାରିବେ? ଏଥିରେ ଆମେ ଆପଣଙ୍କୁ ଜଣାଇଦେଉଛୁ ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା 2022-23 ର ଏହି ବଜେଟରେ ଆସନ୍ତା 2023 ମଝି ଆଡ଼କୁ ଆପଣଙ୍କୁ ସରକାରଙ୍କ ତରଫରୁ ଏକ ପକ୍କାଘର ମିଳିଯିବ।

Leave a Reply

Your email address will not be published. Required fields are marked *