୩ ଜୁନ୍ ଗୁରୁବାର ଠାରୁ ହନୁମାନଜୀ ରହିବେ ଏହି ୫ ଟି ରାଶି ଉପରେ କରିବେ କୃପା – ମିଳିବ ବହୁତ ସାରା ଖୁସି ଓ ମିଳିବ ସବୁ ସଙ୍କଟରୁ ମୁକ୍ତି

ଆମ ହିନ୍ଦୁ ଧର୍ମରେ ଅନେକ ଦେବା ଦେବୀଙ୍କର ପୂଜାଅର୍ଚ୍ଚନା ହୋଇଥାଏ, ଯେଉଁଠି ହନୁମାନଙ୍କୁ ବଳ ବୁଦ୍ଧି ଓ କୌଶଳର ଦାତା , ଓ ପ୍ରଭୁ ଶ୍ରୀ ରାମଙ୍କ ପରମ ଭକ୍ତ ଓ ଭଗବାନ ଶିବଙ୍କ ରୁଦ୍ରାବତାର ବୋଲି ଜଣାଯାଆନ୍ତି । ହନୁମାନଜୀଙ୍କୁ ସବୁବେଳେ ସାହାସ ଓ ବିରତା ସହ ଯୋଡିକରି ଦେଖାଯାଏ ,ହିନ୍ଦୁ ଧର୍ମରେ ହନୁମାନଜୀର ମଙ୍ଗଳବାର ଦିନ ହିଁ ତାଙ୍କ ବାର ହୋଇଥାଏ । ଏହି ଦିନ ଯେଉଁ ଭକ୍ତ ସଚ୍ଚା ମନରେ ପୁଜା କରିଥାଏ ତାର ସବୁ ମନୋକାମନା ପୁରା ହୋଇଯାଏ । ଗ୍ରହ ନକ୍ଷତ୍ରର ପରିବର୍ତ୍ତନରୁ ଆମର ରାଶିଗୁଡିକ ଉପରେ କିଛି ନା କିଛି ପ୍ରଭାବ ନିଶ୍ଚିତ ଭାବରେ ପଡେ ଯାହାର କାରଣରୁ ଆମର ଜୀବନରେ ସୁଖ ବି ଆସିପାରେ ଓ ଦୁଃଖ ବି ଆସିପାରେ ସେମିତି ଦେଖିବାକୁ ଗଲେ ବ୍ୟକ୍ତିର ଜୀବନରେ ସୁଖ ଦୁଃଖ ଯିବା ଆସିବା ଲାଗିରହିଥାଏ, ଏହା ପ୍ରକୃତିର ନିୟତି ଅଟେ । ରାମ ଭକ୍ତ ହନୁମାନଜୀ ସବୁ ଦେବତାଙ୍କ ମଧ୍ୟରେ ଚଞ୍ଚଳ ଓ ଶକ୍ତିଶାଳୀ ଦେବତା ଭାବେ ଜଣାଯାଆନ୍ତି ।

ହନୁମାନଙ୍କର ଗୋଟେ କଥା ଖାସ୍ ଅଟେ କି ଯେବେ କେଉଁ ଭକ୍ତ ତାଙ୍କୁ ସଚ୍ଚା ଭକ୍ତିଭାବରେ ଡାକେ ତେବେ ସେ ସହାୟତା କରିବା ପାଇଁ ନିଶ୍ଚିତ ଚାଲିଆସନ୍ତି । ହନୁମାନ ଚାଳିଶାର ଏହି ଦୋହା ବିଷୟରେ ଉଲ୍ଲେଖ କରାଯାଇଛି ପ୍ରଭୁ ମୋତେ ବଳ, ବୁଦ୍ଧି ଓ ବିଦ୍ୟା ଦିଅନ୍ତୁ , କିନ୍ତୁ ଯଦି ହନୁମାନ ଚାଳିଶା ଜପରୁ ପ୍ରଥମେ ପ୍ରଭୁ ଶ୍ରୀ ରାମଙ୍କର ନାମ ସ୍ମରଣ କରାଯାଏ ତେବେ ହନୁମାନ ଅତି ଶ୍ରୀଘ୍ର ପ୍ରସନ୍ନ ହୋଇଥାନ୍ତି । ଓ ସବୁ ମନୋକାମନା ପୁରା କରିଦିଅନ୍ତି । ସେମିତି ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ୩ ଜୁନ୍ ଗୁରୁବାର ଦିନ ଠାରୁ ମହାବଳୀ ହନୁମାନଜୀ ନିଜ କୃପା ବୃଷ୍ଟି କରି ବାକୁ ଯାଉଛନ୍ତି , ଯାହାର ପ୍ରଭାବରୁ ଏମିତି ୫ ଟୀ ରାଶିକୁ ବହୁତ ସଫଳତା ପ୍ରାପ୍ତି ହେବ । ଓ ତାଙ୍କ ଜୀବନରେ ସବୁ ସଙ୍କଟ ଦୁର ହୋଇଯିବ । ଓ ଏହା ତାଙ୍କ ଜୀବନରେ ଖୁସିର ଆଗମନ ହେବ , ଆସନ୍ତୁ ଜାଣିବା ସେହି ୫ ଟି ରାଶିଗୁଡିକ ବିଷୟରେ ।

୧) ମେଷ ରାଶି- ମେଷ ରାଶିର ବ୍ୟକ୍ତି ମାନେ ୩ ଜୁନ୍ ଠାରୁ ତାଙ୍କ ଜୀବନରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିବ । ଓ ଏହି ମାସ ତାଙ୍କ ପାଇଁ ବହୁତ ଶୁଭ ରହିବ । ଯାହାର କାରଣରୁ ତାଙ୍କ ଜୀବନରେ ଉନ୍ନତି ଆଡକୁ ଅଗ୍ରସର ହେବ ।

୨) ସିଂହ ରାଶି- ସିଂହ ରାଶିର ବ୍ୟକ୍ତି ମାନେ ଗୁରୁବାର ଠାରୁ ବହୁତ ଭଲ ସମୟ ପାଈବେ , ହନୁମାନଙ୍କ କୃପାରୁ ଏହି ରାଶିର ଲୋକେ ବେପାର ଓ ଚାକିରି କ୍ଷେତ୍ରରେ କରାଯାଇଥିବା ପ୍ରୟାସରେ ସଫଳତା ପାଇପାରିବେ ।

୩) ତୁଳା ରାଶି- ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଗୁରୁବାର ଦିନ ଠାରୁ ସମୟ ବହୁତ ଅନୁକୁଳ ହେବାକୁ ଯାଊଛି, ଓ ବହୁତ ସାରା ଖୁସି ମିଳିବ । ଜୀବନରେ ନାନାଦି ପ୍ରଗତି ଓ ପରିବର୍ତ୍ତନ ଦେଖାଦେବ,  ହନୁମାନଙ୍କ କୃପା ଦୃଷ୍ଟିରେ ଚାକିରି ଓ ବେପାର କ୍ଷେତ୍ରରେ ଉନ୍ନତି ମିଳିପାରିବ ।

୪) ବିଛା ରାଶି- ବିଛା ରାଶିର ବ୍ୟକ୍ତି ବିଶେଷଙ୍କର ଗୁରୁବାର ଦିନ ଠାରୁ ସମୟ ଭଲ କଟିବାର ଆଶଙ୍କା ଦେଖାଯାଊଛି, ଯେଉଁ ମାନେ ବିଦ୍ୟାର୍ଥୀ ଅଟନ୍ତି ସେମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବାର ସଂମ୍ଭାବନା ରହୁଛି । ଓ ଆପଣଙ୍କର ଦ୍ୱାରା କରାଯାଇଥିବା ପ୍ରୟାସଗୁଡିକ ସମାଧାନ ହେବ ବଜରଙ୍ଗବାଲୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ, ଆପଣଙ୍କ ଜୀବନରେ ସବୁ ଅସୁବିଧାଗୁଡିକର କଷ୍ଟର ନିବାରଣ ହେବ ।

୫) ମୀନ ରାଶି- ମକର ରାଶିର ଲୋକଙ୍କ ପାଇଁ ଗୁରୁବାର ଦିନ ଠାରୁ ଭଲ ସମୟ ରହିବ, ଧାର୍ମିକ କାର୍ଯ୍ୟରେ ଆପଣଙ୍କ ରୁଚି ବଢିବ , ଆପଣ ନିଜ ପରିବାର ସହ କେଉଁ ଧାର୍ମିକ ସ୍ଥଳର ଯାତ୍ରାରେ ଯାଇପାରନ୍ତି, ଯାହାର କାରଣରୁ ମନକୁ ଶାନ୍ତି ମିଳିପାରିବ ଓ କାରୋବାରରେ ବିସ୍ତାର ବୃଦ୍ଧି କରିବେ ।

Leave a Reply

Your email address will not be published. Required fields are marked *