ସିକୁରଟି ଗାର୍ଡ କହିଲେ ଭୁବନେଶ୍ୱର IG Park ରେ ସନ୍ଧ୍ୟା ହେଲା ଚାଲୁଚି ଅଲଗା ଖେଳ,କିଛି ଲୋକ ଏହାକୁ ମାଳିସାହି କରିସାରିଲେଣି…

ତେବେ ଗାର୍ଡ ଜଣକ କହିଲେ,ଆଜ୍ଞା ଆମେ କଣ କରିବୁ? ଆପଣ ତ ଦେଖୁଛନ୍ତି କି ସେ ଖୋଲା ଖୋଲି ଭାବରେ କେମିତି ହେଉଛନ୍ତି।ତେବେ ତାଙ୍କୁ ପୋଲିସ ନେଇକି ବି କଣ କରିବ? ସେମାନେ ପବ୍ଲିକ ଭାବେ ପଶୁଛନ୍ତି ଆଉ ଏମିତି ହେଉଛନ୍ତି ଯାହା କି ଅଶ୍ଳୀଳ ଅଟେ।ତେବେ ତାଙ୍କୁ ଆମେ କଣ ଅଟକାଇ ପାରିବୁ?ଆମେ ଯେତେବେଳେ ପଚାରିଲୁ,ଆପଣ ତାଙ୍କୁ ପାର୍କ ଭିତରକୁ ପଶିବାକୁ ହି କାହିଁକି ଦେଉଛନ୍ତି?

ସେ କହିଲେ,ଏଟା ପବ୍ଲିକ ପ୍ଲେସ ଆଜ୍ଞା ଆଉ ଆମେ କଣ ଗେଟ ଦେଇଦେବୁ କି?ସେମାନେ ପବ୍ଲିକ ହିସାବରେ ପଶୁଛନ୍ତି ଆଉ ଏପରି ହେଉଛନ୍ତି।ଆପଣ କଣ ଜାଣି ନାହାନ୍ତି ଯେ ଆପଣ ପଚାରୁ ଛନ୍ତି କି ସେମାନେ କଣ କରୁଛନ୍ତି। ସାରା ଭୁବନେଶ୍ୱରରେ ହି ଏହା ଚାଲିଛି ଆଉ ଆଇଜି ପାର୍କରେ ଏହା କେତେ ଚାଲେ

ତାହା ବାବଦରେ ଆପଣଙ୍କୁ ହୁଏତ ଜଣା ନଥିବ ମାତ୍ର ଆମେ ଆଖିରେ ଦେଖୁଛୁ।ଆପଣ ପଛକୁ ବୁଲନ୍ତୁ ଆଉ ଦେଖନ୍ତୁ ଆପଣ କ୍ୟାମେରାରେ କି ଏହା କଣ ରୋଡ଼ ନୁହଁ? ଏଠି ପବ୍ଲିକ ଯିବା ଆସିବା କରନ୍ତି ଆଉ ଆପଣ ହି ଦେଖନ୍ତୁ କି ସେ ଏହା ମଝିରେ ବସିଥିଲେ ଆଉ ଯେତେବେଳେ ଆମେ ତାଙ୍କୁ ଏହା କହିଲୁ

କି ଆପଣ ଏଠାରେ ବସନ୍ତୁ ନାହିଁ ଉଠି ଯାଆନ୍ତୁ ସେତେବେଳେ ସେ ଆମ ଉପରେ ଚଢ଼ିଗଲେ।ମୋ ଉପରେ ଚଢ଼ିଗଲେ ଆଉ କହିଲେ ଏପରି ମୋତେ।କଣ ରୋଡ଼ ଉପରେ ବସିଥିଲେ ଆଉ ଆପଣ କହିଲେ ବୋଲି ଏପରି ଝଗଡା ହେଲା?ସେ କହିଲେ,ଆଜ୍ଞା ହଁ ଆମେ ଏକ ଗାର୍ଡ ହିସାବରେ ଏହା କହିଲୁ

ଆଉ ସେ ମୋ ଉପରେ ଚଢ଼ିଗଲେ ଆଉ ଏହା କହିଲେ କି ଆପଣ କିଏ ଆମକୁ କହିବାକୁ।ତେବେ ଗାର୍ଡ ହିସାବରେ ଏହା କହିବା ଆମର ଭୁଲ।ଏଠାରେ ଦେହଜିବି ମାନଙ୍କର ବ୍ୟାପାର ମଧ୍ୟ ହେଉଛି ଆଉ ସବୁକିଛି ହେଉଛି ମାତ୍ର ଆମେ ଗାର୍ଡ ହିସାବରେ ଆମର କିଛି ବ୍ୟାକ ଅପ ନାହିଁ ବୋଲି ଆମେ ଏହାକୁ

ଅଟକାଇ ପାରୁନାହୁଁ।ତେବେ ପୋଲିସଙ୍କୁ ଜଣେଇଲା ବେଳକୁ ମଧ୍ୟ ସେ କିଛି କରୁ ନାହାନ୍ତି ଆଉ ଆପଣ ଜାଣନ୍ତୁ କି ସେମାନେ କିପରି ଆଉ କଣ କରୁଛନ୍ତି। ପୋଲିସ କିଛି ପଦକ୍ଷେପ ନେଉ ନାହାନ୍ତି ଆଉ ସେମାନେ ବା କଣ କରିବେ।ପବ୍ଲିକ ପାର୍କ ଆଉ ତାହା ହିଁ ହେବ।”

Leave a Reply

Your email address will not be published. Required fields are marked *