ଦୀପିକା କହିଲେ Dinesa ଆଉ ମୁଁ ବଡ ହୋଟେଲରେ ଆଧାର କାର୍ଡ ଦେଇକି ଯାଉ,ଆଉ ରାତିସାରା ସେ ମତେ…

ଦୀପିକା କହିଲେ,ସେ ତାର ଆଧାର କାର୍ଡ ଦିଏ ଆଉ ମୁଁ ମୋର ଆଧାର କାର୍ଡ ଦିଏ।ଆମେ ଏଜ ଗାର୍ଲଫ୍ରେଣ୍ଡ ଆଉ ବୟଫ୍ରେଣ୍ଡ ହିସାବରେ ରହୁଥିଲୁ।ସ୍ୱାମୀ ସ୍ତ୍ରୀ ହିସାବରେ ରହିଥିଲେ ତାହା ବହୁତ ଭଲ ହେଇଥାନ୍ତା ମାତ୍ର ଆମେ ବୟଫ୍ରେଣ୍ଡ ଆଉ ଗାର୍ଲଫ୍ରେଣ୍ଡ ହିସାବରେ ରହୁଥିଲୁ। ବଡ ହୋଟେଲ ମାନଙ୍କରେ କିଛି ପ୍ରବ୍ଲେମ ନଥାଏ କାରଣ ସେଠାରେ ସମସ୍ତେ ଏମିତି ରହୁଥାଆନ୍ତି।

ଆମେ ବି ରହୁଥିଲୁ। ରିଲେସନରେ ରହିବା ପରେ ମୋତେ ଏମିତି ସବୁ ପ୍ରବ୍ଲେମ ଆସିଲା ଯାହା କି ଲେଡିଜ ପ୍ରବ୍ଲେମ ଆଉ ଯେପରିକି ପିରିଏଡ୍ସ ଆସେ ଆଉ ମୁଣ୍ଡ ବୁଲେଇବା ଆଦି ହୁଏ।ତେବେ ତାହା ମୁ କାହାକୁ କହି ପାରୁ ନଥିଲି ଆଉ ମୁଁ ତାହାପରେ ମୋ ମାଉସୀଙ୍କୁ କଲ କଲି ଆଉ ତାଙ୍କୁ ଜଣେଇଲି।

ତେବେ ଦିନେସଙ୍କୁ ମଧ୍ୟ ମୁଁ ଜଣେଇ ଥିଲି କି ମୋର ମେନ୍ସ ଆଦି ହେଉନାହିଁ ତେବେ ସେ ଜଣେ ଲେଡିଜଙ୍କ ନମ୍ବର ଦେଇଥିଲେ ଆଉ ମୋତେ କହିଥିଲେ କି ଚେକ ଅପ କରେଇବାକୁ।ତେବେ ପରେ ମୁଁ ଆସିଥିଲି ଆଉ ତାଙ୍କ ପାଖରେ ଚେକ ଅପ କରେଇ ଥିଲି ମାତ୍ର କିଛି ଫଳ ହେଲା ନାହିଁ।ତେବେ ସେଦିନ ଦିନେସ ମଧ୍ୟ

ଏକ କିଟ ଆଣିଥିଲେ।ତାଙ୍କର ଆଉ ମୋ ଭିତରେ ବହୁତ ଝଗଡା ହେଇ ଯାଇଥିଲା କାରଣ ମୁଁ ତାଙ୍କୁ କହି ଦେଇଥିଲି କି ଯଦି ମୁ ଗର୍ଭବତୀ ହୁଏ ତାହେଲେ ସେ ମୋତେ କୋର୍ଟ ମ୍ୟାରେଜ କରିବା ପାଇଁ ବାଧ୍ୟ ବୋଲି। ତେବେ ଆମ ଦୁଇଜଣଙ୍କ ଭିତରେ ଝଗଡା ହେଇ ଯାଇଥିଲା। ତେବେ ସେ ମଧ୍ୟ ଘରକୁ ଦୌଡ଼ି

ପଳେଇ ଆସିଲେ ଆଉ ସବୁ ଛାଡି ଦେଇଥିଲେ। ତାଙ୍କ ବାପା ମଧ୍ୟ ସବୁକିଛି ପଇସାରେ କମ୍ପ୍ରମାଇଜ କରିବାକୁ ଚେଷ୍ଟା କରିଥିଲେ।ମୁଁ ବି କହିଦେଇଥିଲି କି ମୁଁ ବେ-ଶ୍ୟା ନୁହଁ ଆଉ ମୁଁ ଥାନା ଗଲି କେସ କରିବାକୁ।ମୋର ଜେହେତୁ ଅବିବାହିତ କେସ ଥିଲା ତ ସେ ଏହା ଉପରେ ଏକ ଟାଉନ ଥାନାରେ କେସ ନେଇ

ଯାଇଥିଲେ ଆଉ ତାହା ମୋତେ ବି ଜଣା ନଥିଲା କି ଏକ ବକତ୍କାର କେସ ହେଇଯିବ ବୋଲି।ତେବେ ସେମାନେ ଏହି ଅବିବାହିତ ଭାବେ ଗର୍ଭବତୀ ହେଇଥିବା ଜିନିଷକୁ ଏକ ବଳାତ୍କାର ରୂପରେ ଦେଖାଇବେ ତାହା ଜଣା ନଥିଲା।ମୁଁ ନିଜେ ବି ଜାଣି ଆଶ୍ଚର୍ଯ୍ୟ ହେଇଗଲି କି ତାଙ୍କ ଉପରେ ଏକ ବଳତ୍କାରର କେସ ଲାଗିଛି

Leave a Reply

Your email address will not be published. Required fields are marked *