Mausa ନିଜ ଝିଆରୀ ସହ କଲା ବିବାହ ଆଉ ଶିଶୁପାଳ ହେଇମଲା ମାଉସୀ,ମାଉସ କହିଲେ ଝିଆରୀ ଯୋଉ ମଜା ଦେଲା ମାଉସୀ ହେଲାନି…

ଅଢେଇ ଅକ୍ଷର ପ୍ରେମରେ କଳା ଦାଗ ଲଗାଇଲେ ମଉସା ଝିଆରୀ।ଦିନ ଥିଲା ମଉସା ଡାକୁଥିଲେ ଏବେ ଡାର୍ଲିଂ ଡାକୁଛନ୍ତି।ଦିନ ଥିଲା ସମ୍ମାନ ଦେଉଥିଲେ ମୁଣ୍ଡିଆ ମଧ୍ୟ ମାରୁଥିଲେ।ହେଲେ ଏବେ କୁଣ୍ଢା କୁଣ୍ଢି ହେଇ ଗେଲ କରା କରି ହଉଛନ୍ତି।ବା ବା ରେ କି ପ୍ରେମ ମଉସା ଝିଆରୀ ପ୍ରେମ, ଛି ଛି।ଝିଆରୀ ଡାକୁଥିଲା ମଉସା ଆଉ ମଉସା ଡାକୁଥିଲେ ଓଲୋ ଧନ।ଏବେ କିନ୍ତୁ ସମ୍ପର୍କ ସହିତ ଡାକ ବି ବନ୍ଦ ହେଇଯାଇଛି।

ଏବେ ଦୁହେଁ ଦୁହିଁଙ୍କୁ ଡାକୁଛନ୍ତି ହେଇଟି ଶୁଣୁଛ ସମ୍ପର୍କରେ ମଉସା ଝିଆରୀ କିନ୍ତୁ ପ୍ରେମ ଆକାଶର ପ୍ରେମ ପକ୍ଷୀ ଦୁହେଁ।ଖାଲି ଚାହିଁ ବସିଥିଲେ ଖୋଲା ଆକାଶରେ କେବେ ସମୟ ମିଳିବ ଆଉ ଦୁହେଁ ଡେଣା ମେଲେଇ ଖୁବ ଉପରକୁ ଉଡିଯିବେ।ଦୁହିଁଙ୍କ ସମୟ ଆସିଲା ଆଉ ଉଡ଼ିଗଲେ ଦୁହେଁ।ଉବୁଟୁବୁ ପ୍ରେମ ପାଖି ମାନିଲେନି

ସମାଜର କିଛି ନୀତି ନିୟମ।ମଉସା ଓ ଝିଆରୀ ଗୋଟିଏ ବିଛଣାରେ ଶୋଉଥିଲେ ପରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଲା।ଝିଆରୀ ମାଉସୀ ଆଖିରେ ଧୂଳି ଦେଇ ମାଉସୀ ଝିଆରୀ ଶବ୍ଦକୁ ଗୁଳି ମାରି ମଉସାଙ୍କ ସହ ନଟରପଟର ହେଲା,ଖାଇଲେ ଶୋଇଲେ ଖାଲି ମଉସା ଦେଖା ଗଲେ।

ମଉସା ଧନ ବୋଲି ଡ଼ାକିଦେଲେ ମନରେ ପ୍ରେମର ଶିହରଣ ଖେଳି ଯାଉଥିଲା।ଉଭୟ ଉଭୟକୁ କହିଲେ ଯିଏ ଯାହା କହୁଛି କହୁ ଆମେ କିନ୍ତୁ ପ୍ରେମ କରିବା ବେଲଜ୍ୟା ମଉସା ନିଜ ସ୍ତ୍ରୀ କୁ ଛି କହି ନିଜ ଝିଆରୀ କୁ ଆଇ ଲଭ ୟୁ କହିଲା ହେଲେ ଦୁହିଁଙ୍କ ମଧ୍ୟରେ ଫାଟ ସାଜିଥିଲେ ମଉସାଙ୍କ ସ୍ତ୍ରୀ।ସ୍ତ୍ରୀ ଶୋଇ ସରିବା

ପରେ ମଉସା ଝିଆରୀଙ୍କ ପରେ ଚାଲେ ଚୁମା ଦିଆ ନିଆ ଚାଟିଙ୍ଗ।ରାତି ଅନିଦ୍ରା ହେଇ ପ୍ରେମ ଗପ ହୁଅନ୍ତି।ଖାଲି ଯେ ଗପ ହୁଏ ତାହା ନୁହଁ ଆଜ୍ଞା ଆଖି ଧାରାରେ ରୋମାନ୍ସ ମଧ୍ୟ କରନ୍ତି।କୁହା ଯାଏ ପ୍ରେମ ହଉଛି ଅନ୍ଧ,ପ୍ରେମ ଦେଖେନି ବୟସର ବନ୍ଧ ବାଡ଼,ପ୍ରେମ ଦେଖେନି ଜାତି ବାଡ଼ ବାସ ପ୍ରେମ ହୋଇଯାଏ

ଏପରିକି ସମ୍ପର୍କ ବି ପ୍ରେମ ଆଗରେ ତୁଚ୍ଛ ଲାଗେ।ଯାହାର ଜଳନ୍ତ ଉଦାହରଣ ଏହି ମଉସା ଝିଆରୀ ଭିତରେ ଦେଖିବାକୁ ମିଳିଛି।ଏହି ପ୍ରେମର ସମ୍ପର୍କ ଏବେ କେନ୍ଦ୍ରାପଡାରେ ଚର୍ଚ୍ଚାର ବିଷୟ ପାଲଟିଛି ଆଜ୍ଞା।

Leave a Reply

Your email address will not be published. Required fields are marked *