ଓଡ଼ିଆ ହିରୋଇନ ଜିନା ସାମଲ ବାହାଘର ଏତେ ଦିନ ପରେ ମଧ୍ୟ କାହିଁକି ମା ହେଇ ନାହାନ୍ତି,କହିଲେ ଏବେ Enjoy ସମୟ ଆଉ Rudra ମୁଁ ମିଶି…

ନମସ୍କାର ଦର୍ଶକବନ୍ଧୁ! ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ଓଲିଉଡ ଅଭିନେତ୍ରୀଙ୍କ କଥା କହିବାକୁ ଯାଉଛୁ ଯିଏ କି ଆପଣଙ୍କର ବହୁତ ପ୍ରିୟ ହୋଇଥାଇପାରନ୍ତି।ତେବେ ଜିନା ସାମଲଙ୍କୁ ଆପଣ ଭଲ ଭାବେ ଜାଣିଥାଇପାରନ୍ତି।ତେବେ ଜିନା ଅନେକ ଆକ୍ଟିଙ୍ଗ କରୁଥିବାର ମଧ୍ୟ ଆପଣ ଦେଖିଥାଇପାରନ୍ତି।ତେବେ ଦର୍ଶକ ବନ୍ଧୁ ଆପଣ ଓଲିଉଡର ଖୁବ ଲୋକପ୍ରିୟ ଅଭିନେତ୍ରୀ ଜିନା ସାମଲଙ୍କୁ

ତ ଭଲ ଭାବରେ ଜାଣିଥାଇପାରନ୍ତି।ସେ ଅନେକ ଆକ୍ଟିଙ୍ଗ କରିଛନ୍ତି।ତଥା ଧାରାବାହିକ ମାନଙ୍କରେ ଆକ୍ଟିଙ୍ଗ କରି ସାରିଛନ୍ତି।ତାଙ୍କ ଅଭିନୟ ଦେଖିବାକୁ ସବୁ ଲୋକମାନେ ବହୁତ ପସନ୍ଦ କରିଥାଇପାରନ୍ତି।ତାଙ୍କ ବିବାହକୁ ଏବେ ପ୍ରାୟ ୫ବର୍ଷ ପୁରି ଯାଇଛି।ଲକଡାଉନ ସମୟରେ ଜିନାଙ୍କୁ ଜଣେ ସମର୍ଥକ ପଚାରିଥିଲେ

ଏକ ପ୍ରଶ୍ନ ଆଉ ତାହାର ଉତ୍ତର ଦେଇ ଜିନା ସାମଲ କହିଥିଲେ,ବର୍ତ୍ତମାନ ମୋ ପାଇଁ ବଂଚିବା କଷ୍ଟକର ହେଇ ଯାଉଛି ତେବେ ମୁଁ ଏକ ଛୁଆକୁ କିପରି ବଞ୍ଚେଇବି।ମୁଁ ଆଉ ମୋ ସ୍ୱାମୀ ଏବେ କ୍ୟାରିଅର ପ୍ରତି ଅଧିକ ଧ୍ୟାନ ଦେବାରେ ଲାଗିଛୁ ତେଣୁ ଆମେ ଆଉ ପିଲା କଥା ଭାବିନାହୁଁ।ଆମେ ଆଗକୁ ଯାଇ ଏହା

ବାବଦରେ ଧ୍ୟାନ ଦେଇପାରୁ।ଏହା ବାବଦରେ ଭାବିବା କଥା ଏବେ ଆମ ମନରେ ନାହିଁ।ଜିନା ଜଣେ ଲୋକପ୍ରିୟ ଆକଟ୍ରେସ।ସେ ଅନେକ ଆକ୍ଟିଙ୍ଗ କରିଛନ୍ତି।ତେବେ ଏହା ଏକ ଭିଡିଓ ରିପୋର୍ଟକୁ ଆଧାର କରି ପ୍ରସ୍ତୁତ ହୋଇଛି।ବିଭିନ୍ନ ଧରଣର ପଜଲ ଆମେ ନେଇକି ଆସୁ, ତେବେ ପଜଲ ପଢି ଆପଣଂକୁ କିପରି

ଲାଗେ ତାହା କମେଣ୍ଟରେ ଜଣେଇପାରିବେ, ପଜଲ ଭିନ୍ନ ଭିନ୍ନ ଧରଣର ଆଣୁ ତେବେ ଏହା ଆପଣଂକୁ କିପରି ଲାଗେ କମେଣ୍ଟରେ ଜଣେଇ ପାରିବେ,ପଜଲ ଭେରାଇଟ ଭେରାଇଟ ଆଣୁ ତେବେ ଏହା ଛଡା ଖେଳ ଖବର କେତେବେଳେ କେମିତି ଆଣୁ ତେବେ ଖେଳ ଖବର କିପରି ଲାଗେ କମେଣ୍ଟ ରେ ଜଣେଇ ପାରିବେ।

ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଆଣୁ ଯାହାକୁ ପଢିବା ଦ୍ଵାରା ଆପଣଙ୍କ ଜ୍ଞାନରେ ବିକାଶ ହେବ, ତେବେ ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ପଢି ଆପଣଙ୍କ ଅନୁଭବ କଣ ତାହା କମେଣ୍ଟ ରେ ଜଣେଇ ପାରିବେ।

Leave a Reply

Your email address will not be published. Required fields are marked *