Varsha କାହିଁକି ନିଜ ଶ୍ୱଶୁରଙ୍କ ଶେଷ ଯାତ୍ରାରେ ସାମିଲ ହେଲେ ନାହିଁ,ଅଭିନେତ୍ରୀ ବର୍ଷା ଙ୍କ ଏହି କଥା ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ…

ତେବେ ଆପଣମାନେ ଅନୁଭଵଙ୍କ ବଡ଼ ବାପାଙ୍କ ଦେହାନ୍ତ ହୋଇ ଯାଇ ଥିବା କଥା ସମ୍ପର୍କରେ ଜାଣିଥାଇପାରନ୍ତି।ତେବେ ତାଙ୍କର ଦେହାନ୍ତ ହେବା ପରେ ଏହି ଘଟଣାକୁ ନେଇ ଅନେକ ଭାବରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇ ଥିଲା।ଏହା ବ୍ୟତୀତ ଏହି ଘଟଣା ଉପରେ ଅନୁଭବ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ି ଥିଲେ ଏହା ବ୍ୟତୀତ ସେ ଜଣେ ବହୁତ ଭଲ ଅଭିନେତା ଅଟନ୍ତି।

ତେବେ ତାଙ୍କର ବଡ଼ ବାପାଙ୍କ ମୃତ୍ୟୁ ପରେ ଏହାକୁ ନେଇ ସେ ଅନେକ ଦୁଃଖ ପ୍ରକାଶ କରିଥିଲେ।ଏହା ବ୍ୟତୀତ ତାଙ୍କର ବଡବାପାଙ୍କ ଶେଷ ଯାତ୍ରାରେ ସେ ବହୁତ ଅଧିକ ଦୁଃଖିତ ଥିବାର ଦେଖା ଯାଇ ଥିଲା।କିନ୍ତୁ ଏହି ଘଟଣାରେ ଆଉ ଏକ କଥା ସମ୍ମୁଖକୁ ଆସିଛି।ତେବେ ଏହି ଘଟଣାରେ ତାଙ୍କର ପତ୍ନୀ ଅର୍ଥାତ

ବର୍ଷା କିନ୍ତୁ ସାମିଲ ହୋଇ ନଥିଲେ।ତେବେ ସେ ତାଙ୍କର ଶ୍ୱଶୁର ହେବେ।ଏହା ପରେ ମଧ୍ୟ ସେ ତାଙ୍କର ଶେଷ ଯାତ୍ରାରେ ସାମିଲ ହୋଇ ନଥିଲେ।ତେବେ ସେମାନଙ୍କ ମଧ୍ୟରେ ଯେତେ ଅଧିକ କଳହ ଥିଲେ ମଧ୍ୟ ଏପରି ଭାବରେ ସେ ନିଜର ଶ୍ଵଶୁରଙ୍କ ଶେଷ ଯାତ୍ରାରେ ସାମିଲ ନ ହେବା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି

ଏହା ଉପରେ ଲୋକମାନେ କହିଛନ୍ତି କି ସେମାନଙ୍କ ମଧ୍ୟରେ ଯେତେ କଳହ ଥିଲେ ମଧ୍ୟ ଏହି ସମୟରେ ସେ ତାଙ୍କ ପାଖରେ ରହିବା ନିହାତି ଭାବରେ ଆବଶ୍ୟକ ଥିଲା ବୋଲି ଅନେକ ଲୋକ କହିଛନ୍ତି।ଏହା ପରେ ମଧ୍ୟ ତାଙ୍କ ପାଖରେ ସେ ପହଞ୍ଚି ନଥିଲେ।ଯାହା ଫଳରେ ଏହି ଘଟଣା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଥିଲା।

ତେବେ ଅନୁଭବ ଜଣେ ଭଲ ଆକ୍ଟର।ସେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।ତାଙ୍କର ଅଭିନୟ ଷ୍ଟାଇଲ ନିଆରା ଅଟେ।ସେ ଅନେକ ଆଲବମରେ ମଧ୍ୟ ଅଭିନୟ କରିଛନ୍ତି।ସେ ଭିନ୍ନ ଭିନ୍ନ ଆକ୍ଟିଙ୍ଗ କରିବାରେ ମାହିର।ଓଲିଉଡ଼ରେ ସେ ଜଣେ ଜଣାଶୁଣା ଆକ୍ଟର।ବର୍ଷା ମଧ୍ୟ ଜଣେ ଭଲ ଆକଟ୍ରେସ।ସେ ଅନେକ ଫିଲ୍ମରେ ଆକ୍ଟିଙ୍ଗ କରିଛନ୍ତି।ତାଙ୍କର ଆକ୍ଟିଙ୍ଗ ନିଆରା ଅଟେ।

Leave a Reply

Your email address will not be published. Required fields are marked *